Sign in
Sign in
Recover your password.
A password will be e-mailed to you.
ବିଷାକ୍ତ ସାପ କାମୁଡ଼ାରେ ବାଳକ ମୃତ
ଚିତ୍ରକୋଣ୍ଡା(୧୬/୦୯) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗାଡା ପଞ୍ଚାୟତ ଅନ୍ତର୍ଭୁକ୍ତ ସ୍ଥାନୀୟ ରାଲେଗାଡା ଗ୍ରାମର ଆସୁ ମାରି ର ଚାରି ବର୍ଷର ପୁଅ ଲିଙ୍ଗେସ ମାରି ଗତ କାଲି ରାତିରେ ମଶାରୀ ଭିତରେ ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତି ଏକ ଘଟିକା ସମୟରେ ଏକ!-->!-->!-->…
ନାଳରେ ଭାସି ଯାଇ ବ୍ରାହ୍ମଣୀଗାଁ ଥାନ ଅଧିନସ୍ଥ ଝିଞ୍ଜିରିଗୁଡା ଗ୍ରାମର ଜଣେ ମୃତ
ଦାରିଙ୍ଗବାଡ଼ି (୧୬/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଝିଞ୍ଜିରିଗୁଡା ଗ୍ରାମାର ବୁଡୁ ମହାଙ୍କୁଡ଼(୪୨)ଙ୍କ ମୃତ ଶରୀର, ସିପିଏସ ଡବ୍ଲୁ ଅନୁଷ୍ଠାନ ପଛପାଖ ଦେଇ ଯାଇଥିବା ପାହାଡିଆ ନାଳ ସର୍ଗିଦର ମଝିରେ ଥିବା ପଥରେ ଲାଗି ରହିଥିବା ଦେଖିବାକୁ ମିଳିଛି।!-->…
“ରାଷ୍ଟ୍ରୀୟ ପେନସନ୍ ଯୋଜନା(ଏନପିଏସ) ସଚେତନତା ଅଭିଯାନ”
ଛତ୍ରପୁର : ରାଷ୍ଟ୍ରୀୟ ପେନସନ୍ ଯୋଜନାର ରାଜ୍ୟ ବ୍ୟାପୀ ସେବା ସପ୍ତାହ ତା.୧୨.୦୯.୨୦୨୨ରିଖ ଠାରୁ ତା.୧୭.୦୯.୨୦୨୨ରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଟ୍ରେଜରି କାର୍ଯ୍ୟଳୟ ପକ୍ଷରୁ ରାଷ୍ଟ୍ରୀୟ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ ଓଡିଶା ସରକାରଙ୍କ ସମସ୍ତ!-->…
ସେପ୍ଟେମ୍ବର ୨୦ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା
ଭୁବନେଶ୍ଵର: ଉତର-ପଶ୍ଚିମ ବଙ୍ଗୋପ ସାଗର ଉପରେ ଆଉ ଏକ ଲଘୁଚାପ ସେପ୍ଟେମ୍ବର ୨୦ରେ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାରି ପ୍ରଭାବରେ ଓଡ଼ିଶାରେ ଆସନ୍ତା ସପ୍ତାହରେ ପୁଣି ବର୍ଷା ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଆସନ୍ତାକାଲି!-->!-->!-->…
ଆସନ୍ତାକାଲି ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ପ୍ରଧାନ ବିଚାରପତି
କଟକ ୧୬/୦୯: ଆସନ୍ତାକାଲି ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ କଟକରେ ନବମ ସମାଵର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟଅତିଥି ଭାବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୁପ୍ରିମକୋର୍ଟର ଵିଚାରପତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୁଡ଼!-->…
୨ଟି ରାସ୍ତା ପାଇଁ ମନ୍ତ୍ରୀଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ
ବୁଗୁଡା (୧୬/୦୯) : ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ସଡ଼କ ଯୋଜନା ଆନୁକୂଲ୍ୟରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୌଡ଼ିଆବୋରଦା ପଞ୍ଚାୟତର କୁଞ୍ଜବନ ଏବଂ କରଚୁଲି ପଞ୍ଚାୟତର ପଥରବଣି ଠାରେ ୨ଟ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ!-->…
ବାୟୁସେନା ପକ୍ଷରୁ ପୁରୀରେ ଆସନ୍ତାକାଲି ଏୟାର୍ ଶୋ: ଅତିରିକ୍ତ ଜିଲ୍ଲାପାଳ
ପୁରୀ ୧୬/୦୯: ଆସନ୍ତାକାଲି ୧୦ଟା ୨୦ ରୁ ୧୧ ଟା ପର୍ଯ୍ୟନ୍ତ ପୁରୀରେ ହେବ ଏୟାର୍ ଶୋ। ଆସନ୍ତା ୧୮ ତାରିଖ ରବିବାର ପାଗ ଖରାପ ରହୁଥିବାରୁ ଆସନ୍ତାକାଲି ଏହି ଏୟାର୍ ଶୋ ହେବାକୁ ଯାଉଛି। ପୁରୀ ରାଜ ଭବନ ଫାଖ ବ୍ଲୁ ଫ୍ଲାଗ୍ ବିଚ୍ରେ ଭାରତୀୟ ବାୟୁ ସେନା ପକ୍ଷରୁ ଏୟାର ଶୋ ଅନୁଷ୍ଠି!-->…
ବିଦ୍ୟାଳୟର ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରି ପ୍ରଧାନ ଶିକ୍ଷକ ଫେରାର୍ , କାର୍ଯାନୁଷ୍ଠାନ ଦାବି
ବୁଗୁଡ଼ା (୧୬/୦୯) : ବିଦ୍ୟାଳୟର ମାଧ୍ୟାନ୍ନ ଭୋଜନ ଟଙ୍କା ଠାରୁ ଆରମ୍ଭ କରି ପିଲାଙ୍କ ପାଇଁ ଆସିଥିବା କୋଭିଡ୍ ସହାୟତା ରାଶି ଓ ପୋଷାକ ପତ୍ର ପାଇଁ ମିଳିଥିବା ଅନୁଦାନ ଆଦି ଚଳୁ କରି ଫେରାର ହୋଇ ଯାଇଛନ୍ତି ପ୍ରଧାନ ଶିକ୍ଷକ l ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବୁଗୁଡ଼ା ବ୍ଲକ ମାଣିତରା ପଞ୍ଚାୟତ!-->…
ଓଟିଇଟି ପରୀକ୍ଷାରେ କପି ଘଟଣା: ମାଲକାନଗିରିର ୩ଟି କେନ୍ଦ୍ର ଅଯୋଗ୍ୟ ଘୋଷିତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଗତ ୨୯ ତାରିଖରେ ହୋଇଥିବା ଓଟିଇଟି ପରୀକ୍ଷାରେ ବ୍ୟାପକ କପି ହୋଇଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶିକ୍ଷା ବିଭାଗ ଏହାକୁ ଅଯୋଗ୍ୟ ଘୋଷିତ କରିଛି।ମାଲକାନଗିରିରେ ହୋଇଥିବା ତିନୋଟି ସେଣ୍ଟରରେ ଓଟିଇଟି ପରୀକ୍ଷା ସଂପୂର୍ଣ୍ଣ ରୂପେ!-->…
ବିଜେଡିର ପଚିଶି ବର୍ଷ ପୁର୍ତ୍ତୀରେ ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
ଫୁଲବାଣୀ :-ବିଜୁ ଜନତା ଦଳର ୨୫ ତମ ପୂର୍ତ୍ତି ଅବସରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ବିଜୁ ଯୁବ ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ଯୋଗ!-->!-->!-->…