Sign in
Sign in
Recover your password.
A password will be e-mailed to you.
୪୭ଦିନ ଧାରଣା ପରେ ମହିଳା କମିସନରେ ବ୍ରହ୍ମପୁରର କେ ଦୀପିକା
ଭୁବନେଶ୍ୱର: ଭୁବନେଶ୍ୱର ମହିଳା କମିସନରେ ବ୍ରହ୍ମପୁରର କେ ଦୀପିକା। ଆପୋସ ସମାଧାନ ପାଇଁ ମହିଳା କମିସନ ତାଙ୍କୁ ଡକାଇଥିବା ବେଳେ ଆଜି ହାଜର ହୋଇଛନ୍ତି ଦୀପିକା। ଏହାସହ ସେ ସ୍ୱାମୀ ଦାବି କରୁଥିବା ଦିନେଶଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି ମହିଳା କମିସନ। ଖୁବଶୀଘ୍ର ଦିନେଶ ମହିଳା!-->…
ଭାରତ ଆସିଥିବା ଚିତାର ଭୋଜନ ପାଇଁ ହରିଣ ପଠାଯାଉଥିବା ଜାଣି ବିଜେପିରେ ଆରମ୍ଭ ହେଲା ବିବାଦ
ନୂଆଦିଲ୍ଲୀ: ଗତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିନ ଅବସରରେ ନାମିବ୍ୟାରୁ ଭାରତ ଆସିଥିଲେ ୮ଟି ଚିତା। ସେମାନଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ ପ୍ରଧାନମନ୍ତ୍ରୀ। ଦେଶରୁ ବିଲୁପ୍ତ ହୋଇଯାଇଥିବା ଚିତାକୁ ପୁଣି ଥରେ ଭାରତ ଅଣାଯିବାକୁ ନେଇ!-->…
ଘରୁ ଉଦ୍ଧାର ହେଲା ଜୁନିଅର କଳାକାରଙ୍କ ମୃତ ଦେହ
ଚେନ୍ନାଇ: ଜଣେ ଯୁବ କଳାକାରଙ୍କ ମୃତ ଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି। ୨୯ ବର୍ଷୀୟ ଦୀପା ନାମ୍ନୀ ଜଣେ ତାମିଲ ଅଭିନେତ୍ରୀଙ୍କ ମୃତ ଦେହ ତାମିଲନାଡ଼ୁସ୍ଥିତ ଭିରୁଗମ୍ବାକମ ସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ଜୁନିଅର କଳାକାର ଭାବେ କାମ କରୁଥିବା ଦୀପା ତାମିଲ ମୁଭିରେ ଭୈଥା ନାମରେ ପରିଚିତ!-->…
ଏସସିବି ମେଡିକାଲ ଭିତରେ ମଦ ପିଇବା ଘଟଣା, ଚାକିରିରୁ ତଡ଼ା ଖାଇଲେ ଲିଫ୍ଟ୍ ଅପରେଟର
କଟକ: ଏସସିବି ମେଡିକାଲ ଭିତରେ ମଦ ପିଇବା ଘଟଣା। ଚାକିରିରୁ ତଡ଼ା ଖାଇଲେ ଲିଫ୍ଟ୍ ଅପରେଟର ସନ୍ତୋଷ ଦାସ। ଭାଇରାଲ ଭିଡିଓରେ ସନ୍ତୋଷ ଦିନରେ ବୋତଲରୁ ଗ୍ଲାସକୁ ମଦ ଢାଳୁଥିବା ଦୃଶ୍ୟ ଥିଲା। ଏହି ଘଟଣାକୁ ଗୁରୁତର ସହକାରେ ନେଇ ଏସସିବି କର୍ତ୍ତୃପକ୍ଷ ଲିଫ୍ଟ କର୍ମଚାରୀଙ୍କୁ ଆଜି ଚାକିରିରୁ!-->…
ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ମୁଖ୍ୟ କରିବା ପାଇଁ ସଂକଳ୍ପ ପାରିତ କଲେ ଏହି ୭ଟି ରାଜ୍ୟ
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ମୁଖ୍ୟ କରିବା ପାଇଁ ସଂକଳ୍ପ ପାରିତ କଲେ ୭ଟି ରାଜ୍ୟ। ଦିନକୁ ଦିନ ରାହୁଲଙ୍କୁ ଦଳର ସମର୍ଥନ ମିଳୁଥିବା ବେଳେ ଏପର୍ଯ୍ୟନ୍ତ ୭ଟି ରାଜ୍ୟ ୟୁନିଟ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବା ପାଇଁ ସଂକଳ୍ପ ପାରିତ କରିସାରିଛନ୍ତି। ପ୍ରଥମ ରାଜ୍ୟ ଭାବେ!-->…
