ଜୋବ୍ରା ଆନିକଟରେ ଲାଗିଲା ହାତୀର ମୃତଦେହ

କଟକ: ଚୌଦ୍ୱାର ଦେଇ ଜଗତପୁର ଅଞ୍ଚଳକୁ ହାତୀପଲ ଚାଲି ଆସି ଉତ୍ପାତ ରଚିଥିବା ବେଳେ ଜୋବ୍ରା ଆନିକଟରେ ଏକ ହାତୀର ମୃତଦେହ ଲାଗି ରହିଛି। ହାତୀପଲ ମହାନଦୀ ପାର୍‌ ହେଉଥିବା ବେଳେ ଏକ ହାତୀ ଭାସି ଯାଇ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ହାତୀ ମୃତଦେହ ଉଦ୍ଧାର ପାଇଁ ଆଜି ସକାଳେ କଟକ

କଟକ ସହରରେ ପଶିଲେ ହାତୀ, ଆକ୍ରମଣରେ ୨ ମୃତ

କଟକ: କଟକ ଜଗତପୁର ଅଞ୍ଚଳରେ ଗତ ରାତିରୁ ଏକ ହାତୀପଲ ପଶି ଆସିଥିବା ବେଳେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ଆଜି ସକାଳ ସୁଦ୍ଧା କିଛି ହାତୀ ଜନବସତି ଅଞ୍ଚଳରେ ରହି ଯାଇଥିବା

ସହିଦ୍ ଆଜମ୍ ଭଗତ ସିଂଙ୍କର ଜୟନ୍ତୀ ଉପଲକ୍ଷେ ଆପ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ମାଲକାନଗିରି : ଆଜି ଆମ ଆଦମୀ ପାର୍ଟି ର ରାଷ୍ଟ୍ରୀୟ ଆବାହକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅରବିନ୍ଦ କେଜରିୱାଲଙ୍କ ଆହ୍ବାନ କ୍ରମେ ସହିଦ୍ ଆଜମ୍ ଭଗତ ସିଂଙ୍କର ଜୟନ୍ତୀ ଉପଲକ୍ଷେ ସାରା ଦେଶରେ ଆପ୍ ତରଫରୁ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି। ଏହି ପରିପେକ୍ଷୀରେ ଆପ୍ ଓଡିଶାର ଆବାହକ(

ମହିଳା ଏବଂ ଶିଶୁ ବିକାଶ ବିଭାଗ ଓ ଆକ୍ସନ ଏଡ ୟୁନିସେଫ ମିଳିତ ଉଦ୍ୟମରେ ବାଲ୍ୟ ବିବାହ ପ୍ରତିରାଧ ମଂଚ ଆୟୋଜିତ

ମାଲକାନଗିରି : ମାଲକାନଗିରି ମହିଳା ଏବଂ ଶିଶୁ ବିକାଶ ବିଭାଗ ମାଲକାନଗିରି ଆକ୍ସନ ଏଡ଼ ୟୁନିସେଫ ମିଳିତ ଉଦ୍ୟମ ରେ ଏକ ଦିବସୀୟ ବାଲ୍ୟ ବିବାହ ପ୍ରତିରାଧ ମଂଚ ସ୍ଥାନୀୟ ମୁଦୁଲିପଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ରେ ଶ୍ରୀ ହୃଦାନନ୍ଦ ସାହୁ ବିଡ଼ିଓ ଅଧ୍ୟକ୍ଷତା କରିଥିଲେ ସର୍ବ

ଉତ୍କଳ ସମ୍ମିଳନୀ ର ବୈଠକ ଅବସରରେ ଉତ୍କଳ ସମ୍ମିଳନୀ ପୃଷ୍ଠପୋଷକ ଶତାୟୁ ପୁରୁଷ କୃପାମୟ ଅନଙ୍ଗ ଭୀମ ଦେବଙ୍କୁ…

ବ୍ରହ୍ମପୁର- ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହେଉ କିମ୍ବା ଭାରତର ସ୍ବାଧୀନତା ଆନ୍ଦୋଳନ କିବା ମୋଗଲ ପର୍ତ୍ତୁଗୀଜ ଇଂରାଜୀ ଇତ୍ୟାଦି ବିଦେଶୀ ଆକ୍ରମଣକାରୀଙ୍କ ସମେତ ଦେଶୀୟ ରାଜାଙ୍କ ଆକ୍ରମଣ ର ସମ୍ମୁଖୀନ ହୋଇ ଗଞ୍ଜାମ ର ପୂର୍ବସୁରୀ ବରପୁତ୍ର ମାନେ ଯେଉଁ ଭଳି ଭାବରେ ବୀରତ୍ଵ

