Sign in
Sign in
Recover your password.
A password will be e-mailed to you.
ସରକାର ଚାହିଁଲେ ଖୋଲିବ ରତ୍ନଭଣ୍ଡାର, ପୁରୀ ଶ୍ରୀମନ୍ଦିର ବୈଠକରେ ଯୋଗଦେଲେ ଆମିକସକ୍ୟୁରି
ପୁରୀ: ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରି ନଗେନ୍ଦ୍ର କୁମାର ମହାନ୍ତି ଆଜି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଯୋଗ ଦେଇଛନ୍ତି। ବୈଠକ ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ରତ୍ନ ଭାନ୍ଦ୍ର ଖୋଲିବା ନେଇ ରାଜ୍ୟ!-->…
ସାପ କାମୁଡ଼ାରେ ମହିଳା ମୃତ୍ୟୁ
ଦାରିଙ୍ଗବାଡ଼ି (୧୭/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କୁମ୍ଭାରମୁଣ୍ଡା ଗ୍ରାମର ବାଇମାଲା କଲୋନୀ ସାହିର ରାଜେଶ ଦିଗାଳଙ୍କ ସ୍ତ୍ରୀ କସ୍ମିତା ଦିଗାଳ(୩୬)ଙ୍କୁ ଗତ ରାତିରେ ବିଷାକ୍ତ ସାପ କାମୁଡ଼ି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ମୃତକ ମହିଳା ଜଣକ!-->…
ମହାପ୍ରଭୁଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି
ପୁରୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତଙ୍କ ପୁରୀ ଗସ୍ତ । ଏହି ଗସ୍ତ ଅବସରରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶୁକ୍ରବାର ରାତିରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେ ପୁରୀରେ ପହଁଚିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପ୍ରଶାସନର!-->…
ବିଧାୟକଙ୍କ ବ୍ରାହ୍ମଣୀଗାଁ ଅଞ୍ଚଳ ଗସ୍ତ
ଦାରିଙ୍ଗବାଡ଼ି, (୧୭/୯) : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ବ୍ରାହ୍ମଣୀଗାଁ ଅଞ୍ଚଳ ଗସ୍ତରେ ଆସି, ବ୍ରାହ୍ମଣୀଗାଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ (ସ୍ମାର୍ଟ ସ୍କୁଲ) ରେ ପହଞ୍ଚି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷ ରୋପଣ କରିଛନ୍ତି।!-->…
ବୁଗୁଡ଼ାରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ଅନୁଷ୍ଠିତ
ବୁଗୁଡା (୧୭/୦୯) : ବୁଗୁଡ଼ା ଅଞ୍ଚଳର ବିଭିନ୍ନ କାର୍ଯାଳୟ ଏବଂ ପ୍ରତିଷ୍ଠାନରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ମହା ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାଘୁଆ ଜଳସେଚନ ପ୍ରକଳ୍ପ କାର୍ଯାଳୟରେ ଭଗବାନ ବିଶ୍ବକର୍ମାଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମନୋଜ!-->…
କଣ୍ଟାବାଞ୍ଜି ଲଜ୍ରୁ ୬୦ ଲକ୍ଷ ଜବତ ଘଟଣା, ଗିରଫ ସାତ ଜଣଙ୍କୁ ଛାଡିଲା ପୋଲିସ
କଣ୍ଟାବାଞ୍ଜି ୧୭।୦୯: କଣ୍ଟାବାଞ୍ଜି ଲଜ୍ରୁ ୬୦ ଲକ୍ଷ ଜବତ ଘଟଣା । ମାମଲାରେ ଗିରଫ ସାତ ଜଣଙ୍କୁ ରାତିରେ ଛାଡିଲା ପୋଲିସ । ଜବତ ଟଙ୍କାର ପରିମାଣ ଅଧିକ ହେବ ବୋଲି ଅଭିଯୋଗ ପରେ ଏସ୍ପି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଖବର ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ କଣ୍ଟାବାଞ୍ଜି!-->!-->!-->…
ଏନ୍ ୱାଇ କେ ପକ୍ଷରୁ ବିକାଶ ଦିବସ ପାଳିତ
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବନ୍ଧଗଡ଼ ପଂଚାୟତର ଯାମପାଖଳ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବିକାଶ ଦିବସ ପାଳିତ ହୋଇ ଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଭୃଙ୍ଗିଯୋଡି ଗ୍ରାମ ପଂଚାୟତ ର ସରପଞ୍ଚ ସୁଭଦ୍ରା କହଁର ଯୋଗ ଦେ ଇଥିବା ବେଳେ!-->!-->!-->…
ନ୍ୟାୟପାଳିକା ସହ ଯୋଡ଼ି ହେଲା ନୂଆ ଅଧ୍ୟାୟ, ଲାଗୁ ହେଲା ପେପର ଲେସ୍ ବ୍ୟବସ୍ଥା
କଟକ : ନ୍ୟାୟପାଳିକା ସହ ଯୋଡ଼ି ହେଲା ଏକ ନୂତନ ଅଧ୍ୟାୟ । ଜିଲ୍ଲାସ୍ତରୀୟ ଆଇନ୍ ଅଦାଲତ ଗୁଡିକରେ ଆଜିଠାରୁ ଲାଗୁ ହେଲା ପେପର ଲେସ୍ ବ୍ୟବସ୍ଥା ।
ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ଏହି ପେପର ଲେସ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । କଟକ ସ୍ଥିତ ଜୁଡ଼ିସିଆଲ!-->!-->!-->…
ପଥରରେ ଛେଚି ଯୁବକଙ୍କୁ ହତ୍ୟା
ଜଟଣୀ : ଜଟଣୀରେ ବିଭତ୍ସ ହତ୍ୟା । ଜଣେ ଯୁବକଙ୍କ ବେକକୁ କାଟି ପଥରରେ ଛେଚି ହତ୍ୟା କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ମିଲ୍ ପୋଖରୀ ନିକଟରୁ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଜଟଣୀ ଗଜପତି ନଗର ଅଞ୍ଚଳର ଜି.ଇଶ୍ୱର ରାଓ!-->!-->!-->…
ନିଆରା ଢଙ୍ଗରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା: ୧୨୧୩ଟି ମାଟି କପ୍ ସାହାଯ୍ୟରେ ନିର୍ମାଣ ହେଲା ବାଲୁକାକଳା
ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିବସ ଅବସରରେ ପୂରୀ ବେଳାଭୂମିରେ ବାଲୁକାକଳା । ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଏ ଅବସରରେ ମାଟି ନିର୍ମିତ ଚା କପ୍ ସାହାଯ୍ୟରେ ମୋଦିଙ୍କ!-->!-->!-->…