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜନସମ୍ପର୍କ ପଦ ଯାତ୍ରା
ଗୋପାଳପୁର: ଗୋପାଳପୁର ନିର୍ବାଚନମଣ୍ଡଳୀକୁ ୨ ଦିନିଆ ଗସ୍ତରେ ଆସିଥିବା ଗୋପାଳପୁର ବିଧାୟକ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଦ୍ବିତୀୟ ଦିନରେ ରଙ୍ଗେଈଲୁଣ୍ଡା ବ୍ଲକ ରଙ୍ଗିପୁର ପଞ୍ଚାୟତ ରାଳବ ଗ୍ରାମରେ ପହଞ୍ଚି ଆୟୋଜିତ ହୋଇଥିବା ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଛନ୍ତି। ହଳଦିଆପଦର ଛକରେ!-->…
ଯୁବତୀଙ୍କ ମୃତ୍ୟୁ ପରେ ହଙ୍ଗାମା: ଜାଳିଲେ ହିଜାବ, କାଟିଲେ କେଶ
ନୂଆଦିଲ୍ଲୀ: ବଢ଼ିବାରେ ଲାଗିଛି ହିଜାବ ବିବାଦ। ଇରାନ୍ରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ପରେ ଜୋରଦାର ହଙ୍ଗାମା ସୃଷ୍ଟି ହୋଇଛି। ମହିଳାମାନେ ବିକ୍ଷୋଭ କରିବା ଆରମ୍ଭ କରିଛନ୍ତି। କେଉଁଠି ହିଜାବ ଜଳାଇ ଦେଇଛନ୍ତି ତ ଆଉ କେଉଁଠି ମହିଳାମାନେ ଲମ୍ବା କେଶକୁ କାଟି ଛୋଟ!-->…
କଟକରୁ ପୁଣି ତିନି ଲକ୍ଷ ଟଙ୍କାର ନକଲି ଔଷଧ ଜବତ
କଟକ: କଟକରୁ ପୁଣି ତିନି ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇଛି। ଦୋଳମୁଣ୍ଡାଇ ମହତାବ ରୋଡ ସ୍ଥିତ ଏକ ଟ୍ରାନ୍ସପୋର୍ଟରୁ ନକଲି ଔଷଧ ଜବତ କରିଛି ପୁରୀଘାଟ ଥାନା ପୁଲିସ।ଭି ଆର ଡ୍ରଗ ଏଜେନ୍ସି ଏହି ନକଲି ଔଷଧ କଲିକତାରୁ ମଗାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।ଭି ଆର ଡ୍ରଗ ଏଜେନ୍ସିର ମାଲିକ!-->…
କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ମୃତ୍ୟୁ ଘଟଣା, ୨ଜଣିଆ ଟିମ୍ର ତଦନ୍ତ ଆରମ୍ଭ
କେନ୍ଦୁଝର ୧୯।୦୯: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟାରେ ୬ ନବଜାତ ଶିଶୁଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ SNCUରେ ପହଞ୍ଚିଲେ ରାଜ୍ୟସ୍ତରୀୟ ୨ ଜଣିଆ ତଦନ୍ତକାରୀ ପ୍ରତିନିଧି ଦଳ। ପ୍ରତିନିଧି ଦଳରେ ଡ ରବୀନ୍ଦ୍ର ନାଥ ପଣ୍ଡା, ରାଜ୍ୟ!-->…
ଖୋଲିଲା ହୀରାକୁଦ ଡ୍ୟାମର ୪ଟି ଗେଟ୍
ହୀରାକୁଦ: ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ଆଜି ଡ୍ୟାମର ୪ଟି ଗେଟ୍ ଖୋଲାଯାଇଛି । ପ୍ରାୟ ଦିନ ୧୨ଟାରେ ସୁଦ୍ଧା ପର୍ଯ୍ୟାୟକ୍ରମେ ୪ଟି ଗେଟ୍ ଖୋଲିବା ନେଇ ସୂଚନା ଦିଆଯାଇଛି । ଏ ନେଇ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ!-->…