Sign in
Sign in
Recover your password.
A password will be e-mailed to you.
ଯୁକ୍ତ ଦୁଇ ସ୍ପଟ ନାମଲେଖା ଆରମ୍ଭ
ଭୁବନେଶ୍ବର: ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯୁକ୍ତ ୨ ସ୍ପଟ୍ ନାମଲେଖା ପାଇଁ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏହି ତାଲିକା ପ୍ରକାଶ ପାଇବା ପରେ ସ୍ପଟ୍ ନାମଲେଖା ଶନିବାର ଦିନ ୧୨ଟାରୁ ଆରମ୍ଭ ହୋଇଛି। ୨୦!-->…
ତାରା ତାରିଣୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶୋପଚାର ପୂଜା
ପୁରୁଷୋତ୍ତମପୁର ୧୮/୦୯: ଦକ୍ଷିଣ ଓଡିଶାର ମା ତାରାତାରିଣୀଙ୍କ ଶକ୍ତିପୀଠରେ ଶନିବାର ଠାରୁ ଷୋଢ଼ଶ ଉପଚାର ପୂଜା ଆରମଅବ ହୋଇଛି। ଆଶ୍ୱିନ ମାସ କୃଷ୍ଣ ପକ୍ଷ ମୂଳାଷ୍ଟମୀ ଠାରୁ ଶୁକ୍ଳ ପକ୍ଷ ନବମୀ ପର୍ଯ୍ୟନ୍ତ ଷୋଡ଼ଶ ଉପଚାର ପୂଜା ହେବ। ଶନିବାର ମାଙ୍କର ଉଥାପନ ଦିବସ ଯଥା ରିତିନୀତି!-->…
ମନ୍ଦିର ଭିତରେ ରାମ୍ପ ଶୋ’କୁ ନେଇ ବିବାଦ, ଏଫଆଇଆର ପାଇଁ ଦାବି
ରାୟପୁର: ମନ୍ଦିର ଭିତରେ ମଡେଲକୁ ନେଇ ଆୟୋଜନ ହୋଇଛି ଫ୍ୟାଶନ ଶୋ’। ଶୋ’ରେ ଭାଗ ନେଇଥିବା ମଡେଲମାନେ ରାମ୍ପରେ ଚାଲି ଅଙ୍ଗଭଙ୍ଗୀ ଦେଖାଇଛନ୍ତି। କିନ୍ତୁ ଏବେ ଏହି ଶୋ’ ବିବାଦରେ ଫସିଛି। ମନ୍ଦିର ଭିତରେ ରାମ୍ପ ଶୋ’ ହେଉଥିବାରୁ ଏହାକୁ ଅଧାରୁ ବନ୍ଦ କରିଛି ଗୋଟିଏ ଦକ୍ଷିଣପନ୍ଥୀ ସଂଗଠନ। ଏଥିସହ!-->…
ଚୀନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଏକ୍ସପ୍ରେସ ୱେରେ ଓଲଟିପଡିଲା ବସ, ୩୦ ଜଣଙ୍କର ମୃତ୍ୟୁ
ବେଜିଙ୍ଗ: ଚୀନ୍ର ଦକ୍ଷିଣ-ପଶ୍ଚିମରେ ଥିବା ଗୁଇଁଝୋଉରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଚୀନ୍ର ସାଣ୍ଡୁ କାଉଣ୍ଟି ଏକ୍ସପ୍ରେସ ୱେରେ ଏକ ବସ୍ ଓଲଟି ପଡିବାରୁ ବସ୍ରେ ଥିବା ୩୦ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି । ଏହି ଦୁର୍ଘଟଣାରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ!-->…
ମହିଳା ସଂରକ୍ଷଣକୁ ନେଇ ପାୱାରଙ୍କ ‘ଉତ୍ତର ଭାରତ ମାନସିକତା’ ବୟାନ
ପୁଣେ: ଚର୍ଚ୍ଚାରେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବୟାନ। ମହିଳା ସଂରକ୍ଷଣ ବିଲ୍କୁ ନେଇ ସେ ଦେଇଥିବା ଉତ୍ତର ଭାରତ ମାନସିକତା ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତର ଭାରତ ଓ ସଂସଦର ମାନସିକତା ଏଯାଏ ମହିଳାମାନଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ସଂରକ୍ଷିତ ବ୍ୟବସ୍ଥା ଲାଗୁ କରିବା!-->…
