Sign in
Sign in
Recover your password.
A password will be e-mailed to you.
ଲାଇଟ୍ ଲିଭାଇବାକୁ ନେଇ କାନ କାମୁଡ଼ି ଛିଣ୍ଡାଇ ଦେଲେ
ସୋନପୁର: ଗାଁ ଦାଣ୍ଡରେ ଲାଇଟ୍ ଲିଭାକୁ ନେଇ ଅଭାବନୀୟ ଘଟଣା ଘଟିଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଯାଲୋଏ ପଞ୍ଚାୟତ କଲାପଥର ଗାଁରେ । ଗୁରୁବାର ଗାଁରେ ଲାଇଟ୍ ଲିଭାକୁ ନେଇ ୨ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ପରେ ଜଣେ ଯୁବକ ଅନ୍ୟ ଜଣଙ୍କ କାନକୁ କାମୁଡ଼ି!-->…
ସ୍କୁଲ ଫାଟକ ପଡ଼ି ଛାତ୍ରୀ ମୃତ
ଗୁଣୁପୁର: ସ୍କୁଲ ଗେଟ୍ ପଡି ଛାତ୍ରୀ ମୃତ୍ୟୁ | ମୃତ ବାଳିକା ହେଉଛନ୍ତି ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ବିଚି କୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ। ପ୍ରାୟ ୧୨.୩୦ବେଳେ ଛାତ୍ରଛାତ୍ରୀ ବାହାରକୁ ବାହାରି ଥିଲେ। ସେହି ସମୟରେ ଛାତ୍ରୀ ଜଣଙ୍କ ଗେଟ୍ ଧରି ଥିଲା । ଫଳରେ!-->…
ୟୁଥ ଫର ଆକ୍ସନର ଆରଡିସି ଅଫିସ୍ ଘେରାଉ, ଠେଲାପେଲା ଏବଂ ପୋଲିସ ସହ ଧସ୍ତାଧସ୍ତି
ସମ୍ବଲପୁର: ସ୍ଥାନୀୟ ନିଯୁକ୍ତି ଦାବିରେ ଶୁକ୍ରବାର ୧୦ ଟି ଜିଲ୍ଲାରୁ ୟୁଥ ଫର ଆକ୍ସନର କାର୍ଯ୍ୟକର୍ତ୍ତା ମାନେ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ l ସହରର ଜିଲ୍ଲାସ୍କୁଲ ଛକରୁ ଏହି ରାଲି ବାହାରି ଆରଡିସି କାର୍ଯ୍ୟାଳୟକୁ ପହଞ୍ଚି ବିକ୍ଷୋଭ ପ୍ରଦଶନ!-->…
ପୁରୀରେ ୫ ଲକ୍ଷରୁ ଅଧିକ ବ୍ରାଉନସୁଗାର ଜବତ, ୩ ଗିରଫ
ପୁରୀ ୧୬/୦୯: ଶ୍ରୀକ୍ଷେତ୍ର ପୁରୀରେ ବଢିଛି ଧଳାଜହର କାରବାର । ଏହି ଅଭିଯୋଗରେ ଆଜି ୫ ଲକ୍ଷ ୭୫ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ ସହ ତିନିଜଣ ବେପାରୀଙ୍କୁ ଗିରଫ କରିଛି ପୁରୀ ବଳିଆ ପଣ୍ଡା ଥାନା ପୋଲିସ ।
ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଚଢ଼େଇ ପଲ୍ଲୀ!-->!-->!-->…
ସୋସିଆଲ୍ ମିଡିଆରେ ବର୍ଷାଙ୍କୁ ପ୍ରଶ୍ନ କଲେ ଅନୁଭବ
ଭୁବନେଶ୍ୱର: ବର୍ଷା ତୁମେ କୁହ… ଏ ସ୍ୱର କାହାର ? ଫୋନରେ ତୁମେ ଓ ତୁମ ଭଉଣୀ ମୋ ପରିବାର ବିରୋଧରେ କଣ ଏମିତି ଗପୁଥିଲ । ୨ ବର୍ଷର ପୁରୁଣା ଅଡିଓକୁ ପୁଣି ପ୍ରସଙ୍ଗ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାରେ!-->…
