Sign in
Sign in
Recover your password.
A password will be e-mailed to you.
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଚାରି ପଟେ ଗେଟ୍ ବନ୍ଦକୁ ନେଇ ସରପଞ୍ଚ ଏବଂ କୁଳପତିଙ୍କ ଆଲୋଚନା
ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଗତ କିଛ ଦିନ ହେଲା କ୍ୟାମ୍ପସ ଚାରିପଟେ ରହିଥିବା ୫ଟି ଗେଟକୁ ତାଲା ପକାଇବା ଯୋଗୁଁ କ୍ୟାମ୍ପସ ଚାରିକଡେ ରହୁଥିବା ଅଧିବାସୀ ମାନେ ହଇରାଣ ହରକତ ହେଉଛନ୍ତି । ଆଉ ଏଥିପାଇଁ ସୋମବାର ସ୍ଥାନୀୟ ସରପଞ୍ଚ କୁଳପତିଙ୍କୁ ସାକ୍ଷାତ କରି ଗେଟ୍!-->…
ନୂଆଗଡ଼ ବୁରୁଜ ନିକଟରୁ ମହିଳାଙ୍କ ମୃତଦେହ ଠାବ
ଅସ୍ତରଙ୍ଗ: ସାମୁଦ୍ରିକ ଥାନା ଅନ୍ତର୍ଗତ ନୂଆଗଡ଼ ମାଛଧରା ଜେଟି ନିକଟସ୍ଥ ଏକ ସ୍ପର ନିକଟରୁ ଜଣେ ମହିଳାଙ୍କ ମୃତଦେହ ସ୍ଥାନୀୟ ପୁଲିସ୍ ଠାବ କରିଛି। ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁ ପରେ ଏଠାକୁ ମୃତଦେହ ଆସି କିପରି ଲାଗିଲା ତାକୁ ନେଇ ସନ୍ଦେହ ବଢୁଛି। ମୃତ ମହିଳାଙ୍କର ବୟସ!-->…
ଘରେ ପଶୁଥିଲେ ଲୁଟେରା, ପାଟି କରିବାରୁ ଘର ମାଲିକଙ୍କୁ ହତ୍ୟା
ଯାଜପୁର: ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକଙ୍କ ମୃତ୍ୟୁ । ଚୋରି କରିବାକୁ ଯାଇଥିବା ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଯାଜପୁର ବରି ବ୍ଲକ ଚଟୁମାରି ଗାଁର ବିଶ୍ୱରଞ୍ଜନ ବିଶ୍ୱାଳ । ଗତକାଲି ରାତିରେ ବିଶ୍ୱରଞ୍ଜନ ଘର ବାରଣ୍ଡାରେ ଶୋଇଥିଲେ ।
ଚୋର!-->!-->!-->…
ଜଙ୍ଗଲରୁ ପୁଣି ଏକ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ନାଫ୍ରି ସଂରକ୍ଷିତ ଜଙ୍ଗଲରୁ ମଙ୍ଗଳବାର ପୁଣି ଏକ ଅଣ୍ଡିରା ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଛି । ଜଙ୍ଗଲ ଭିତରେ ହାତୀ ଶାବକର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ ।
ମଙ୍ଗଳବାର ସକାଳୁ ବନ!-->!-->!-->…
ଅଶାନ୍ତ ସମୁଦ୍ର ଗର୍ଭରେ ପୁରୀ-କୋଣାର୍କ ବେଳାମାର୍ଗର ଆଉ ଶହେ ମିଟର
କୋଣାର୍କ :କୋଣାର୍କ ଚନ୍ଦ୍ରଭାଗା ଉପକୂଳରେ ଦିନକୁ ଦିନ ଅଶାନ୍ତ ହେଉଛି ସମୁଦ୍ର। ଚନ୍ଦ୍ରଭାଗା ବଜାରର ଉଭୟ ପାର୍ଶ୍ବ ଅର୍ଥାତ୍ ପୂର୍ବ ଓ ପଶ୍ଚିମ ଦିଗରେ ସମୁଦ୍ର ବିଭିନ୍ନ ସ୍ଥାନରେ କୂଳ ଖାଉଥିବାର ପରିଲକ୍ଷିତ ହୋଇଛି। ପୂର୍ବ ଦିଗରେ କେଳୁଣୀ ମୁହାଣ ପଟକୁ ଜନବସତି ନଥିବାରୁ ସମୁଦ୍ର କୁଳ!-->…
