ଇଞ୍ଜିନ୍‌ ଅଚଳ ହେବା ପରେ ଆନ୍ତର୍ଜାତୀୟ କ୍ରିକେଟରଙ୍କ ଜେଟ୍‌ ବିମାନ ଅଟକି ରହିଲା କାନପୁର ବିମାନବନ୍ଦରରେ

କାନପୁର: ଆନ୍ତର୍ଜାତୀୟ କ୍ରିକେଟ୍‌ ଖେଳାଳିଙ୍କୁ ଧରି ଉଡ଼ାଣ ଭରିବାକୁ ଥିବା ଏକ ଇଣ୍ଡିଗୋ ବିମାନର ଇଞ୍ଜିନ୍‌ ଶୁକ୍ରବାର ଦିନ ଅଚଳ ହୋଇଯିବା ପରେ ବିମାନଟି ଉଡ଼ାଣ ଭରି ନପାରି କାନପୁର ବିମାନବନ୍ଦରରେ ଅଟକି ରହିଛି।କାନପୁରରୁ ଇନ୍ଦୋର ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ବିଶ୍ୱ ସିରିଜ୍‌ ପାଇଁ

ମୁଁ କଂଗ୍ରେସକୁ ଦୁର୍ବଳ କରୁନି, ସେହି କାମରେ ରାହୁଲ ଗାନ୍ଧି ଲାଗିଛନ୍ତି : କେଜ୍ରିଓ୍ବାଲ

ନୂଆଦିଲ୍ଲୀ : “ମୁଁ କଂଗ୍ରେସକୁ ଦୁର୍ବଳ କରୁନି, ସେହି କାମରେ ରାହୁଲ ଗାନ୍ଧି ଲାଗିଛନ୍ତି, ”ଏପରି କଥା କହିଛନ୍ତି ଆମ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ।ଏକ ଜାତୀୟ ସ୍ତରର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, କଂଗ୍ରେସକୁ ଦୁର୍ବ​ଳ କରିବାକୁ ତାଙ୍କର ଆବଶ୍ୟକତା

ପୁଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଜବେକିସ୍ତାନ ସମରକନ୍ଦରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତ-ରୁଷ୍ ମଧ୍ୟରେ ସଂପର୍କ କେତେ ସୁଦୃଢ଼ ତାହା

ଆସନ୍ତା ସପ୍ତାହରେ ବିଜେପିରେ ମିଶିବେ ଅମରିନ୍ଦର ସିଂହ !

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ଆସନ୍ତା ସପ୍ତାହରେ ବିଜେପିରେ ମିଶିପାରନ୍ତି। ଏ ସମ୍ପର୍କରେ ଦଳର ମୁଖପାତ୍ର ସୂଚନା ଦେଇଛନ୍ତି। ସେହିପରି ନୂଆକରି ଗଠନ କରିଥିବା ଅମରିନ୍ଦର ସିଂହଙ୍କ ନୂଆ ଦଳକୁ ବିଜେପିରେ ବିଲୀନ କରିଦେବେ। ଗତ

ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ମେଡ଼ିକାଲ କଲେଜକୁ ତେଲେଙ୍ଗାନାର ଶିଳ୍ପମନ୍ତ୍ରୀଙ୍କ ସମାଲୋଚନା

ଅହମଦାବାଦ: ଗୁଜରାଟର ଅହମଦାବାଦରେ ଥିବା ଗୋଟିଏ ମେଡିକାଲ କଲେଜର ନାଁକୁ ବଦଳାଇ ଦିଆଯାଇଛି। ଏଠାରେ ଥିବା ମେଡିକାଲ କଲେଜର ନାଁ ନରେନ୍ଦ୍ର ମୋଦି ମେଡିକାଲ କଲେଜ ରଖାଯାଇଛି। ପୂର୍ବରୁ ଏହା ଏଲଜି ମେଡିକାଲ କଲେଜ ଭାବେ ପରିଚୟ ହାସଲ କରିଥିଲା। ହେଲେ ଏବେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ

