ଚର୍ଚ୍ଚାରେ ୫ନଂ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଓ ସହାୟିକାଙ୍କ ବିବାଦ, ୪ ଦିନ ହେଲା ଏନ୍ଏସିର ବିଭିନ୍ନ କେନ୍ଦ୍ର ବନ୍ଦ,…

ବୁଗୁଡ଼ା : ସଂପ୍ରତି ବୁଗୁଡ଼ା ଏନ୍‌ଏସି ଅଧିନସ୍ଥ ୫ନଂ ଓ୍ବାର୍ଡର ଅଙ୍ଗନୱାଡି କେନ୍ଦ୍ରରେ ସମ୍ପୃକ୍ତା କର୍ମୀ ଓ ସହାୟିକାଙ୍କ ବିବାଦକୁ ନେଇ ୪ ଦିନ ହେଲା କୋମଳମତି ଶିଶୁଙ୍କ ସ୍ବାର୍ଥକୁ ବଳି ପକାଇ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିଥିବା ବେଳେ ଏଥିରେ ସ୍ଥାନୀୟ

ଚିତ୍ରକୋଣ୍ଡା ପୋଲିସ ଦ୍ଵାରା ଗଞ୍ଜେଇ ସହ କାର ଏବଂ ବାଇକ ଜବତ : ଚାରି ଗିରଫ…

ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଆଉ ଏକ ସଫଳତା, ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ମନ୍ତ୍ରୀପୁଟ ଠାରୁ ଟନେଲକ୍ୟାମ୍ପ ଓ ସ୍ପିଲବାଇ ମଧ୍ୟରେ ଚିତ୍ରକୋଣ୍ଡା ଥାନା ଏସ.ଆଇ. ବିଜୟ କୁମାର ମାଝୀ ଗାଡ଼ି ମଟର ଯାଞ୍ଚ କରୁଥିବା ସମୟରେ କାର ଏବଂ ବାଇକ ସହ ୦୧

ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା : ୧୮୦୦ ଗ୍ରାମ ଅଫିମ ସହ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ କୁ ମିଳିଛି ବଡ଼ ସଫଳତା ଏକ କିଲୋଗ୍ରାମ ଆଠଶହ ଗ୍ରାମ ଓଜନ ର ଅଫିମ ଚୋରା ଚାଲାଣ ବେଳେ ଜଣଙ୍କୁ କାବୁ କରିଛି ଅବକାରୀ। ଗତକାଲି ଶ୍ରୀରାମ ନଗର ମୁଖ୍ୟ ରାସ୍ତାରେ ଗୁଇନ୍ଦା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରୁଥିବା ସମୟରେ ଜୈନିକ ଯୁବକଙ୍କୁ

ଆଇଟିଡିଏ ପକ୍ଷରୁ ମନରେଗାରେ ଆମ୍ବ ଚାରା ପ୍ରଦାନ

ଦାରିଙ୍ଗବାଡ଼ି,୧୫/୯ : ଆଜାଦି କି ଅମୃତ ମୋହତ୍ସବ ଅବସରରେ ବାଲିଗୁଡା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଚାଷୀଙ୍କୁ ଆମ୍ବ ଓ କାଜୁ ଚାରା ପ୍ରଦାନ କରାଯାଇଛି । ଏହି ଅବସରରେ ୩୧.୫ ହେକ୍ଟର ଜମିରେ ଚାଷ କାରାଯିବାର ଲକ୍ଷ୍ୟ ରଖା ଯାଇଥିବା ବେଳେ ୨୬ ଜଣ ଚାଷୀଙ୍କୁ ୧୩ ହଜାର ୫ ଶହ

ବୁଗୁଡ଼ା ଓ ବି.କରଡ଼ାବାଡ଼ିରେ ଦୁର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ବୁଗୁଡ଼ା(୧୫/୦୯) : ସ୍ଥାନୀୟ ନୂଆଁ ବସଷ୍ଟାଣ୍ଡ ଠାରେ ମା ଦୁର୍ଗାଦେବୀଙ୍କ ସପ୍ତମୀ ପୂଜା ଉପଲକ୍ଷେ ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟି ପକ୍ଷରୁ ଆଜି ଅପରାହ୍ନରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୂଜକ ଭାବେ ଶିଶିର କୁମାର ମିଶ୍ର ବିଧିବିଧାନ

