Sign in
Sign in
Recover your password.
A password will be e-mailed to you.
ମାଲକାନଗିରି ଦୀପ୍ତି କନଭେଣ୍ଟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଜ୍ଞାନ ମେଳା ଆୟୋଜିତ
ମାଲକାନଗିରି,(୧୯।୯) : ଦୀର୍ଘ ଦୁଇବର୍ଷ ଧରି କରୋନା ମହାମାରୀ ର କରାଳ ଛାୟାରେ ସାରା ଦେଶ ତଥା ରାଜ୍ୟର ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଥିବାବେଳେ ଆଜି ଦୀପ୍ତି କନଭେଣ୍ଟ ବିଦ୍ୟାଳୟରେ ଏକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହେବା ସହ ସ୍କୁଲ ପିଲାଙ୍କ ମନରେ ଆନନ୍ଦ ର ଲହରୀ ଖେଳିଯାଇଛି ।!-->…
ତେନ୍ତଳିଖୁଣ୍ଟି ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର
ନବରଙ୍ଗପୁର(୧୯/୦୯) : ତେନତୁଳିଖୁଣ୍ଟି ପ୍ଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୫ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୦୯ ଗୋଟି ଗୋଷ୍ଠୀ ଗତ ହୋଇଥିବା!-->…
ବୁଗୁଡ଼ା ଗାର୍ଲସ୍ ହାଇସ୍କୁଲରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ
ବୁଗୁଡ଼ା : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ଥରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପାଠଚକ୍ରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଶୀର୍ଷକ "ବେସିକ୍ ସାଇନ୍ସ ଫର୍ ସସ୍ସଟେନବୁଲ୍ ଡେଭେଲପମେଣ୍ଟ ଚ୍ଯାଲେଞ୍ଜ ଏଣ୍ଡ୍!-->…
ବିବାଦୀୟ ଗୀତ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଏସପି ଙ୍କ ଜରିଆରେ DG ଙ୍କୁ ଦାବିପତ୍ର ପ୍ରଦାନ
ମାଲକାନଗିରି : ଗତ କିଛି ଦିନ ପୂର୍ବରୁ ଶଙ୍କର ଓମ ସରଣମ ନାମକ ଜଣେ ବ୍ୟକ୍ତି ବିଭିନ୍ନ ଜିଲ୍ଲାର ଝିଅ ମାନଙ୍କୁ ନେଇ ଗାଇଥିବା ଗୀତ ବିରୁଦ୍ଧରେ ଏସପିଙ୍କ ଜରିଆରେ DGଙ୍କୁ ଦାବିପତ୍ର ଦେଲେ ମାଲକାନଗିରି ଜିଲ୍ଲାର ବଡ ଦିଦି ସଙ୍ଘଠନର କର୍ମୀ ଓ ଆନ୍ତର୍ଜାତିକ ମାନବାଧିକାର କାମିଶନ ର ସଭାପତି ।!-->…
ଡଃ ନୃସିଂହାନନ୍ଦ ମହାପାତ୍ର ସମ୍ବର୍ଦ୍ଧିତ
ଫୁଲବାଣୀ : କନ୍ଧମାଳର ବିଶିଷ୍ଠ ସାହିତ୍ୟିକ ଡଃ ନୃସିଂହାନନ୍ଦ ମହାପାତ୍ରଙ୍କୁ କଟକ ସ୍ଥିତ ପରଜାପତି ଶିଶୁ ସାହିତ୍ୟ ସଂସଦ ତରଫରୁ ଶିଶୁ ସାହିତ୍ୟ ଉତ୍ସବ ୨୦୨୨ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି l ଶିଶୁ କବିତା ସଙ୍କଳନ "ଚାଲ ବୁଲିଯିବା କନ୍ଧମାଳ" ପୁସ୍ତକ ଆଧାରରେ ତାଙ୍କୁ ଏହି ପୁରସ୍କାର!-->…
