କମିଶନରେଟ୍‌ ପୋଲିସ ଚଢ଼ଉ; ୧୧ ନିଶା ବେପାରୀଙ୍କୁ କାବୁ କଲା ହ୍ୱାଇଟ ସ୍ପାଇଡର ଟିମ୍‌

ଭୁବନେଶ୍ୱର ୧୭/୦୯: ରାଜଧାନୀରେ କମିଶନରେଟ ପୋଲିସର ହ୍ଵାଇଟ୍ ସ୍ପାଇଡର ଟିମ୍‌ର ଚଢ଼ଉ। ଚଢ଼ଉ ସମୟରେ ୭ ଧଳା ଜହର ବେପାରୀ ଗିରଫ। ସେମାନଙ୍କ ପାଖରୁ ମୋଟ୍‌ ୫୭ ଗ୍ରାମ ଧଳା ଜହର ଜବତ ହୋଇଛି। ଧଳା ଜହର ବ୍ୟବସାୟ କରୁଥିବା ୭ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। ସେହିପରି ଗଞ୍ଜେଇ ବ୍ୟବସାୟରେ

ଚାଳକ ଦିବସ ପାଳିତ

ଫୁଲବାଣୀ : ଆଜି ପବିତ୍ର ବିଶ୍ୱକର୍ମା ପୂଜା ସହିତ ଚାଳକ ଦିବସ ପଡିଥିବାରୁ ମୋଟର ଚାଳକ ସଂଘ ତରଫରୁ ଧୁମ୍ ଧାମରେ ପାଳନ କରାଯାଇଛି l ଓଡିଶା ମୋଟର ଚାଳକ ସଙ୍ଘ ବାଲିଗୁଡା ଶାଖା ପକ୍ଷରୁ ଆଜି ସେପ୍ଟେମ୍ବର ୧୭ ତାରିଖକୁ ଚାଳକ ଦିବସ ରୂପେ ପାଳନ କରାଯାଇଛି l ଏହି ଅବସରରେ ଶାଖାରସଙ୍ଘ ତରଫରୁ

ଚିତ୍ରକୋଣ୍ଡାର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ

ଚିତ୍ରକୋଣ୍ଡା(୧୭/୦୯) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ ହେଉଅଛି l ଚିତ୍ରକୋଣ୍ଡା ମୁଖ୍ୟ ବିଦ୍ୟୁତ ସବଷ୍ଟେସନ, ପଞ୍ଜାବୀ ଛକ ବାବୁ ଗ୍ୟାରେଜ, ସ୍ପିଲବାଇ ଲଞ୍ଚଘାଟ ଠାରେ ମାଟିବନ୍ଧ ଯୋଜନା ପ୍ରକଳ୍ପ କର୍ମି ମାନଙ୍କ ଦ୍ଵାରା

କୁଅରୁ ୫ ଫୁଟିଆ ନାଗ ସାପ ଉଦ୍ଧାର

ବୁଗୁଡ଼ା (୧୭/୦୯) : ବୁଗୁଡ଼ା ବ୍ଲକ ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ଲେମ୍ୱୁ ବଗିଚା ଗାଁର ବୁଲୁ ଗୌଡ଼ଙ୍କ ଘର ବାରିପଟ କୁଅରୁ ୫ ଫୁଟିଆ ନାଗ ସାପଟିଏ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଆଜି ଅପରାହ୍ନରେ ବୁଲୁଙ୍କ ପରିବାର ଲୋକେ କୁଅରୁ ପାଣି ବାହାର କରିବା ବେଳେ କୁଅ

ନିଆଁରେ ପୋଡି ଗୁରୁତର ଥିବା ଦମ୍ପତିଙ୍କ ମୃତ୍ୟୁ

ବୁଗୁଡ଼ା (୧୭/୦୯) : ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଅନ୍ତର୍ଗତ ବଡତଣ୍ଡା ଗ୍ରାମରେ ନିଆଁରେ ପୋଡି ସ୍ତ୍ରୀ ପଦ୍ମାବତୀ ଜାନି ଓ ସ୍ବାମୀ ରାଜକୁମାର ଜାନି ଉଭୟେ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ଏବଂ ପରେ କଟକକୁ ସ୍ଥାନାନ୍ତର ହୋଇଥିବା ବେଳେ ଆଜି ସକାଳେ ଉଭୟଙ୍କ ମୃତ୍ୟୁ ଘଟିଥିବା

