Sign in
Sign in
Recover your password.
A password will be e-mailed to you.
କେନାଲକୁ ଗାଧୋଇବାକୁ ଯାଇ ଫେରି ନାହାନ୍ତି ବୃଦ୍ଧ , ଭାସି ଯାଇଥିବା ସନ୍ଦେହ
ବୁଗୁଡ଼ା : ବୁଗୁଡ଼ା ଥାନା ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁ ନିକଟରେ ଥିବା ବାଘୁଆ କେନାଲରେ ଜଣେ ବୃଦ୍ଧ ଭାସି ଯାଇଥିବା ସନ୍ଧେହରେ ବୁଗୁଡ଼ା ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଜାରି ରଖିଥିବା ଜଣା ପଡିଛି l ସୂଚନା ପ୍ରକାରେ, ରାମଚନ୍ଦ୍ରପୁର!-->…
ଚେତିଲା ମଦ ବିରୋଧି ଆନ୍ଦୋଳନ : ୨୦ ବସ୍ତା ମହୁଲ ପୋଚ ନଷ୍ଟ କଲେ ମିଳିତ ସଂଘ
ଦାରିଙ୍ଗବାଡ଼ି, (୨୯/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ତାଜୁଙ୍ଗିଆ ପଂଚାୟତରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ମଦ ପାଇଁ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବଢିବଢି ଚାଲିଛି। ଏହାକୁ ଦମନ କରିବା ପାଇଁ ଏକଜୁଟ୍ ହୋଇଛନ୍ତି ଉଭୟ!-->…
ବ୍ଲକ୍ ସ୍ତରୀୟ ଆନ୍ତଃ-ବିଦ୍ଯାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ବୁଗୁଡା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ବୁଗୁଡ଼ା ବ୍ଲକ ସ୍ତରୀୟ ଆନ୍ତଃ-ବିଦ୍ଯାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବ୍ଲକର ୧୩ଟି ବିଦ୍ୟାଳୟର ବାଳକ ଦଳ ଓ ୪ଟି ବିଦ୍ୟାଳୟର ବାଳିକା ଦଳ ଅଂଶ ଗ୍ରହଣ କରିଥିଲେ । ବୁଗୁଡ଼ା ବ୍ଲକ ବିଦ୍ୟାଳୟ କ୍ରୀଡା!-->…
ଭୁସ୍ଖଳନ ଅଂଚଳ ଗସ୍ତ କଲେ ବିଡ଼ିଓ,ତହସିଲଦାର
ଦାରିଙ୍ଗବାଡ଼ି,(୨୯/୯) : ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମ ନିକଟରେ ରହିଥିବା ପାହାଡ଼ରେ ବଡ଼ ବଡ଼ ଫାଟ ଦେଖା ଯିବା ସହ ମାଟି ଅତଡା ଖସିଥିବା ଏହି କିଛି ଦିନ ହେବ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଗାଁ ଠାରୁ କିଛି ଦୂରରେ ଏହି ଘଟଣା ଘଟିଥିବା ବେଳେ!-->…
ବୁଦ୍ଧଖୋଲରେ ବୁଗୁଡ଼ା ବ୍ଲକ ସ୍ତରୀୟ କଳାକାରଙ୍କ ସମାବେଶ
ବୁଗୁଡ଼ା : ବୁଗୁଡ଼ା ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବୁଦ୍ଧଖୋଲ ପାଦଦେଶସ୍ଥ କଲ୍ଯାଣୀ ମଣ୍ଡପଠାରେ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବି.କରଡ଼ାବାଡ଼ିର ଧବଳେଶ୍ବର ନାଟ୍ଯ ସଂସଦ , ଖୋଳଖାଳିର ବ୍ରହ୍ମଣୀଦେବୀ ନାଟ୍ଯକଳା ପରିଷଦ , ସୋଲଣ୍ଡିର ମା ସନ୍ତୋଷୀ ନାଟ୍ଯ ସଂସଦ, ଆଦିପୁର!-->…
