ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣାକୁ ଦୃଢ଼ ନିନ୍ଦା ସହ ଜିଲ୍ଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ଏବିଭିପି

ଫୁଲବାଣୀ : ନାବାଳିକା ଗର୍ଭବତୀ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ(ଏବିଭିପି)। କନ୍ଧମାଳ ଜିଲ୍ଲା ବେଳଘର ଥାନା ଅନ୍ତର୍ଗତ ଏକ ଆବାସିକ ବିଦ୍ଯାଳୟର ଛାତ୍ରୀ କିଛିଦିନ ତଳେ ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା। ଏନେଇ କନ୍ଧମାଳ ଜିଲ୍ଲା ଏବିଭିପିର

ସୁନେତ୍ର କାର୍ଯ୍ୟକ୍ରମ ଉଦଯାପିତ

ଛତ୍ରପୁର : ସମସ୍ତ ଛାତ୍ରଛାତ୍ରୀଙ୍କ ଚକ୍ଷୁର ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ସମଗ୍ର ଶିକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ ଗତ ୨୧ ତାରିଖରୁ ଚାଲିଥିବା ସୁନେତ୍ର କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଛତ୍ରପୁର ବ୍ଲକ ନରେନ୍ଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି

ଟ୍ରଲର ଧକ୍କାରେ ସାଇକେଲ ଆରୋହୀ ମୃତ

ଛତ୍ରପୁର : ଛତ୍ରପୁର ଗ୍ରୀଡ ଛକ ନିକଟ ଜାତୀୟ ରାଜପଥରେ ଏକ ଏନ ଏଲ 01 ଏ ଏ 9899 ନମ୍ବର ବିଶିଷ୍ଠ ଟ୍ରଲର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ସୁରେନ୍ଦ୍ର ସେଠି (58)। ଛତ୍ରପୁର ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରିବା ସହିତ ଦୁର୍ଘଟଣା

ପଞ୍ଚମ ଦିବସରେ ଗଞ୍ଜାମ ଜିଲ୍ଲାରେ ଅହିଂସା ରଥ ପରିଭ୍ରମଣ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଅହିଂସା ରଥ ଦୁଇଟିକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡାଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇ ଜିଲ୍ଲାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରରେ ଦୀକ୍ଷିତ

ଜ଼ିଲ୍ଲାସ୍ତରୀୟ ଯୁବଉତ୍ସବ କାର୍ଯ୍ୟକ୍ରମ

ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜ଼ିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଉପ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଶେଷ ଦେବ ମିଶ୍ର ଯୋଗଦେଇ ଥିବା

ମା’ ଦୁର୍ଗାଙ୍କ ପୂଜାଉତ୍ସବ : ମୂର୍ତ୍ତି ନିର୍ମାଣରେ ନିମଗ୍ନ ଶିଳ୍ପୀ

ବୁଗୁଡ଼ା : ଚଳିତ ବର୍ଷ ଅତି ଆଡମ୍ବର ସହକାରେ ମା' ଦୁର୍ଗା ଦେବୀଙ୍କ ପୂଜା ଅନୁଷ୍ଠିତ ହେବ । ଏଣୁ ଶିଳ୍ପୀ ମୂର୍ତ୍ତି ନିର୍ମାଣରେ ନିଜକୁ ନିୟୋଜିତ କରିଛି । ବୈଶ୍ବିକ ମହାମାରୀ କରୋନା କାଳରେ ପ୍ରଶାସନିକ କଟକଣା କାରଣରୁ ଗତ ଦୁଇ ବର୍ଷ କେବଳ ବିଧିରକ୍ଷା ଉଦ୍ଦେଶ୍ଯରେ ମା'ଙ୍କ ପୂଜା

ସନ୍ଦେହ ଜନକ ମୃତ୍ୟୁକୁ ନେଇ ରାଇଘର ପତ୍ରକୁଟି ସାହିରେ ଉତ୍ତେଜନା…

ଉମରକୋଟ : ଆଜି ରାଇଘରରୁ ଗୁରୁସିଂହା ଯିବା ରାସ୍ତା ଏସଏଲଏନ ସ୍କୁଲ ପାଖରେ ଥିବା କଲଭେର୍ଟ ନିକଟରେ ରାଇଘରର ଦିଲୁ ହାଲଦାର ଙ୍କ ମୃତ ଦେହ ରାସ୍ତା ପାର୍ଶ୍ୱରେ ପଡ଼ିଥିଲା | ସୂଚନା ଅନୁଯାୟୀ ନବରଙ୍ଗପୁର ଜ଼ିଲ୍ଲା ରାଇଘର ସଦର ପତ୍ର ଗୋଦାମ ପଛପଟେ ଦିଲୁ ହାଲଦାର ସପରିବାର ରହି ରାଇଘରରେ ଦୋକାନ

ନିଶାମୁକ୍ତ ଭାରତ ଅଭିଯାନ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ମାଲକାନଗିରି (୨୬/୦୯) : ସ୍ବାଧୀନତାର ପଞ୍ଚସ୍ତରୀବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ସରକାରଙ୍କ ସାମାଜିକନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଏବଂ ଜିଲ୍ଲା ପ୍ରଶାସନ, ମାଲକାନଗିରିଙ୍କ ମିଳିତସହଯୋଗରେ "ନିଶାମୁକ୍ତ ଭାରତ ଅଭିଯାନ" ପ୍ରସଙ୍ଗ ଆଧାରିତ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ,ତର୍କ ଓ ଚିତ୍ରାଙ୍କନ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ

ପୁରୀ ୨୭।୦୯ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ। ନୀତି ସବ କମିଟି ଓ ଛତିଶା ନିଯୋଗରେ ହୋଇଥିବା କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ମୋହର ମାରିଲା ପରିଚାଳନା କମିଟି । ମହାପ୍ରଭୁଙ୍କ ଜମି ବିକ୍ରିର ଡିଜିଟାଇଜେସନ ହେବ। ଆଦର୍ଶ ଗୁରୁକୂଳକୁ ଜମି ଲିଜରେ ଦିଆଯିବ। ସେହିପରି ସେବକ

ଗାନ୍ଧି ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡିର ଜନସଂପର୍କ ପଦଯାତ୍ରା

ଭୁବନେଶ୍ବର: ଆଗାମୀ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହେବ। ଏହା ନଭେମ୍ବର ୨ ତାରିଖ ଯାଏଁ ଚାଲିବ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଦେବୀ ମିଶ୍ର, ଅରୁଣ