ଏସସିବି ମେଡିକାଲ୍ ପରିସରରେ ଏକ୍ସପାରି ଔଷଧ ବିକ୍ରି ଅଭିଯୋଗ
କଟକ: ଏସସିବି ମେଡିକାଲ୍ ପରିସରରେ ଏକ୍ସପାରି ଔଷଧ ବିକ୍ରି ଅଭିଯୋଗ ହୋଇଛି। କଲ୍ୟାଣୀ ମେଡିକାଲ ଷ୍ଟୋର ଏକ୍ସପାରି ଔଷଧ ବିକ୍ରି ହେଉଥିବା ନେଇ ଅଭିଯୋଗ ଆସିଛି। ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅଗଷ୍ଟ ମାସର ଏକ୍ସପାରି ରକ୍ତଚାପ ଔଷଧ ବିକ୍ରି!-->…
ଫରେନସିକ୍ ଯାଞ୍ଚ ପାଇଁ ଗଲା ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭି ହାର୍ଡଡିସ୍କ
ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଛି ପୋଲିସ । କେଉଁ କାରଣ ପାଇଁ ଧର୍ମେନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଲେ ପୋଲିସ କାରଣ ଖୋଜୁଛି । ପୂର୍ବରୁ ଧର୍ମେନ୍ଦ୍ରଙ୍କ ମୋବାଇଲକୁ ଫରେନସିକ୍ ଯାଞ୍ଚ ପାଇଁ ପଠା ଯାଇଥିଲା । ଆଜି!-->…
ମାଟିରେ ମିଶିଲା ସାନଛତା ମଠ
ପୁରୀ : ଶ୍ରୀମନ୍ଦିର ସେବା ସହ ଜଡ଼ିତ ‘ସାନଛତା ମଠ’କୁ ମାଟିରେ ମିଶାଇ ଦିଆଯାଇଛି। ରାତି ଅଧରେ ଜେସିବି ଲଗାଇ ଏହି ମଠକୁ ଭାଙ୍ଗି ଦିଆଯାଇଛି। ଏହାକୁ ନେଇ ମଠ ମହନ୍ତଙ୍କ ସହ ଭକ୍ତ ମହଲରେ ବି ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ମଠ ସହ ମହାପ୍ରଭୁଙ୍କ ଦୋଳବେଦିକୁ ଲାଗି ରହିଥିବା ଡାକ୍ତରଖାନାକୁ!-->…
ରାଇରଙ୍ଗପୁର ସହରରେ ସେକ୍ସ ରାକେଟ ! ଚଢାଉ ବେଳେ ଉଦ୍ଧାର ହେଲେ ୨ ମହିଳା, ୩ ଯୁବକ ଗିରଫ
ରାଇରଙ୍ଗପୁର: ରାଜଧାନୀଠୁ ଆରମ୍ଭ କରି ପ୍ରାୟ ସବୁ ସହରରେ ଏବେ ସେକ୍ସ ରାକେଟ ଚାଲିଥିବା ନେଇ ଅଭିଯୋଗ ହେଉଛି । ରାଇରଙ୍ଗପୁର ସହରରେ ମଧ୍ୟ ସକ୍ରିୟ ହେଉଛି ସେକ୍ସ ରାକେଟ ! ସହରର ବିଭିନ୍ନ ହୋଟେଲ ଲଜ୍ ଗୁଡିକରେ ସେକ୍ସ କାରବାର ଚାଲି ଆସୁଥିବା ବେଳେ ପାର୍ବଣ ଋତୁରେ ପୋଲିସକୁ ଚକମା ଦେବା!-->…
ଆଜି ବିଶ୍ୱ ପର୍ଯ୍ୟଟନ ଦିବସ: ପୁରୀ ରେ ସୁନ୍ଦର ବାଲୁକା କଳା ପ୍ରଦର୍ଶିତ
ପୁରୀ: ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ଚଳିତ ବର୍ଷର ବିଷୟବସ୍ତୁ ହେଉଛି ପୁନର୍ବାର ପର୍ଯ୍ୟଟନ । ଏହି ଅବସରରେ ପୁରୀର ଗୋଲଡେନ ବିଚ୍ରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନଙ୍କ ବାଲୁକା କଳା ପ୍ରଦର୍ଶିତ ହୋଇଛି । ୨୦ ଟନ୍ ବାଲିରେ ତିଆରି ହୋଇଥିବ ଏହି କଳାକୃତି ପାଇଁ ୧୨ ଘଣ୍ଟା ସମୟ!-->…