ଭାରତ ଯୋଡ଼ୋ ଯାତ୍ରା ବେଳେ ବଳପୂର୍ବକ ଟଙ୍କା ଆଦାୟ: ୩ କଂଗ୍ରେସ କର୍ମୀ ନିଲମ୍ବିତ

କୋଲ୍ଲାମ: କଂଗ୍ରେସ ୮ ଦିନ ହେଲା ଆରମ୍ଭ କରିଥିବା ଭାରତ ଯୋଡ଼ୋ ପଦଯାତ୍ରାକୁ ନେଇ ବିବାଦ ଥମିବାର ନାଁ ଧରୁନି। କେତେବେଳେ ପଦଯାତ୍ରାରେ ସାମିଲ ଥିବା ରାହୁଲ ଗାନ୍ଧିଙ୍କ ଟି-ଶାର୍ଟକୁ ନେଇ ବିବାଦ ଦେଖାଯାଉଛି ତ ଆଉ କେତେବେଳେ ଦଳର ବିଶ୍ରାମ ପାଇଁ ପ୍ରସ୍ତୁତ କରାଯାଇଥିବା କଣ୍ଟେନର ବିବାଦ

ଅବକାରୀ ନୀତି ଦୁର୍ନୀତି: ୪୦ଟି ସ୍ଥାନରେ ଇଡିର ରେଡ୍‌

ନୂଆଦିଲ୍ଲୀ: ଲାଗୁ ହେବା ପରେ ବର୍ତ୍ତମାନ ପ୍ରତ୍ୟାହାର ହୋଇ ସାରିଥିବା ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦେଶବ୍ୟାପୀ ୪୦ଟି ସ୍ଥାନରେ ଏକକାଳୀନ ରେଡ୍‌ କରିଛି। ଦିନକ ପୂର୍ବରୁ ବିଜେପି ପକ୍ଷରୁ ଅବକାରୀ ନୀତି ଦୁର୍ନୀତି ଘଟଣାରେ

ବିବାହ ପରେ ସ୍ତ୍ରୀର ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା ଅପରାଧ କି ନୁହେଁ ଏ ନେଇ ମାମଲା ପହଞ୍ଚିଲା…

ନୂଆଦିଲ୍ଲୀ : ବିବାହ ପରେ ସ୍ତ୍ରୀର ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା ଅପରାଧ କି ନୁହେଁ । ବୈବାହିକ ଦୁର୍ଷ୍କମକୁ ଅପରାଧିକ ଶ୍ରେଣୀରେ ଅନ୍ତୁର୍ଭୁକ୍ତ ନେଇ ଦିଲ୍ଲୀ ହାଇକୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରି ନଥିବା ବେଳେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏନେଇ ସୁମିମକୋର୍ଟ

ବିଧାୟକ ଜିଗ୍ନେଶ ମେୱାନୀ ଦୋଷୀ ସାବ୍ୟସ୍ତ, ଯିବେ ଜେଲ…

ଅହମ୍ମଦାବାଦ: ଦଳିତ ନେତା ତଥା ବିଧାୟକ ଜିଗ୍ନେଶ ମେୱାନୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଏକ ମାମଲାରେ ୬ ମାସ ଜେଲ ଦଣ୍ଡ ହୋଇଛି। ୨୦୧୬ ମାମଲାରେ ତାଙ୍କୁ ଏହି ଜେଲ ଦଣ୍ଡ ହୋଇଛି। ଶୁକ୍ରବାର ଅହମ୍ମଦାବାଦର ଏକ କୋର୍ଟ ଜିଗ୍ନେଶଙ୍କ ସମେତ ୧୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ

ଇସ୍ପାତ ଶିଳ୍ପରେ ସର୍ବଭାରତୀୟ ବିକ୍ଷୋଭ ସେଲରେ ସମ୍ମାନଜନକ ବୋନସ/ଏକ୍ସଗ୍ରାସିଆ ପ୍ରଦାନ ପାଇଁ ସିଟୁର ବିକ୍ଷୋଭ…

ରାଉରକେଲା :(ବସନ୍ତ କୁମାର ଜେନା): ଆଜି ବିଶ୍ରା ଛକଠାରେ ଆରଏସପି ପାୱାର ଗେଟ ଠାରେ ଏସଡ଼ବ୍ଲୁଏଫଆଇ ଆହ୍ୱାନରେ ସେଲରେ ସମ୍ମାନଜନକ ବୋନସ ପୂଜା ପୂର୍ବରୁ ପ୍ରଦାନ ଦାବିରେ ବିକ୍ଷୋଭ ସାଧାରଣ ସଂପାଦକ ବସନ୍ତ ନାୟକ ଓ ସାଧାରଣ ସଂପାଦକ ବିମାନ ମାଇତିଙ୍କ ନେତୃତ୍ୱରେ କରାଯାଇଥିଲା । ଗତ ଅଗଷ୍ଟ