ବାଲିଯାତ୍ରା ପାଇଁ ଆସନ୍ତାକାଲି ଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ଲଟ ପଞ୍ଜିକରଣ

କଟକ: ବାଲିଯାତ୍ରା ପାଇଁ କାଲିଠୁ ପ୍ଲଟ ପଞ୍ଜିକରଣ । ନଭେମ୍ବର ୮ ରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ହେବ ବାଲିଯାତ୍ରା । ଏକ ହଜାର ବର୍ଗଫୁଟରୁ ଅଧିକ ଜାଗା ନେଉଥିବା ବ୍ୟବସାୟୀ ଆସନ୍ତାକାଲି ଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପଞ୍ଜିକରଣ ଓ ବୁକିଂ କରି ପାରିବେ । ଏକ ହଜାର ବର୍ଗଫୁଟରୁ କମ ଜାଗା

ରାଷ୍ଟ୍ରପତି ଭବନରେ ରାଜଯୋଗୀ ବ୍ରହ୍ମାକୁମାର

ଭୁବନେଶ୍ୱର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ ରାଜଯୋଗୀ ବ୍ରହ୍ମାକୁମାର ବିଜୟ ଭାଇ ୧୪ଜଣ ବିଶିଷ୍ଟ ଉଦ୍ୟୋଗପତି, ଦିଲୀର ବରିଷ୍ଠ ରାଜଯୋଗୀ ଜୟପ୍ରକାଶ ଭାଇ, ପ୍ରଭାତ ଭାଇ, ମୁମ୍ବଇର ତ୍ରିନାଥ ଭାଇ, ରାଜଯୋଗିନୀ ବ୍ରହ୍ମାକୁମାରୀ ସୂଚିତା ଭଉଣୀ ପ୍ରମୁଖ ରାଷ୍ଟ୍ରପତି

ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦର ସହଯୋଗୀ ଗିରଫ

ମୁମ୍ବାଇ: ମୁମ୍ବାଇ କ୍ରାଇମବ୍ରଞ୍ଚକୁ ମିଳିଛି ବଡ ସଫଳତା। କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦର ଇବ୍ରାହିମର ଘନିଷ୍ଠ ସହଯୋଗୀ ରିୟାଜ ଭଟ୍ଟି ଗିରଫ ହୋଇଛି। ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ବଟି ମାଗିବା ଅଭିଯୋଗରେ ରିୟାଜକୁ ମୁମ୍ବାଇ ପୁଲିସ ଗିରଫ କରିଛି। ସୂଚନା ମୁତାବକ, ଜଣେ

ବାଂଲାଦେଶ ନୌକା ଓଲଟିବା ଘଟଣା: ମୃତ୍ୟୁ ସଂଖ୍ୟା ୫୧କୁ ବୃଦ୍ଧି, ୩୪ ନିଖୋଜ

ଢାକା: ବାଂଲାଦେଶ ରାଜଧାନୀ ଢାକାରୁ ୪୬୮ କିଲୋମିଟର ଦୂର କରାତୋୟା ନଦୀରେ ରବିବାର ନୌକା ଓଲଟିବା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଉତ୍ତର ପଞ୍ଚଗଡ଼ ଜିଲ୍ଲାରେ ହୋଇଥିବା ଏହି ନୌକା ଦୁର୍ଘଟଣାରେ ରବିବାର ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ଆହୁରୀ ୨୬ ଜଣଙ୍କର ମୃତଦେହ

କୁଲଗାମ୍ ଏନକାଉଣ୍ଟରରେ ଜୈଶ ଏ ମହମ୍ମଦ ଆତଙ୍କବାଦୀ ନିହତ

କୁଲଗାମ: ଜମ୍ମୁକାଶ୍ମୀରର କୁଲଗାମରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ସୁରକ୍ଷାକର୍ମୀମାନେ ଆତଙ୍କବାଦୀମାନଙ୍କ ଏକ ଦଳକୁ ଘେରାଉ କରି ରହିଛନ୍ତି । ଦୁଇପଟରୁ ଗୁଳି ବିନିମୟ ଚାଲିଥିବାରୁ ଜଣେ

