Sign in
Sign in
Recover your password.
A password will be e-mailed to you.
ଘରକୁ ଡାକି ଦୁଇ ଭାଇଙ୍କୁ ହାଣିଲା ପଡୋଶୀ
କେନ୍ଦ୍ରାପଡ଼ା ୧୫।୦୯ : ଘରକୁ ଡାକି ଦୁଇ ଭାଇଙ୍କୁ ହାଣିଲା ପଡୋଶୀ । କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଜଇପୁରାରେ ଘଟିଛି ଅଘଟଣ । . ଆକ୍ରମଣରେ ସେକ ଅବଦୁଲ କାଦିର, ସେକ୍ ଅବଦୁଲ ସାଜିଦ ଆହତ ହୋଇଛନ୍ତି । ଉଭୟଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ!-->…
ମୁମ୍ବାଇରେ ଓଡ଼ିଶା ନିବେଶକ ସମ୍ମିଳନୀ; ୨୫ ହଜାର କୋଟି ଟଙ୍କାର ନିବେଶ କରିବାକୁ ଘୋଷଣା କଲା ବେଦାନ୍ତ
ଭୁବନେଶ୍ୱର: ଓଡ଼ିଶାରେ ଆଉ ୨୫ ହଜାର କୋଟି ଟଙ୍କାର ନିବେଶ କରିବ ବେଦାନ୍ତ । ଆଲୁମିନିୟମ ଫେରୋକ୍ରୋମ ଓ ମାଇନିଂ କ୍ଷେତ୍ରରେ ଏହି ପୁଞ୍ଜିନିବେଶ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁମ୍ବାଇ ଗସ୍ତ ସମୟରେ ଏହି ଘୋଷଣା କରିଛି ବେଦାନ୍ତ । ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ଏହି!-->…
ଜୈବ ବର୍ଜ୍ୟବସ୍ତୁ ପରିଚାଳନା ମାମଲା, ବ୍ୟବସ୍ଥା ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ରାଜ୍ୟର ପ୍ରମୁଖ ତିନି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ରହିଥିବା ବ୍ୟବସ୍ଥାର ତଦାରଖ କରି ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦର ତିନି ଜଣ ପ୍ରତିନିଧି!-->…
ବିଜେପି ପ୍ରାଦେଶିକ ପ୍ରଶିକ୍ଷଣ ଶିବିରର ଦ୍ବିତୀୟଦିନ: ‘ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରାଯିବ’
ପୁରୀ : କେନ୍ଦ୍ର ସରକାରଙ୍କ ବିକାଶମୂଳକ ଯୋଜନା ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଜେପି ପକ୍ଷରୁ ପ୍ରାଥମିକତା ଦିଆଯିବ। ୨୦୨୪ ମସିହାରେ ସାଧାରଣ ନିର୍ବାଚନରେ ବିଜୟ ଏବଂ ଓଡ଼ିଶାରେ ସରକାର ଗଠନ ମୂଳଲକ୍ଷ୍ୟ ଥିବାରୁ ତୃଣମୂଳ ସ୍ତରରେ ଦଳକୁ ପ୍ରସ୍ତୁତ କରାଯିବ।
ଏକ ସ୍ଥାନୀୟ!-->!-->!-->…
ଜମ୍ମୁ ଓ କଶ୍ମୀରର ନୌଗାମ୍ରେ ଏନ୍କାଉଣ୍ଟର୍: ୨ ଆତଙ୍କବାଦୀ ନିହତ
ଶ୍ରୀନଗର: ବୁଧବାର ଦିନ ଶ୍ରୀନର ଜିଲ୍ଲାର ନୌଗାମ୍ ଅଞ୍ଚରେ ଘଟିଥିବା ଏନ୍କାଉଣ୍ଟର୍ରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି।
ଏ ସଂକ୍ରାନ୍ତରେ କେତେଗୁଡ଼ିଏ ଟୁଇଟ୍ ପୋଷ୍ଟ୍ କରି କଶ୍ମୀର ଜୋନ୍ ପୁଲିସ କହିଛି ଯେ, ନିହତ ଆତଙ୍କବାଦୀମାନେ ‘ଆନ୍ସର୍!-->!-->!-->…
