ଦମ୍ପତିଙ୍କୁ ବଞ୍ଚାଇବାକୁ ଯାଇ ପୋଡି ଯାଇଥିବା ଶାନ୍ତିଙ୍କୁ କିଏ ହେବ ସାହା ?

ବୁଗୁଡ଼ା (୧୮/୦୯) : ବୁଗୁଡ଼ା ଥାନା କରଚୁଲି ପଞ୍ଚାୟତ ଅନ୍ତର୍ଗତ ବଡ଼ତଣ୍ଡା ଗ୍ରାମରେ ନିଆଁରେ ପୋଡି ହୋଇ ମୃତ୍ୟୁ ବରଣ କରିଥିବା ଦମ୍ପତିଙ୍କ ଗତକାଲି ରାତ୍ରିରେ ଗାଁରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା l ଏବେ ଘରେ ପଡି ଛଟପଟ ହେଉଛି

ରତ୍ନଭଣ୍ଡାର ଖୋଲିବା ନେଇ ବିଜୟ ମହାପାତ୍ରଙ୍କ ଦାବୀ

ଭୁବନେଶ୍ୱର : ରତ୍ନଭଣ୍ଡାର ଖୋଲିବା ନେଇ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି । ସେ କହିଛନ୍ତି ନିକଟରେ ଆମିକ୍ୟସ କ୍ୟୁରି କୋର୍ଟଙ୍କ ନିର୍ଦ୍ଦେଶରେ ପୁରୀ ଆସିଥିଲେ। ସେ ଅନୁଭବ କରିଛନ୍ତି ସୁରକ୍ଷା ଓ

ସାଧନକେନ୍ଦ୍ରସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ମେଳା

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡା ପଞ୍ଚାୟତର ବଉପାଙ୍ଗା ଠାରେ ସାଧନ କେନ୍ଦ୍ର ସ୍ତରୀୟ ଏକ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ମେଳା ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ବାଲନ୍ଦାପଡା ଓ ଲୁଇସିଂ ପଞ୍ଚାୟତ ଅଧୀନରେ ଥିବା ସ୍କୁଲ ମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀ

କଟକ କାଠଯୋଡ଼ି ନଦୀ ପୋଲ ଉପରୁ ଡେଇଁଲେ ମହିଳା

କଟକ: ନଦୀକୁ ଡେଇଁଲେ ମହିଳା। କଟକ କାଠଯୋଡ଼ି ନଦୀ ପୋଲ ଉପରୁ ଡେଇଁ ପଡ଼ିଥିଲେ ଜଣେ ମହିଳା। ତାଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକେ ପ୍ରୟାସ କରିଥିଲେ। ଏକ ଦଉଡ଼ି ସାହାଯ୍ୟରେ ତାଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। କେଉଁ କାରଣରୁ ମହିଳା ଜଣକ ନଦୀକୁ ଡେଇଁଥିଲେ ତାର କାରଣ

ଦାରିଙ୍ଗବାଡ଼ି  ତହସିଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ  

                 ଦାରିଙ୍ଗବାଡ଼ି, (୧୮/୯) : ରବିବାର ଦିନ ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ତହସିଲଦାର ଅଶୋକ କୁମାର ଦାଶଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ଗଦାଧର ପାତ୍ର ଉପସ୍ଥିତ ରହି  ଚାରା

କେନ୍ଦ୍ରୀୟ ନିର୍ଦ୍ଦେଶକଙ୍କ ହିଞ୍ଜିଳିକାଟୁ ଗସ୍ତ

ହିଞ୍ଜିଳିକାଟୁ (୧୮।୯) : କେନ୍ଦ୍ର ସରକାର ଙ୍କ କର୍ପୋରେଟ ବ୍ୟାପାର ବିଭାଗର ନିର୍ଦ୍ଦେଶକ ସଞ୍ଜୟ ଜୈନ ରବିବାର ହିଞ୍ଜିଳିକାଟୁ ବ୍ଲକ୍ ଓ ପୌରାଞ୍ଚଳ ଗସ୍ତରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଦେଖିବା ସହ ସେଗୁଡିକ ର କାର୍ଯ୍ୟକାରିତା ପଚାରି ବୁଝିଥିଲେ। ବିଭିନ୍ନ ସ୍ଥାନରେ ଜନପ୍ରତିନିଧି ଓ

