ମିଶନ୍ ବାତ୍ସଲ୍ୟ ସମୀକ୍ଷା ବୈଠକ : ଅନାଥ ଶିଶୁଙ୍କୁ ଶିକ୍ଷା ପଦ୍ଧତିରେ ସାମିଲ କରି ଆତ୍ମ ନିର୍ଭରଶୀଳ ହୁଅନ୍ତୁ –…

ଛତ୍ରପୁର : ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଶନ୍ ବାତ୍ସଲ୍ୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଅବଗତ କରାଇଥିଲେଯେ, ଜିଲ୍ଲାର ସମସ୍ତ ଶିଶୁ ଯତ୍ନ

ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଳୁରୁ : ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଶିଳ୍ପପତିଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସି ପୁଞ୍ଜିନିବେଶ କରିବାକୁ ନିମନ୍ତ୍ରଣ କରିଛନ୍ତି । ଶିଳ୍ସପତିମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଭରପୁର

ଚିଙ୍ଗୁଡ଼ି କାରଖାନାରୁ ଆମୋନିଆ ଗ୍ୟାସ୍‌ ନିର୍ଗତ; ୩୦ରୁ ଅଧିକ ଶ୍ରମିକ ଅୁସୁସ୍ଥ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ ଖନ୍ତାପଡ଼ା ପଞ୍ଚାୟତର ଗଡ଼ଭଙ୍ଗ ଠାରେ ଅବସ୍ଥିତ ଏକ ଚିଙ୍ଗୁଡ଼ି କାରଖାନାରେ ଆମୋନିଆ ଗ୍ୟାସ୍‌ ନିର୍ଗତ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ଗ୍ୟାସ ଲିକ୍‌ ହେବା କାରଣରୁ ୩୦ରୁ ଊର୍ଦ୍ଧ୍ବ ଶ୍ରମିକ ଅସୁସ୍ଥ ହୋଇଛନ୍ତି।

ଗେହଲଟ ଓ ଥରୁରଙ୍କ ପରେ କଂଗ୍ରେସ ସଭାପତି ଦୌଡରେ ସାମିଲ ହେଲେ ଦିଗବିଜୟ, ସେପ୍ଟେମ୍ବର ୩୦ରେ ଦାଖଲ କରିବେ…

ନୂଆଦିଲ୍ଲୀ: ଗେହଲଟ ଓ ଥରୁରଙ୍କ ପରେ କଂଗ୍ରେସ ସଭାପତି ଦୌଡରେ ସାମିଲ ହେଲେ ଦିଗବିଜୟ। କଂଗ୍ରେସ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ‌ହୋଇଥିବା ବେଳେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଜାରି ରହିବ। ପୂର୍ବରୁ ଏହି କଂଗ୍ରେସ ସଭାପତି ଦୌଡରେ ବରିଷ୍ଠ

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ପାର୍ବଣ ଭେଟି, ମହଙ୍ଗା ଭତ୍ତା ୪% ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି। ଆଗକୁ ଦୁର୍ଗା ପୂଜା ଥିବା ବେଳେ ଆଜି କେନ୍ଦ୍ର ସରକାର ମହଙ୍ଗା ଭତ୍ତା ୪% ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ

ଆସନ୍ତା ମାସରେ ଏହି ସବୁ ରାଜ୍ୟରେ ବଦଳିଯିବେ ରାଜ୍ୟପାଳ

ନୂଆଦିଲ୍ଲୀ: ଯେକୌଣସି ରାଜ୍ୟ ପାଇଁ ରାଜ୍ୟପାଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି | ତେବେ ଗୃହ ମନ୍ତ୍ରଣାଳୟର ସୂତ୍ରରୁ ଜଣାପଡିଛି ଯେ ଆସନ୍ତା ମାସରେ ଦେଶର ଅନେକ ରାଜ୍ୟ ନୂତନ ରାଜ୍ୟପାଳ ପାଇବାକୁ ଯାଉଛନ୍ତି | ବାସ୍ତବରେ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ପାଞ୍ଚଟି ରାଜ୍ୟର

ପାକିସ୍ତାନରେ ଚୀନ ନାଗରିକଙ୍କ ଉପରେ ଗୁଳିମାଡ, ଜଣଙ୍କର ମୃତ୍ୟୁ

ଲାହୋର: ପାକିସ୍ତାନର କରାଚିରେ ଆଜି ଜଣେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଚୀନ୍ ନାଗରିକଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ଜଣେ ଚୀନ୍ ନାଗରିକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଚୀନ୍

କଟକରେ ହାତୀ ଉପଦ୍ରବ ଘଟଣା: ଟ୍ରାଙ୍କୁଲାଇଜ ହେଲା ଆକ୍ରମଣକାରୀ ହାତୀ

କଟକ: କଟକ ସହର ଉପକଣ୍ଠ ଜଗତପୁର ଅଞ୍ଚଳରେ ଆଜି ସକାଳୁ ତାଣ୍ଡବ ରଚିଥିବା ହାତୀକୁ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରିଛି। ବନ ବିଭାଗର କର୍ମଚାରୀମାନେ ଆକ୍ରମଣକାରୀ ହାତୀକୁ ବସନ୍ତ ବିହାର ଅଞ୍ଚଳରେ ଟ୍ରାଙ୍କୁଲାଇଜ କରିଥିବା ଜଣାପଡ଼ିଛି। ବନ ବିଭାଗର ପ୍ରାୟ ୨୫ ଜଣ କର୍ମଚାରୀ ଦିନସାରା ନାକେଦମ

ଆମ ପୁଅମାନଙ୍କ ବଳିଦାନ ବ୍ୟର୍ଥ ଯାଇନାହିଁ : ମୃତ ଆରଏସଏସ୍ କର୍ମୀଙ୍କ ପରିବାର

ବେଙ୍ଗାଲୁରୁ : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ କେନ୍ଦ୍ର ସରକାର ୫ବର୍ଷ ପାଇଁ ନିଷିଦ୍ଧ ଘୋଷଣା କରିବା ପରେ କର୍ଣ୍ଣାଟକରେ ହତ୍ୟାର ଶିକାର ହୋଇଥିବା ଆରଏସଏସ୍ କର୍ମୀଙ୍କ ପରିବାର ଲୋକ ଆନନ୍ଦ ପ୍ରକାଶ କରିବା ସହ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି । ସେମାନେ କହିଛନ୍ତି ଯେ,

ନୀତିନ ଗଡ଼କରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ ପାଇଁ…

ଭୁବନେଶ୍ୱର ୨୮।୦୯ : କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ । ପାରାଦୀପ- ଚଣ୍ଡିଖୋଲ ଜାତୀୟ ରାଜପଥ ନଂ ୫ଏକୁ ସଂଯୋଗ କରୁଥିବା ଓଳାଶୁଣି ଛକ ସ୍ଥିତ