କୁକୁଡ଼ାଖଣ୍ଡି ବ୍ଲକ ବିଜେଡିର ନୂତନ କର୍ମକର୍ତ୍ତା ଘୋଷଣା
କୁକୁଡାଖଣ୍ଡି (୧୮/୯) : କୁକୁଡାଖଣ୍ଡି ବ୍ଲକ ବିଜେଡିର ନୂତନ କର୍ମକର୍ତ୍ତା ଘୋଷଣା କରାଯାଇଛି । ବିଜେଡି ବ୍ଲକ ସଭାପତି ଭାବେ ଡେଙ୍ଗାପଦର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୀତାରାମ ସାହୁଙ୍କୁ ମନୋନୀତ କରାଯାଇଛି । ସେହିଭଳି ଉପ-ସଭାପତି ଭାବେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ!-->…
ମୋଦିକେୟାର ସମାବେଶ : ୪୦୦ରୁ ଉର୍ଦ୍ଧ୍ବ ସଦସ୍ୟଙ୍କ ଯୋଗଦାନ
ଫୁଲବାଣୀ : ସ୍ଥାନୀୟ ଗାନ୍ଧି ସ୍ମୃତି ଭବନଠାରେ ମୋଦିକେୟାରର ସମାବେଶ ପାଳିତ ହୋଇ ଯାଇଛି । ଏହି ସମାବେଶ ରେ ମୁଖ୍ୟ ଅତିଥି ଭାବେ ଟ୍ରିପଲ ବ୍ଲାକ ଡ଼ାଇମଣ୍ଡ ର ନିର୍ଦ୍ଦେଶକ ଗୋପାଳଚନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ , ମୁଖ୍ୟବକ୍ତା ଭାବରେ ଯେ ପି ସୁନ୍ଦରାୟ (ଏ ଏସ ଏମ ) ଯୋଗ ଦେଇଥିଲେ।!-->…
ବିଜୁ ଜନତା ଦଳ କୁକୁଡାଖଣ୍ଡି ବ୍ଲକର ସାଧାରଣ ସମ୍ପାଦକ ଦାୟିତ୍ୱ ପାଇଲେ ବରିଷ୍ଠ ନେତା ସନାତନ ସଂଗ୍ରାମ ସିଂ
କୁକୁଡାଖଣ୍ଡି : ବିଜୁ ଜନତା ଦଳକୁ ଆହୁରି ସୃଦୁଢ କରିବା ନେଇ ଗତ ମାସରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଜୋନ ସ୍ତରରେ ତଥା ମହାନଗର ସ୍ତରରେ ବିଭିନ୍ନ ପଦ ପଦବୀ ପାଇଁ ଦଳର ବରିଷ୍ଟ କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା କରାଯାଇଥିଲା l ସେହିପରି ବିଜୁ ଜନତା ଦଳ ଗଞ୍ଜାମ ଜିଲ୍ଲା ସଭାପତି ଡ଼ ଶ୍ରୀ!-->…
ବିପଦ ସଙ୍କୁଳ କୋଠାରେ ଆସିକା କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
ଅଭିଭାବକ ବୈଠକରେ ନିଷ୍ପତ୍ତି ୨୦ ସେପ୍ଟେମ୍ବରରେ ଜିଲ୍ଲାପାଳଙ୍କୁ ଭେଟିବେ : ନବନିର୍ମିତ କୋଠାକୁ ତୁରନ୍ତ ସ୍ଥାନାନ୍ତରଣ ନହେଲେ, ପିଲାଙ୍କୁ ସ୍କୁଲ ପଠାଯିବ ନାହିଁଆସିକା (୧୮/୦୯) : କେନ୍ଦ୍ରୀୟ ବିଦ୍ୟାଳୟ ଆସିକାର ଅଭିଭାବକ ମାନଙ୍କ ଏକ ଜରୁରୀ ବୈଠକ ଆସିକା ସ୍ଥିତ ଓଡିଆ ସମାଜ ସଭା ଗୃହରେ!-->…
ବିଜେପିର କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ
ଫୁଲବାଣୀ : ଫୁଲବାଣୀ ନଗର ମଣ୍ଡଳ ତରଫରୁ ଏକ କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ ଫୁଲବାଣୀ ମାଷ୍ଟ୍ରପଡା ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟ କର୍ମରେ ମୁଖ୍ୟ ଅତିଥ୍ ଭାବେ ଜିଲା ବିଜେପି ସଭାପତି ଜଗନ୍ନାଥ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ!-->…