୨୪ ଘଣ୍ଟାରେ ୬ ଶିଶୁ ମୃତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ଗତ ୨୪ ଘଣ୍ଟାରେ ଡାକ୍ତରଙ୍କ ଅବହେଳା ଲାଗି ୬ ନବଜାତ ଶିଶୁଙ୍କ ମୃତ୍ୟୁ ଅଭିଯୋଗ। ଯାହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ସୂଚନାଯୋଗ୍ୟ, ଶନିବାର ରାତି ୯ଟା ପରେ ୬ ଜଣ ନବଜାତକ ଶିଶୁ ଆଇସିୟୁରେ

ଲୁୁଚା ଛପାରେ ଚାଲିଥିଲା ବାଲି ଚୋରା ଚାଲାଣ; ଅଚାନକ୍‌ ଚଢ଼ାଉ ପରେ ଜେସିବି ମେସିନ ସହ ୨ ଟ୍ରାକ୍ଟର ଜବତ

ହିଞ୍ଜିଳିକାଟୁ(୧୮/୦୯) : ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ନିର୍ଦେଶକ୍ରମେ ବିଳମ୍ବିତ ରାତ୍ରିରେ ଖରିଡା ଗ୍ରାମ ନିକଟରେ ଵେଆଇନ ବାଲି ଉତ୍ତୋଳନ କରୁଥିବା ବେଳେ ଗୋଟିଏ ଜେସିବି ମେସିନ ସହ ଦୁଇ ଗୋଟି ବାଲି ବୋଝେଇ ଟ୍ରାକ୍ଟର କୁ ଜବତ କରାଯାଇଛି। ଜବତ ଟ୍ରାକ୍ଟର ଗାଡିର ନମ୍ବର

ରାଜମିସ୍ତ୍ରୀଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା ନେଇଗଲେ ସାଇବର ଠକ

ଭୁବନେଶ୍ୱର: ପୁଣି ସାଇବର ଠକେଇ। ରାଜମିସ୍ତ୍ରୀଙ୍କ ଦରମା ଟଙ୍କା ଆକାଉଣ୍ଟରୁ ଚଳୁ। ଆକାଉଣ୍ଟରୁ ୩୦ ହଜାର ଟଙ୍କା ନେଇଗଲେ ସାଇବର ଠକ। ଟେଲିଫୋନ୍‌ ନମ୍ବର ହ୍ୟାକ୍‌ କରି ଓଟିପି ଦ୍ୱାରା ନେଇଗଲେ ଟଙ୍କା । ଭୁବନେଶ୍ୱର ସାଇବର ଥାନାରେ ରାଜମିସ୍ତ୍ରୀ କୁଶ ଗୌଡ଼ ଏତଲା ଦେଇଛନ୍ତି। କୁଶଙ୍କ ଘର

ଜିଲ୍ଲା ପରିଷଦ ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା , ଥାନାରେ ମାମଲା ରୁଜୁ , ଲୁହାରଡ୍ ଓ ଠେଙ୍ଗା ଜବତ , ସନ୍ଦେହରେ ୩…

ବୁଗୁଡ଼ା (୧୮/୦୯) : ବୁଗୁଡ଼ା ଥାନା ଅନ୍ତର୍ଗତ ବୁରୁଝୋଳା ଛକ ନିକଟରେ ଗତକାଲି ରାତିରେ ୪୨ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନାଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଗତ ରାତିରୁ ୩ ଜଣଙ୍କୁ ଅଟକ ରଖିବା ସହ ଆକ୍ରମଣରେ ବ୍ଯବହୃତ ଲୁହା ରଡ୍ ଓ ଠେଙ୍ଗା ଜବତ