“ମା ତାରା ତାରିଣୀ”ଙ୍କ ଷୋଡ଼ଶ ଉପଚାର ଓ ନବରାତ୍ର ପୂଜା ସମ୍ପର୍କିତ ପ୍ରସ୍ତୁତି ବୈଠକ

ଛତ୍ରପୁର (୧୫.୦୯) : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ “ମା ତାରା ତାରିଣୀ”ଙ୍କ ଶୋଡଷ ଉପଚାର ଓ ନବରାତ୍ର ପୂଜା ଚଳିତ ମାସ ୧୭ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ମାସ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାର ସମସ୍ତ ନୀତି ନିୟମ, ପୂଜା ପଦ୍ଧତି, ଜନ ସାଧାରଣଙ୍କ ସମାଗମକୁ ଦୃଷ୍ଟିରେ

ସିପିଆଇଏମ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ

ବ୍ରହ୍ମପୁର : ପାସେଞ୍ଜର ଟ୍ରେନରେ ଏକ୍ସପ୍ରେସ ଭଡା ଆଦାୟ ବନ୍ଦ କରିବା, କୋଭିଡ଼ ପୁର୍ବରୁ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ପୁନଃ ପ୍ରଚଳନ କରିବା ଆଦି ଦାବିରେ ସିପିଆଇଏମ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ସମ୍ପାଦକ

ସୁଶାସନ ସମ୍ପର୍କୀୟ କର୍ମଶାଳା

ଦାରିଙ୍ଗବାଡ଼ି, ୧୫/୯ : ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ଠାରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ଯୋଜନା କୁ ନେଇ, ସୁଶାସନ ସମ୍ପର୍କୀୟ ଅନୁସ୍ଥାପନ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କର୍ମଶାଳାରେ ବିଡ଼ିଓ ଗଦାଧର ପାତ୍ର ଯୋଗ ଦେଇ ଲାଇଫ ଶୋ ରେ ପ୍ରଦର୍ଶନ କରି ବୁଝାଇ ଥିଲେ । ଏହି କର୍ମଶାଳା ରେ ବ୍ଲକ

ବିଧାୟକଙ୍କ ଦ୍ୱାରା କେର-୩୨ ଦନ୍ତ ଚିକିତ୍ସାକେନ୍ଦ୍ର ଉଦଘାଟିତ

ଛତ୍ରପୁର : ମନୁଷ୍ୟ ନିଜେ ସୁସ୍ଥ ରହିବା ପାଇଁ ହେଲେ ନିଜ ଶରୀରରେ ଥିବା ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ ଗୁଡିକର ଯତ୍ନ ନେବା ଆବଶ୍ୟକ । ସେଗୁଡିକର ଉଚିତ୍ ଯତ୍ନ ନେବା ପାଇଁ କିମ୍ବା ସେ ଗୁଡିକର କୌଣସି ଅସୁବିଧା ହେଲେ ସେଥିପାଇଁ ଭିନ୍ନ ଭିନ୍ନ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବାକୁ ପଡିଥାଏ । ହେଲେ

ଋଷିକୁଲ୍ୟା ନଦୀର ଭୀମପୁର ବାଲିଘାଟ ଲିଜ୍ ରଦ୍ଦ କରିବା ଦାବି ଜୋର ଧରିଲା

ଭୀମପୁର, ହତାପୁର, ପାଣ୍ଡରାଖଲ୍ଲୀ ଓ ହୁଣ୍ଡତ ଗ୍ରାମର ଶତାଧିକ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଛତ୍ରପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ଋଷିକୁଲ୍ୟା ନଦୀର ଭୀମପୁର ବାଲିଘାଟ ଲିଜ ରଦ୍ଦ କରିବା ଦାବି ନେଇ ଭୀମପୁର, ପ୍ରତାପପୁର, ପାଣ୍ଡରପଲ୍ଲୀ ଓ