ଆଜିଠୁ ସୁପ୍ରିମକୋର୍ଟଙ୍କ ଶୁଣାଣିର ହେବ ଲାଇଭ ଷ୍ଟ୍ରିମିଂ

ନୂଆଦିଲ୍ଲୀ: ଆଜିଠୁ ସୁପ୍ରିମକୋର୍ଟଙ୍କ ଶୁଣାଣିର ହେବ ଲାଇଭ ଷ୍ଟ୍ରିମିଂ। ସୁପ୍ରିମକୋର୍ଟଙ୍କ ନିଜସ୍ୱ ପ୍ଲାଟଫର୍ମରେ ହେବ ଏହି ସିଧାପ୍ରସାରଣ। ପ୍ରାରମ୍ଭିକ ଭାବେ ସାମ୍ବିଧାନିକ ଖଣ୍ଡପୀଠଙ୍କ ଶୁଣାଣିର ଲାଇଭ ଷ୍ଟ୍ରିମିଙ୍ଗ ହେବ। ନିଜସ୍ୱ ପ୍ଲାଟଫର୍ମ ପ୍ରସ୍ତୁତ ହେବା ପୂର୍ବରୁ ୟୁଟ୍ୟୁବରେ

ରୁଷ ପରମାଣୁ ଆକ୍ରମଣ କଲେ ଭୟଙ୍କର ପରିଣାମ ଭୋଗିବ : ଆମେରିକା ବୈଦେଶିକ ସଚିବ

ନୂଆଦିଲ୍ଲୀ : ପୁଟିନଙ୍କ ପରମାଣୁ ଅସ୍ତ୍ର ଆକ୍ରମଣ ଧମକ ପରେ ବିଚଳିତ ପୂରା ବିଶ୍ୱ । ଆକ୍ରମଣ ଧମକକୁ ମିଛ ଭାବିବା ଉଚିତ ନୁହେଁ ବୋଲି ମଧ୍ୟ କହିଛନ୍ତି ପୁଟିନ । ପୁଟିନଙ୍କ ଆଭିମୁଖ୍ୟ ନେଇ ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍ ଦେଇଛନ୍ତି ବଡ଼ ବୟାନ । ଯଦି ରୁଷିଆ ୟୁକ୍ରେନ

ଆମେରିକା-ପାକିସ୍ତାନ ସମ୍ପର୍କକୁ ଭାରତର ବିରୋଧ

ନୂଆଦିଲ୍ଲୀ : ପାକିସ୍ତାନକୁ ଆମେରିକା ଯୋଗାଇ ଦେବାକୁ ଥିବା ସାମରିକ ସହାୟତା ପ୍ରସଙ୍ଗରେ ଭାରତ କଡା ପ୍ରତିକ୍ରିୟା ରଖିଛି। ପାକିସ୍ତାନର ଯୁଦ୍ଧ ବିମାନ ଏଫ-୧୬ର ନବୀକରଣ ନିମନ୍ତେ ଆମେରିକା ଆବଶ୍ୟକ ଯନ୍ତ୍ରାଂଶ ଯୋଗାଇ ଦେବାକୁ ଘୋଷଣା କରିଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ରାଜସ୍ଥାନରେ ଏବେ ବଦଳିବନି ନେତୃତ୍ବ

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉତ୍ତରାଧିକାରୀ ନିଯୁକ୍ତିକୁ ନେଇ ରାଜ୍ୟ ସରକାରରେ ଦେଖାଯାଇଥିବା ଅଚଳାବସ୍ଥାକୁ ଟାଳିବା ଲାଗି କଂଗ୍ରେସ ପଦକ୍ଷେପ ନେଇଛି। ପଦକ୍ଷେପ ଅନୁଯାୟୀ ବର୍ତ୍ତମାନ ସମୟରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଯିବ ନାହିଁ। କଂଗ୍ରେସ ଅଧ୍ୟକ୍ଷ

୪୫ ୟୁଟ୍ୟୁବ୍ ଭିଡିଓ ନିଷିଦ୍ଧ

ନୂଆଦିଲ୍ଲୀ : ସାମ୍ପ୍ରଦାୟିକ ସଦ୍‌ଭାବ ଓ ଧାର୍ମିକ ସଂପ୍ରଦାୟ ବିରୋଧରେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ମାଧ୍ୟମରେ ବିପଦ ସୃଷ୍ଟି କରୁଥିବା ୪୫ଟି ୟୁଟ୍ୟୁବ୍‌ ଭିଡିଓକୁ ନିଷିଦ୍ଧ କରିବା ଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମକୁ ନିର୍ଦେଶ ଦେଇଛନ୍ତି । ୧୦ଟି