ଖଜୁରୀପଡାରେ ରାଜସ୍ବ ଅଦାଲତ ଶିବିର ଅନୁଷ୍ଠିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ସଦର ମହକୁମା ତଥା ମୁଖ୍ୟାଳୟ ରାଜସ୍ବ କୋର୍ଟ କାର୍ଯ୍ୟାଳୟ ଠାରେ ଆଜି ତହସିଲଦାର ସ୍ୱପ୍ନିତା ନାୟକଙ୍କ ଅଧ୍ୟକ୍ଷତାରେ ରାଜସ୍ବ ଅଦାଲତ ଅନୁଷ୍ଠିତ ହୋଇଅଛି।ଜିଲ୍ଲାର ପ୍ରଥମ ରାଜସ୍ବ ଅଦାଲତ ଖଜୁରୀପଡା ଠାରେ ହୋଇଥିବା ବେଳେ ଶତାଧିକ ଅଭିଯୋଗ

ଲାଲଗଡ଼ର ଦୁର୍ଗମ ଓଡିଶା ଆନ୍ଧ୍ର ସୀମାନ୍ତ ଗ୍ରାମ ଗ୍ରସ୍ତ କଲେ ଜିଲ୍ଲାର ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀ…

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ବ୍ଲକ ଅନ୍ତର୍ଗତ ଓଡିଶା ଆନ୍ଧ୍ର ସୀମାନ୍ତ ରେ ଥିବା ଦୁର୍ଗମ ଗ୍ରାମ ମଣ୍ଡାପଲ୍ଲୀ,କତା ଉରୁ, କଟେଡ଼ରୁବନ୍ତ ,ଜୁମଡାଙ୍ଗ ଗ୍ରାମ ଗ୍ରସ୍ତ କରିଛନ୍ତି ମାଲକାନଗିରି ଜିଲ୍ଲା ସବକଲେକ୍ଟର ଅକ୍ଷୟ ଖେମୁଡୁ,ପିଏଆଇଟିଡିଏ ତ୍ରିନାଥ

ଅଶ୍ଲିଳ ଭାଷା ପ୍ରୟୋଗ କରି ୟୁ ଟ୍ୱବରେ ସଂଗୀତ ପରିବେଷଣ କରିଥିବା ଯୋଗୁଁ,ଥାନାରେ ଏତଲା…

ନବରଙ୍ଗପୁର : ନବରଙ୍ଗପୁର ଟାଉନ ଥାନା ରେ ମହିଳା ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଁ ଘର, ଆମେ ନରଙ୍ଗପୁରିଆ ସୋସିଆଲ ମିଡ଼ିଆ ଗୃପ, ଏବଂ ନବରଙ୍ଗପୁର ଜିଲ୍ଲା କଳାକାର ସଂଘର ଶତାଧିକ କର୍ମକର୍ତ୍ତା ପହଞ୍ଚି ପୃଥକ ଭାବେ ଲିଖିତ ଅଭିଯୋଗ କରିଛନ୍ତି।ସୂଚନା ଅନୁଯାୟୀ ବାଲେଶ୍ବର, କୁଚିଣ୍ଡା ବାସିନ୍ଦା

ବଜ୍ରକାପ୍ତା ଚୋରା ବିକ୍ରି ବେଳେ ବନ ବିଭାଗ ଦ୍ଵାରା ବଜ୍ରକାପ୍ତା ଉଦ୍ଧାର : ୮ଜଣ ଗିରଫ…

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବନାଞ୍ଚଳ ଅଧୀନରେ ଥିବା ପୋଟେରୁ ଅଞ୍ଚଳରୁ ବନ ବିଭାଗ ଦ୍ଵାରା ଆଜି ଏକ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ଏହାକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ଏକ ରାକେଟର ୮ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରିରୁ

ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ପରିସରରେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ମୋଟ ୩୩୨ ଜଣ ବେକାର ଯୁବକ ଯୁବତୀ ପଞ୍ଜିକୃତ କରି ଶିବିର ରେ ଯୋଗ ଦେଇଥିଲେ l ସେଥି ମଧ୍ୟରୁ ୨୫୫ ଜଣ ପିଲା ବିଭିନ୍ନ ପିଆଇ ସହିତ ଟାଗ ହୋଇ ଟ୍ରେନିଂ