ଟରଣ୍ଟୋ ହିନ୍ଦୁ ମନ୍ଦିରରେ ଭାରତ ବିରୋଧୀ ଲେଖା: କାନଡା ସରକାରଙ୍କ ନିକଟରେ ଅଭିଯୋଗ କଲା ଭାରତ
ଟରଣ୍ଟୋ: ଟରଣ୍ଟୋସ୍ଥିତ ‘ବିଏପିଏସ୍ ସ୍ବାମୀନାରାୟଣ ମନ୍ଦିର’ରେ ଲିଖିତ ଭାରତ ବିରୋଧୀ ସ୍ଲୋଗାନ୍କୁ ଆଜି ଭାରତ ତୀବ୍ର ନିନ୍ଦା କରିବା ସହ ଘଟଣାର ତଦନ୍ତ କରିବା ଲାଗି କାନଡୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି।
ଅପରାଧୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା!-->!-->!-->…
୨ଲକ୍ଷ ୪୩ ହଜାର ମଦ ବୋତଲ ଉପରେ ବୁଲ ଡୋଜର ଚଢ଼ାଇଲା ଆନ୍ଧ୍ରପ୍ରଦେଶ ପୁଲିସ
ଆନ୍ଧ୍ରପ୍ରଦେଶ: ଆକ୍ସନ ମୋଡ଼ରେ ରହିଛି ଆନ୍ଧ୍ରପ୍ରଦେଶ ପୁଲିସ । ରାଜ୍ୟରେ ଚୋରା ଚାଲାଣ ହେଉଥିବା ପୁଳାପୁଳା ବେଆଇନ୍ ମଦ ଉପରେ ପୁଲିସ ନଜର ରଖିଛି । ଗତକିଛି ଦିନ ହେବ ପୁଲିସ ଆନ୍ଧ୍ରପ୍ରଦେଶରେ ବିପୁଳ ପରିମାଣର ନକଲି ମଦ ଜବତ କରିଥିବା ବେଳେ, ପୁଣି ଗତକାଲି ବୁଧବାର ପୁଳାପୁଳା ମଦ ବୋତଲ ଜବତ!-->…
ଅକ୍ଟୋବର ୨୩ରେ ଭାରତ-ପାକ୍ ମ୍ୟାଚ୍, ଦେଖୁ ଦେଖୁ ସରିଗଲା ସବୁ ଟିକେଟ
ଦୁବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଅକ୍ଟୋବର ୨୩ରେ ଖେଳାଯିବ। ଏହି ମ୍ୟାଚ୍ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ!-->…
ମାସୁଦ ଆଝାରକୁ ନେଇ ପାକିସ୍ତାନ ମିଡିଆର ମିଛ ଧରାଇଲା ତାଲିବାନ
କାବୁଲ: କୁଖ୍ୟାତ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ନେଇ ପାକିସ୍ତାନକୁ ଟାର୍ଗେଟ କରିଛି ତାଲିବାନ। ଏଫଏଟିଏଫରର ଛାଟରୁ ବର୍ତ୍ତିବା ପାଇଁ ପାକିସ୍ତାନ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଦ୍ୱାରା ମାସୁଦ ଆଝାର ଆଫଗାନିସ୍ତାନରେ ରହିଥିବା ଖବର ପ୍ରକାଶ କରିଥିଲା। ଏପରି!-->…
ବାହା ହେବାକୁ ମନା କରିବାରୁ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା, ୬ ଗିରଫ
ଲଖିମପୁର ଖେରି: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଘଟିଥିବା ଭୟଙ୍କର ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଦୁଇ ଜଣ ଦଳିତ ନାବାଳିକା ଭଉଣୀ ବାହା ହେବାକୁ ମନା କରିବାରୁ ସେମାନଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରି ଗଛରେ ଝୁଲାଇ ଦିଆଯାଇଥିଲା। ଏହି ଘଟଣାରେ ୬ ଜଣ ଯୁବକଙ୍କୁ ଗିରଫ!-->…