‘୧୦୩୪ କୋଟି ବେଆଇନ ଅର୍ଥରୁ ୩.୨ କୋଟି ଟଙ୍କାରେ ମଉଜ କରିଛନ୍ତି ସଞ୍ଜୟ ରାଉତ’

ମୁମ୍ବାଇ: ପାତ୍ରା ଚାୱଲ ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଜାମିନ ଆବେଦନକୁ ବିରୋଧ କରିଛି ଇଡି। ଏହି ମନି ଲଣ୍ଡରିଂ ମାମଲାରେ ସଞ୍ଜୟ ରାଉତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେ ପରଦା ପଛରେ ରହି ସବୁ କିଛି କରିଥିଲେ। ଦୁର୍ନୀତି ବଳରେ ମିଳିଥିବା ୧୦୩୪ କୋଟି

୭୦ ବର୍ଷ ପରେ ଭାରତ ମାଟିରେ ଦୌଡ଼ିଲେ ଚିତା

ଭୋପାଲ: ଭାରତୀୟ ଜଙ୍ଗଲରେ ପାଦ ଦେଲେ ଚିତା ବାଘ। ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୮ଟି ଚତା ବାଘ ଆଜି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପ୍ରବେଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ଜନ୍ମ ଦିନରେ ନାମିବ୍ୟାରୁ ଆସିଥିବା ଚିତା ବାଘଗୁଡ଼ିକୁ ଜଙ୍ଗଲରେ ଛାଡ଼ିଛନ୍ତି। ଏହାକୁ

ସାଫୋରା ଜାରଗରଙ୍କୁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ମନା

ନୂଆଦିଲ୍ଲୀ: ରିସର୍ଚ୍ଚ ସ୍କଲାର ତଥା ସାମାଜିକ କର୍ମୀ ସାଫୋରା ଜାରଗରଙ୍କୁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ମନା। ବିଶ୍ୱବିଦ୍ୟାଳୟରେ ସାଫୋରାଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି। ଏମଫିଲ ଆଡ୍‌ମିଶନ ପାଇଁ ସେ ତାଙ୍କର ଡିସାର୍ଟେସନ୍(ଥେସିସି) ସାର୍ଟିଫିକେଟ ଦାଖଲ କରି ନଥିବାରୁ

ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଝଟକା

ପାଟନା :ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଝଟକା। ଆଇଆରସିଟିସି ଦୁର୍ନୀତି ମାମଲାରେ ସିବିଆଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଜାମିନ ରଦ୍ଦ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ତେଜସ୍ୱୀଙ୍କ ଜାମିନ ରଦ୍ଦ କରିବା ପାଇଁ କୋର୍ଟରେ ଆବେଦନ କରିଛି ସିବିଆଇ। ସିବିଆଇର ଆବେଦନ

ରାଣୀଙ୍କ ଶେଷକୃତ୍ୟରେ ସାମିଲ ପାଇଁ ଲଣ୍ଡନ ଗଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ :ବ୍ରିଟେନର ଦିବଙ୍ଗତ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲଣ୍ଡନ ଗସ୍ତ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଣୀଙ୍କ ଶେଷକୃତ୍ୟରେ ସାମିଲ ହୋଇ

ନଦୀ ପ୍ରଦୂଷଣ: ଯୋଗୀ ସରକାରଙ୍କୁ ୧୨୦ କୋଟି ଟଙ୍କା ଫାଇନ୍‌

ନୂଆଦିଲ୍ଲୀ: ପରିବେଶ ନିୟମ ଉଲ୍ଲଂଘନ ଓ ବର୍ଯ୍ୟବସ୍ତୁ ପରିଚାଳନା ଉଲ୍ଲଂଘନ ଅଭିଯୋଗରେ ଉତ୍ତରପ୍ରଦେଶ ସରକାରଙ୍କୁ ଏକ ବଡ଼ ତଣ୍ଡ ଦେବାକୁ ପଡ଼ିବ। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ୟୁପି ସରକାରଙ୍କ ଉପରେ ୧୨୦ କୋଟି ଟଙ୍କା ଫାଇନ ଲାଗୁ କରିଛନ୍ତି । ୟୁପିର ଗୋରଖପୁର ଜିଲ୍ଲାରେ ନଦୀର ଉତ୍କଟ ପ୍ରଦୂଷଣ

ଆଜି ଠାରୁ ଛତ୍ରପୁର ନୂତନ ବସ୍ ଷ୍ଟାଣ୍ଡରେ ବସ୍ ଗଡିବ : ଜିଲ୍ଲାପାଳ..