ଆପ୍ ହେଉଛି କାହ୍ନା, ୧୦ବର୍ଷ ହେଲାଣି ରାକ୍ଷସଙ୍କୁ ବଧ କରିଆସୁଛି: ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ: ଆପ୍ ହେଉଛି କାହ୍ନା, ୧୦ବର୍ଷ ହେଲାଣି ରାକ୍ଷସଙ୍କୁ ବଧ କରୁଛି। ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ଜନ ପ୍ରତିନିଧୀ ସମ୍ମିଳନୀକୁ ସମ୍ବୋଧିତ କରି ଏଭଳି କହିଛନ୍ତି। ଏଥି ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ!-->…
ଜେଲରେ ଥିବା ଆପ ବିଧାୟକଙ୍କ ୪ ସହଯୋଗୀ ଗିରଫ
ନୂଆଦିଲ୍ଲୀ: ଆପ ବିଧାୟକ ଅମାନତୁଲ୍ଲା ଖାନ ଗିରଫ ହେବାର ୨ ଦିନ ପରେ ଦିଲ୍ଲୀ ପୁଲିସ ତାଙ୍କର ୪ ଜଣ ସହଯୋଗୀଙ୍କୁ ଗିରଫ କରିଛି। ଦିଲ୍ଲୀ ୱାକଫବୋର୍ଡ଼ ନିଯୁକ୍ତିରେ ଦୁର୍ନୀତିକୁ ନେଇ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପ୍ରଥମେ ଅଟକାଯାଇଥିଲା। ସେହିପରି!-->…
ରାଘବ ଚଢ଼ାଙ୍କୁ ବଡ଼ ଦାୟିତ୍ୱ ଦେଲା ଆପ୍
ଆମ ଆଦମୀ ପାର୍ଟି (ଆପ) ସାଂସଦ ରାଘବ ଚଢ଼ାଙ୍କୁ ବଡ଼ ଦାୟିତ୍ୱ ଦେଇଛି ଦଳ। ଗୁଜରାଟ ପାଇଁ ରାଘବଙ୍କୁ ମିଳିଛି କୋ-ଇନ୍ଚାର୍ଜ ଦାୟିତ୍ୱ। ଆଗକୁ ଗୁଜରାଟ ନିର୍ବାନ ଥିବାରୁ ରାଘବଙ୍କୁ ମିଳିଛି ପ୍ରମୁଖ ଦାୟିତ୍ୱ। ପଞ୍ଜାବ ନିର୍ବାଚନ ବେଳେ ସମାନ ଦାୟିତ୍ୱ ନିଭାଇଥିଲେ ରାଘବ। ଏଠାରେ ପୂରା ଦମରେ!-->…
ବିଶ୍ୱବିଦ୍ୟାଳୟର ସ୍ପଷ୍ଟୀକରଣ: କେବଳ ଜଣେ ଝିଅଙ୍କୁ ଛାଡ଼ି କାହାରି ଆପତ୍ତିଜନକ ଭିଡିଓ ତିଆରି ହୋଇନି
ଚଣ୍ଡିଗଡ଼: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଘଟିଥିବା ଅପ୍ରୀତିକର ପରିସ୍ଥିତିକୁ ନେଇ ଜୋରଦାର ହଙ୍ଗାମା ହେବା ପରେ ସ୍ପଷ୍ଟୀକରଣ ରଖିଛନ୍ତି କର୍ତ୍ତୃପକ୍ଷ। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ କୈଫତ ଜାରି କରାଯାଇଛି। ସେଥିରେ ଉଲ୍ଲେଖ ଅଛି ଯେ, ହଷ୍ଟେଲରେ କୌଣସି ଆପତ୍ତିଜନକ ଭିଡିଓ ତିଆରି!-->…
ସାଥୀ ଝିଅମାନଙ୍କର ଆପତ୍ତିଜନ ଭିଡିଓ ଭାଇରାଲ କରିଥିବା ଯୁବତୀ ଗିରଫ
ଚଣ୍ଡିଗଡ଼: ଚଣ୍ଡିଗଡ଼ ୟୁନିଭର୍ସିଟିରେ ନିଜ ରୋମମେଣ୍ଟଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପଞ୍ଜାବ ପୁଲିସ ସମ୍ପୃକ୍ତ ଯୁବତୀଙ୍ଗୁ ଗିରଫ କରିଛି। ହଷ୍ଟେଲର ସାଥୀ ଯୁବତୀମାନେ ଏହି ଅଭିଯୋଗ ଆଣିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ତୁ ଏ ବିଷୟରେ ବିଶ୍ୱବିଦ୍ୟାଳୟ!-->…