ପୋଖରୀ କୂଳରୁ ୩ ନବଜାତ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର ଇନ୍ଦୁପୁର ଗ୍ରାମର ନଟିପୋଖରୀ କୂଳରେ କେହି ତିନିଗୋଟି ଶିଶୁକନ୍ୟା ଭୃଣ ହତ୍ୟା କରି ଫୋପାଡ଼ି ଦେଇଥିବାର ଶୁକ୍ରବାର ପୂର୍ବାହ୍ନରେ ଦେଖିବାକୁ ମିଳିଛି। ସରକାର ଭୃଣ ହତ୍ୟା ବିରୋଧରେ ଡେଙ୍ଗୁରା ପିଟି ଚାଲିଛନ୍ତି। ହେଲେ ନର୍ସିଂହୋମଠାରୁ ଆରମ୍ଭ କରି ଜିଲ୍ଲା!-->…
ଯୁବତୀଙ୍କ ଆକାଉଣ୍ଟରୁ ୭ ଲକ୍ଷ ୯୫ ହଜାର ଟଙ୍କା ଲୁଟିନେଲେ ସାଇବର ଠକ
କଟକ: ପୁଣି ସାଇବର ଠକଙ୍କ କବଳରେ ଯୁବତୀ। ଆକାଉଣ୍ଟରୁ ଲୁଟି ନେଲେ ୭ ଲକ୍ଷ ୯୫ ହଜାର ଟଙ୍କା। କଟକ ସାଇବର ଥାନାରେ ଯୁବତୀଙ୍କ ଏତଲା। ପ୍ରଥମେ ଇନଷ୍ଟାଗ୍ରାମ ଜରିଆରେ ହୋଇଥିଲା ବନ୍ଧୁତା। ନିଜକୁ ସ୍କଟଲ୍ୟାଣ୍ଡ ବାସିନ୍ଦା ବୋଲି ପରିଚୟ ଦେଇ ଚାଟ କରୁଥିଲା ସାଇବର ଠକ।
ଇଞ୍ଜିନିୟର ବୋଲି!-->!-->!-->…
ନକଲି ଔଷଧ ବିକ୍ରି ମାମଲା: ଗିରଫ ଅଭିଯୁକ୍ତଙ୍କ ୨୮ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଜବତ
କଟକ: ନକଲି ଔଷଧ ବିକ୍ରି ଘଟଣାର ତଦନ୍ତ ଚାଲିଛି। ପୁରୀଘାଟ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି। ତେବେ ମିଳିଥିବା ସୂଚନା ଅନୁସାରେ ଗତକାଲି ଅଭିଯୁକ୍ତଙ୍କର ୨୮ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ସିଲ୍ କରିଛି।
ଡ୍ରଗ୍ସ କଣ୍ଟ୍ରୋଲର ବିଭାଗର!-->!-->!-->…
ଭାଙ୍ଗିଲା କିଶୋର ଭାଇନା ମଟନ ହୋଟେଲ
ଭୁବନେଶ୍ୱର : ଭାଙ୍ଗିଲା ବେଶ ଚର୍ଚ୍ଚିତ କିଶୋର ଭାଇନା ମଟନ ହୋଟେଲ। ବୁଧବାର ଦିନ ବିଏମସି ପକ୍ଷରୁ ଚଢାଉ କରାଯାଇ ସିଲ୍ କରାଯାଇଥିଲା ହେଟେଲ୍। ବେଆଇନ ଭାବେ ତିଆରି ପାଇଁ ଓ ସିଲ୍ ପରେ ହୋଟେଲ ଖୋଲି ବେପାର କରିବାରୁ ଆଜି ବିଏମସି ଭାଙ୍ଗିଥିବା ନେଇ ସୂଚନା ମିଳିଛି।
ସୂଚନା!-->!-->!-->…
କନ୍ଧମାଳରୁ ଦିଲ୍ଲୀ ଚାଲାଣ ବେଳେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ବ୍ରହ୍ମପୁର ୧୬/୦୯: ପାର୍ବଣରେ ଅପରାଧ ରୋକିବାକୁ ଚାଲିଛି ଜୋରଦାର ଧରପଗଡ । ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା ମିଳିଛି । ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କ!-->!-->!-->…