ପାଇଲଟ୍ ହେବାର ସ୍ୱପ୍ନ ଦେଖୁଥିବା ସୁନ୍ଦରଗଡ଼ର ଛାତ୍ରୀ ଭୂମିକାଙ୍କୁ ପ୍ରେରଣା : ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ…

ସୁନ୍ଦରଗଡ଼ : ‘‘ସେଦିନ ଭର୍ଚୁଆଲ ମିଟିଙ୍ଗ୍ ବେଳେ ୫ଟି ସଚିବ ପାଣ୍ଡିଆନ୍ ସାର୍ ଆମ ପିଲାମାନଙ୍କୁ ସେମାନଙ୍କ କ୍ୟାରିୟର ସ୍ୱପ୍ନ ବିଷୟରେ ପଚାରୁଥିଲେ। ଭବିଷ୍ୟତରେ ପାଇଲଟ୍ ହେବା ପାଇଁ ଲକ୍ଷ୍ୟ ରଖିଛି ବୋଲି ମୁଁ ତାଙ୍କୁ କହିଥିଲି। ଏହା ଶୁଣି ସେ ମୋ’ ପାଇଁ ବିଜୁ ପଟ୍ଟନାୟକଙ୍କ ଜୀବନୀ

ଜିଲ୍ଲାପାଳଙ୍କ ଦାରିଙ୍ଗବାଡ଼ି ଗସ୍ତ

ଦାରିଙ୍ଗବାଡ଼ି,୨୭/୯ : କନ୍ଧମାଳ ଜିଲ୍ଲାପାଳ ଡ଼ଃ ଆଶିଷ ଈଶ୍ୱର ପାଟିଲ ମଙ୍ଗଳବାର ଦିନ ଦାରିଙ୍ଗବାଡ଼ି ଗସ୍ତ କରି ପର୍ଯ୍ୟଟନ ସ୍ଥଳୀ ବୁଲିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲ୍ଲାପାଳ ପ୍ରଥମେ ଇକୋ ରିଟ୍ରିଟ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ । କଫି ବଗିଚା ପାଖରେ

କାଉନସିଲରଙ୍କ ଦିନିକିଆ ପ୍ରେରଣା କାର୍ଯ୍ୟକ୍ରମ, ମଡ଼େଲ ୱାର୍ଡ଼ ଗଠନ ପାଇଁ ୧୦ ପ୍ରସ୍ତାବ

ହିଂଜିଳିକାଟୁ (୨୭ା୯) : ସହରାଂଚଳର ପ୍ରତ୍ୟେକ ନିର୍ବାଚିତ ୱାର୍ଡ଼ ସଭ୍ୟସଭ୍ୟାଙ୍କ ୱାର୍ଡ଼ ଗୁଡ଼ିକୁ ମଡ଼େଳ ୱାଁ ଭାବେ ଗଠନ କରିବାକୁ ୧୦ ପ୍ରସ୍ତାବ ପ୍ରଦାନ ଓ ସେଗୁଡ଼ିକର କାର୍ଯ୍ୟକାରିତା ନିମନ୍ତେ ଗୁରୁତ୍ୱାରୋପ କରାଯାଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଙ୍ଗଳବାର

ହିଞ୍ଜିଳିକାଟୁ ରେ ଖୋଲିଲା ମିଶନଶକ୍ତି – ଗଞ୍ଜାମ ହାଟ୍ଟ ଓ ଖିର କାଉଣ୍ଟର

ହିଞ୍ଜିଳିକାଟୁ (୨୭/୯) : ହିଞ୍ଜିଳିକାଟୁ ସହରରେ ଖୋଲିଲା ‘ମିଶନ ଶକ୍ତି ଗଞ୍ଜାମହାଟ୍ଟ ଓ ଖିର କାଊଣ୍ଟର। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ, ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମାଛ ମାର୍କେଟ ରେ ଏହି ଗଞ୍ଜାମ ହାଟ୍ଟ ଓ ଖିର କାଋଣ୍ଟର ଖୋଲିଛି। । ମଙ୍ଗଳବାର

ବ୍ରାହ୍ମଣୀଗାଁ ଠାରେ ସ୍ଵଚ୍ଛତାହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ

ଦାରିଙ୍ଗବାଡ଼ି, ୨୭/୯, ଦାରିଂବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ପଞ୍ଚାୟତ ଠାରେ ସ୍ଥାନୀୟ ୱର୍ଡ ମେମ୍ବର, ସ୍ୱେଚ୍ଛାସେବୀ , ଗ୍ରାମବାସୀଙ୍କୁ ନେଇ ସ୍ୱଚ୍ଛତା ହିଁ ସେବାର ଶପଥ ଗ୍ରହଣ କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ସ୍ଥାନୀୟ ସରପଞ୍ଚ ଶ୍ରୀମତି ସଂଯୁକ୍ତା ମଲିକ୍ ସଭାପତିତ୍ୱ କରିଥିଲେ