ଲଘୁଚାପ ବର୍ଷାରେ ଭାଙ୍ଗି ଯାଇଥିବା ନଦୀବନ୍ଧ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଉଷାଦେବୀ

ପାତ୍ରପୁର-ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଲଗାଣ ବର୍ଷା ହେବାଫଳରେ ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ପଞ୍ଚାୟତ ଭୀମପୁର ଗ୍ରାମ ନିକଟ ବଗିନଦୀ କେନାଲରେ ନିର୍ମିତ ନଦୀବନ୍ଧ ଭାଙ୍ଗିଯାଇଥିଲା ବେଳେ ଆଜି ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା

ବୁଗୁଡ଼ା ଥାନାରେ କାର୍ଯ୍ୟରତ କନଷ୍ଟେବଳଙ୍କ ଅକାଳ ବିୟୋଗ

ବୁଗୁଡ଼ା (୧୬/୦୯) : ବୁଗୁଡ଼ା ଥାନାରେ କାର୍ଯ୍ୟରତ ଥିବା ଓଏସଏପି କନଷ୍ଟେବଳ ରମାକ ରଞ୍ଜନ ଖେସ(୩୧ )ଙ୍କ ଅକାଳ ବିୟୋଗ ଘଟିଛି l ରମାକ ରଞ୍ଜନ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନର କର୍ମଚାରୀ ଥିଲେ l ସେ ଗତ ଅଗଷ୍ଟ ୧୪ ତାରିଖରେ ବୁଗୁଡ଼ା ଥାନାକୁ ଆସିଥିଲେ l ଗତକାଲି ସନ୍ଧ୍ୟାରେ ହଠାତ

ଆଇଟିଡିଏ ପକ୍ଷରୁ ଆଦିବାସୀ ଚାଷୀଙ୍କୁ ଆମ୍ବ ଓ କାଜୁ ଚାରା ପ୍ରଦାନ

ଫୁଲବାଣୀ : ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ବାଲିଗୁଡା ପକ୍ଷରୁ ଆଦିବାସୀ ଚାଷୀଙ୍କୁ ମାଗଣା ଆମ୍ବ ଓ କାଜୁ ଚାରା ପ୍ରଦାନ କରାଯାଇଥିଲା l ୨୬ ଜଣ ଚାଷୀଙ୍କୁ ୧୩ ହଜାର ୫ ଶହ ଉନ୍ନତ କିସମ କଲମୀ ଆମ୍ବ ଓ ୧୨ ଶହ କାଜୁ ଚାରା ପ୍ରଦାନ କରାଯାଇଥିଲା l

ସରକାରୀ ଜମିକୁ ନେଇ ବିବାଦ : ମହିଳା ଗୋଷ୍ଠୀ ଭାଙ୍ଗିଲେ ଅର୍ଦ୍ଧନିର୍ମିତ ଘର

ଦାରିଙ୍ଗବାଡ଼ି(୧୬/୯) : ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଜୋହନପଲି ସାହିର ୫୯ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ସରକାରୀ ଜମିକୁ0 ନେଇ ବିବାଦ ଦେଖାଦେଇଛି । ଏହି କାରଣରୁ କିଛି ମହିଳା ଗୋଷ୍ଠୀ ଉକ୍ତ ଜମିରୁ ହୋଇଥିବା ଅର୍ଦ୍ଧ ନିର୍ମିତି ଘରକୁ ବେଆଇନ ଭାବେ ଭାଙ୍ଗିଥିବା ଦେଖିବାକୁ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ

ଭୁବନେଶ୍ୱର: ଏକବିଂଶ ଶତାବ୍ଦୀରେ ବି ମହାତ୍ମା ଗାନ୍ଧୀ ଅଧିକ ପ୍ରାସଙ୍ଗିକ ହୋଇପାରିଛନ୍ତି। ଯେହେତୁ ବିଶ୍ୱ ଆତଙ୍କବାଦର ଆହ୍ୱାନର ସମ୍ମୁଖୀନ ହେଉଅଛି, ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ସବୁଠୁ ଅଧିକ ପ୍ରଯୁଜ୍ୟ ଏବଂ ଏହାର ମୁକାବିଲା ପାଇଁ ଗାନ୍ଧୀ ଉପାୟ ଏକ ପ୍ରକୃତ ବିକଳ୍ପ ବୋଲି ରେଭେନ୍ସା