ଛତ୍ରପୁର : ଛତ୍ରପୁର ସ୍ଥିତ ବସ୍ ଷ୍ଟାଣ୍ଡ ନିର୍ମାଣ ହୋଇ ଅନେକ ଦିନ ହେଲା କାର୍ଯ୍ୟକ୍ଷମ ହୋଇ ପାରିନଥିଲା । ଏହାର ଶୁଭ ଉଦ୍ଘାଟନ ପରେ ବସ୍ ଗୁଡିକ ବସ୍ ଷ୍ଟାଣ୍ଡକୁ ଆସି ଥିଲା । ଜନ ସାଧାରଣ ବସ୍ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବା ନେଇ ଅନେକ ବାର ଦାବୀ କରି ଆସୁଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ

ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ପାଳିତ : ଭାରତୀୟ ତଟରକ୍ଷୀ ସହ ଗୋପାଳପୁର ବନ୍ଦରର ସହଯୋଗର ହାତ…

ବ୍ରହ୍ମପୁର : ସର୍ବବୃହତ ଉପକୂଳ ସ୍ୱଚ୍ଛତା ଅଭିଯାନ ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସକୁ “ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର’ ବିଷୟବସ୍ତୁ ଅନୁସାରେ ପାଳନ କରିବା ଲାଗି ଭାରତୀୟ ତଟରକ୍ଷୀ ଷ୍ଟେସନ, ଗୋପାଳପୁର ସହ ସହଯୋଗର ହାତ ବଢାଇଛି ଗୋପାଳପୁର ବନ୍ଦର ଲିମିଟେଡ୍ (ଜିପିଏଲ୍‌) ।

ଫଲଗୁ ସାହିତ୍ୟ ସଂସଦର ସାହିତ୍ୟ ଆସର ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ…

ବ୍ରହ୍ମପୁର : ବ୍ରହ୍ମପୁର ପୁରାତନ ସାହିତ୍ୟ ଅନୁଷ୍ଠାନ ଫଲଗୁ ସାହିତ୍ୟ ସଂସଦର ସାହିତ୍ୟ ଆସର କବିତା ପାଠ କାର୍ଯ୍ୟକ୍ରମ ଏବଂ ପୁସ୍ତକ ଲୋକାର୍ପିଣ ଉତ୍ସବ ପାଳିତ ହୋଇଯାଇଛି,ଏହି ଆସର ରେ ଫଲଗୁ ସାହିତ୍ୟ ସଂସଦର ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ କାର୍ଯକାରୀ ସଭାପତି ପ୍ରଫେସର ମେଜର ରମା

ଜାଲ ବିଲ ସଂଗ୍ରହ ସମ୍ପର୍କରେ ଗ୍ରାହକଙ୍କୁ ସଚେତନ କଲା ଟିପିଏସ୍ଓଡିଏଲ୍…

ଜିଲ୍ଲାରେ ଘୁରି ବୁଲୁଛନ୍ତି ଛଦ୍ମବେଶରେ ଟିପିଏସ୍ଓଡିଏଲ୍ ଵିଲ ସଂଗ୍ରହ କର୍ମଚାରୀ..! ବ୍ରହ୍ମପୁର : ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ମିଳିତ ଉଦ୍ୟମରେ ଯୌଥ ଉଦ୍ୟୋଗ ଟିପି ସାଉଥ୍ ଓଡିଶା ବିତରଣ ଲିମିଟେଡ୍ ଆଜି ଠକମାନଙ୍କ ବିଲ୍ ସଂଗ୍ରହ ସମ୍ପର୍କରେ ଏକ ସଚେତନତା ବାର୍ତ୍ତା ଜାରି କରିଛି।