ଭିଜିବ ପୁରା ରାଜ୍ୟ, ୨ତାରିଖରୁ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଫିକା ପଡ଼ିବ ପାର୍ବଣ। ଦଶହରାରେ ପ୍ରବଳ ବର୍ଷା। ଅକ୍ଚୋବର ୨ତାରିଖ ମହାସପ୍ତମୀରୁ ଭିଜିବ ଉପକୂଳ ଓଡ଼ିଶା। ପ୍ରବଳ ବର୍ଷା ପାଇଁ ୨ତାରିଖରୁ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୩ତାରିଖରେ ରାଜ୍ୟରେ ପ୍ରବଳରୁ!-->…
ପୁରୀ ଜେଲ୍ରେ ପୁଣି ଜଣେ କଏଦୀଙ୍କ ଅତ୍ମହତ୍ୟା
ପୁରୀ, ୨୯/୦୯: ପୁରୀ ଜେଲରେ ପୁଣି ଜଣେ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକଙ୍କ ନାମ ଶିବପ୍ରସାଦ ଭୋଇ ବୋଲି ଜଣାପଡ଼ିଛି । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଶିବଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ମିଳିଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
SCB ମେଡିକାଲରେ ଉଦଘାଟିତ ହେଲା ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍
କଟକ, ୨୯/୦୯: କଟକ ଏସ୍ସିଵି ମେଡିକାଲ କଲେଜରେ ଉଦଘାଟିତ ହେଲା ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ ଓ ଆଉଟଡୋର । ସ୍ବାସ୍ଥ୍ୟମନ୍ତ୍ରୀ ନଵ କିଶୋର ଦାସ ଏହି ଟ୍ରାନ୍ସପ୍ଲାଣ୍ଟ ୟୁନିଟର ଉଦଘାଟନ କରିଛନ୍ତି। ଏଣିକି ଆକ୍ରାନ୍ତମାନେ ଟ୍ରାନ୍ସପ୍ଲାଣ୍ଟ ପାଇଁ ନୂଆ ଲିଭର ଟ୍ରାନ୍ସପ୍ଲାଣ୍ଟ ଆଉଟଡୋରରେ!-->…
ମାଷ୍ଟର କ୍ୟାଣ୍ଟିନ୍ରେ ଦୁଇ ମଦ୍ୟପଙ୍କ ମଧ୍ୟରେ ମାଡ଼ପିଟ୍, ଜଣେ ଡାକ୍ତରଖାନାରେ ଭର୍ତ୍ତି
ଭୁବନେଶ୍ୱର: ରକ୍ତରଞ୍ଜିତ ହେଲା ମାଷ୍ଟର କ୍ୟାଣ୍ଟିନ୍ । ଭୁବନେଶ୍ୱରର ସବୁଠୁ ଲୋକାରଣ୍ୟ ଅଞ୍ଚଳ ଭାବେ ପରିଚିତ ମାଷ୍ଟର କ୍ୟାଣ୍ଟିନ ସମ୍ମୁଖ ଅଞ୍ଚଳ ଗତ କିଛିଦିନ ଧରି ଶାନ୍ତ ରହିବା ପରେ ଆଜି ଅପରାହ୍ନ ୪ଟା ସମୟରେ ପୁଣି ଥରେ ଅଶାନ୍ତ ହୋଇ ଉଠିଛି। ଦୁଇଜଣ ଅସାମାଜିକ ଓ ମଦ୍ୟପ ଯୁବକଙ୍କ ମଧ୍ୟରେ!-->…
ଓଡିଶାରେ କାର ପଛରେ ବସୁଥିବା ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ ହେବ
ଭୁବନେଶ୍ୱେର: ପୂର୍ବରୁ କାରରେ ଡ୍ରାଇଭର ସିଟ୍ ଏବଂ ପାଖରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ ଥିଲା । ଏବେ କିନ୍ତୁ କାର ପଛରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହେବ। ଓଡିଶା ସରକାରଙ୍କ ପରିବହନ ବିଭାଗ ଏ ନେଇ ଏକ ଚିଠି ଲେଖିଛନ୍ତି ପରିବହନ!-->…