Sign in
Sign in
Recover your password.
A password will be e-mailed to you.
ଫୁଲବାଣୀ କୋର୍ଟରେ କାଗଜ ବିହୀନ ଅଦାଳତ ଉଦଘାଟିତ
ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀ କୋର୍ଟ ପରିସରରେ କାଗଜ ବିହୀନ ଅଦାଳତ ଉଦଘାଟିତ ହୋଇଯାଇଛି l ଏହାକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଓଡିଶା ଆସି ଜୁଡିସିଆଲ ଏକାଡମୀ କଟକ ଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଓଡିଶାର ୩୦ ଟି ଜିଲ୍ଲାରେ ଏକା ସମୟରେ ଉଦଘାଟିତ କରିଛନ୍ତି l!-->…
ସ୍ଵଛତା ପକ୍ଷର ପ୍ରଥମ ଦିବସରେ ପି ଆଣ୍ଡ ଟି କୋଲନୀ ଛତ୍ରପୁର ରେ ସଫେଇ କାର୍ଯ୍ୟକ୍ରମ
ଛତ୍ରପୁର : ଚଳିତ ବର୍ଷର ସ୍ଵଛତା ପକ୍ଷ ର ପ୍ରଥମ ଦିବସ ସ୍ଵଛତା ଆବାସ ଉପଲକ୍ଷେ ଓଡିଶା ପୋଷ୍ଟାଲ ସର୍କଲ ଚିଫ ପୋଷ୍ଟ ମାଷ୍ଟର ଜେନେରାଲ ଶ୍ରୀ ଶୁଭେନ୍ଦୁ କୁମାର ସ୍ୱାଇଁ ଙ୍କ ନିର୍ଦେଶ ରେ ବ୍ରହ୍ମପୁର ବ୍ରହ୍ମପୁର ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀ ତାରିଣୀ ଚରଣ ପାଢ଼ୀ ଙ୍କ ଆହ୍ୱାନ କ୍ରମେ!-->…
ରାଜ୍ୟରେ ଆଉ ୨୩୩ କୋଭିଡ୍ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୬ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୯୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ!-->…
ଜେଏସ୍ଡବ୍ଲ୍ୟୁ ବସ୍କୁ ଟ୍ରକ୍ ପିଟିବା ଘଟଣା, ମୃତ୍ୟୁ ସଂଖ୍ୟା ୮କୁ ଛୁଇଁଲା
ଝାରସୁଗୁଡ଼ା: ଗତକାଲି ସନ୍ଧ୍ୟା ପ୍ରାୟ ୬.୨୦ଟାରେ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଝାରସୁଗୁଡ଼ା ଏକ୍ସନ ଇସ୍ପାତ ଛକ ପାଖ ନିଖିଳ ଢାବା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଜେନ୍ଦ୍ର ତିୱାରୀ, ଶେର୍ ବାହାଦୁର, ବ୍ରିକ୍ପାଲ!-->…
ମୂଳାଷ୍ଟମୀରେ ଆରମ୍ଭ ହେଲା ପାର୍ବଣ ପୂଜା, ଝଙ୍କଡ଼ ପୀଠରେ ଚାଲିବ ଷୋଡଶ ଉପଚାର ପୂଜା
ଜଗତସିଂହପୁର: ଆଜି ପବିତ୍ର ମୂଳାଷ୍ଟମୀ। ଆଜି ଠାରୁ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେଦୀ ମା’ ଝଙ୍କଡ଼ ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ୧୬ ଦିନ ବ୍ୟାପୀ ପାର୍ବଣ ପୂଜା ମାଙ୍କ ପୀଠରେ ଅନୁଷ୍ଠିତ!-->…
ପୂଜା ପାଉଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମା
ଭୁବନେଶ୍ୱର : ଆଜି ପବିତ୍ର ବିଶ୍ୱକର୍ମା ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା । ଆଜି ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ୨ ବର୍ଷ ଧରି କୋଭିଡ୍ କଟକଣା ଯୋଗୁଁ ଧୁମ୍ ଧାମ୍ ରେ ପୂଜା ହୋଇପାରିନଥିବା ବେଳେ ଏଥର ବେଶ୍!-->…
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଟ୍ବିଟ କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ତାଙ୍କର ୭୨ତମ ଜନ୍ମଦିନ ଅବସରରେ ସାରା ଦେଶବାସୀଙ୍କଠାରୁ ଏବଂ ବିଦେଶରୁ ମଧ୍ୟ ତାଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତା ଆସୁଛି। ତେବେ ଏମଧ୍ୟରେ ବିରୋଧୀ ଦଳ କଂଗ୍ରେସର ନେତା ରାହୁଲ ଗାନ୍ଧୀ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା!-->…
ଜନ୍ମଦିନରେ ନିଜ ମା’ଙ୍କ ଆଶୀର୍ବାଦ ନେଇ ପାରିଲେ ନାହିଁ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଜନ୍ମଦିନରେ ନିଜ ମା’ଙ୍କ ଆର୍ଶୀବାଦ ନେଇ ପାରିଲେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜନ୍ମଦିନ ଅବସରରେ ଶନିବାର ସକାଳେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଆସିଥିବା ଚିତାକୁ ଛାଡ଼ିଥିଲେ। ଏହି ସମୟରେ ସେ କହିଥିଲେ!-->…
ଶିବାଜୀ ପାର୍କରେ ଦଶହରା ରାଲିକୁ ନେଇ ମହାରାଷ୍ଟ୍ରରେ ଜୋର ଧରିଲା ରାଜନୀତି
ମୁମ୍ବାଇ: ଦଶହରା ରାଲିକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି | ବାସ୍ତବରେ ଶିବାଜୀ ପାର୍କରେ ଅନୁଷ୍ଠିତ ହେବାକୁ ଥିବା ଦଶହରା ମେଳା ସଂପର୍କରେ ବିଏମସି ପକ୍ଷରୁ ଏପର୍ଯ୍ୟନ୍ତ କାହାକୁ ଅନୁମତି ମିଳିନଥିବାବେଳେ ରିପୋର୍ଟ ହୋଇଛି ଯେ ବିଏମସି ଉଭୟ ପକ୍ଷର ଆବେଦନ ଉପରେ!-->…
ଜନସନର ବେବୀ ପାଉଡର ଲାଇସେନ୍ସ ବାତିଲ, କୋର୍ଟ ଗଲା କମ୍ପାନୀ
ମୁମ୍ବାଇ: ମହାରାଷ୍ଟ୍ରର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନଷ୍ଟ୍ରେସନ(ଏଫଡିଏ) ବେବୀ ପାଉଡର ଉତ୍ପାଦନକାରୀ ସଂସ୍ଥା ଜନସନ ଆଣ୍ଡ ଜନସନ ପ୍ରାଇଭେଟ ଲିଃର ଲାଇସେନ୍ସ ବାତିଲ କରି ଦେଇଛି। ଏହି ପାଉଡର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିବାରୁ ଏଫଡିଏ ଏପରି ପଦକ୍ଷେପ ନେଇଛି। ଜନସନ ଆଣ୍ଡ ଜନସନ!-->…