କେନ୍ଦ୍ରକୁ ଚିଠି ଲେଖିଲେ ନବୀନ, ୧୬୦ ଜାତିକୁ ଅନୁସୂଚିତ ଜନଜାତି ବର୍ଗ ତାଲିକାରେ ସାମିଲ ପାଇଁ ଅନୁରୋଧ

ଭୁବନେଶ୍ବର: ରାଜ୍ୟ ସରକାର ଅନୁସୂଚିତ ଜନଜାତି ବର୍ଗ ତାଲିକାରେ ସାମିଲ ପାଇଁ ଦେଇଥିବା ବିଭିନ୍ନ ପ୍ରସ୍ତାବକୁ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଜନଜାତୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି। ସେ ଏହି ପତ୍ରରେ ଦର୍ଶାଇଛନ୍ତି ଯେ

ମନ୍ତ୍ରୀ ଉଷାଦେବୀଙ୍କ ଖରଣୀପଡା ପଞ୍ଚାୟତରେ ସମୀକ୍ଷା ବୈଠକ

ଚିକିଟି : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ଖରଣିପଡା ଗ୍ରାମ ପଞ୍ଚାୟତରେ ଶନିବାର ଅପରାହ୍ନରେ ଚିକିଟି ବିଧାୟିକା ତଥା ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି। ଉକ୍ତ ବୈଠକରେ ପାତ୍ରପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ

ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ୨୦ରେ ଲଘୁଚାପ ସମ୍ଭାବନା

ପୂର୍ବକେନ୍ଦ୍ରୀୟ ପାର୍ଶ୍ୱବର୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଂଚଳରେ ବାୟୁମଣ୍ଡଳର ୪.୫ ରୁ ୫.୬ କିମି ମଧ୍ୟରେ ଆଜି ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ୱବର୍ତୀ ଉତରପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ ସୃଷ୍ଟି

ଔଷଧ ନିୟନ୍ତ୍ରକ ବିଭାଗର ଚଢ଼ଉ: ଜବତ ରକ୍ତଚାପ ଔଷଧ ନକଲି ଥିବା ସ୍ପଷ୍ଟ କଲେ କଟକ ଡିସିପି

କଟକ ୧୭/୦୯: କଟକରେ ଥିବା ବିଭିନ୍ନ ଔଷଧ ଦୋକାନରୁ ଔଷଧ ନିୟନ୍ତ୍ରକ ବିଭାଗ ପକ୍ଷରୁ ଜବତ ହୋଇଥିବା ରକ୍ତଚାପ ଔଷଧ ନକଲି ଵୋଲି ସ୍ପଷ୍ଟ ହୋଇଛି। କଟକ ଡିସିପି ପିନାକ ମିଶ୍ର ଏହା ସ୍ପଷ୍ଟ କରିଛନ୍ତି। ଭୁବନେଶ୍ବର ପରୀକ୍ଷାଗାରକୁ ଏହି ଔଷଧର ନମୁନା ପରୀକ୍ଷା କରି ପାଇଁ ପଠାଯାଇଥିଲା। ପରେ

ଓଡିଶା ମୋଟର ଚାଳକ ସଂଘ ତରଫରୁ ଚାଳକ ଦିବସ ପାଳିତ

ବାଲିଗୁଡା(୧୭/୦୯) : ସେପ୍ଟେମ୍ବର ୧୭ ତାରିଖ କୁ ଓଡିଶା ମୋଟର ଚାଳକ ସଂଘ ଚାଳକ ଦିବସ ଭାବେ ସାରା ରାଜ୍ୟର ବିଭିନ୍ନ ଶାଖାରେ ପାଳନ କରୁଛି l ଏହି ପରିପ୍ରେକ୍ଷୀରେ ଆଜି ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଓଡ଼ିଶା ମୋଟର ଚାଳକ ସଂଘ ତୁମୁଡିବନ୍ଧ ଶାଖା ଦ୍ଵାରା ଶନିବାର ଦିନ ଚାଳକ ଦିବସ ପାଳନ