Sign in
Sign in
Recover your password.
A password will be e-mailed to you.
ଆଗାମୀ ୩ଦିନ ରାଜ୍ୟରେ ବୃଦ୍ଧି ପାଇବ ଦିନର ତାପମାତ୍ରା, ଅନୁଭୂତ ହେବ ଗୁଳୁଗୁଳି
ଭୁବନେଶ୍ୱର: ରାଜ୍ୟରେ ତିନି ଦିନ ତାତି । ଆଗାମୀ ୩ଦିନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଫଳରେ ଦିନ ତାପମାତ୍ରା ବୃଦ୍ଧି ପାଇବ । ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବ । କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।
୧୮!-->!-->!-->…
ସ୍ମାର୍ଟ ସିଟି ଭୁବନେଶ୍ୱର ହେବ ଡଷ୍ଟବିନ ମୁକ୍ତ ସହର, ପ୍ରଥମ ପର୍ଯ୍ୟାୟରେ ୧୩ ଟି ୱାର୍ଡରେ ଅଭିଯାନ ଆରମ୍ଭ
ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ହେବ ଡଷ୍ଟବିନ ମୁକ୍ତ ସହର । ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସିଟିର ୧୩ ଟି ୱାର୍ଡରେ ଆରମ୍ଭ ହୋଇଛି ଏହି ଅଭିଯାନ । ଏହାସହ ପରିମଳ ବ୍ୟବସ୍ଥାରେ ନିୟୋଜିତ ପୁରୁଣା ଏଜେନ୍ସିଙ୍କୁ ଡଷ୍ଟବିନ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଡଷ୍ଟବିନ ମୁକ୍ତ ସହର ପାଇଁ!-->…
ଅଡ଼ବା ଥାନାରେ ପଶି ପୋଲିସକୁ ମାଡ଼ ମାରିବା ଅଭିଯୋଗରେ ୩ଶହ ଜଣଙ୍କ ନାଁରେ ମାମଲା ରୁଜୁ
ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନାରେ ପଶି ପୋଲିସକୁ ମାଡ଼ ମାରିବା ଅଭିଯୋଗରେ ୩ଶହ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଗଞ୍ଜେଇ ଜବତ ପରେ ଜଣେ ଯୁବକଙ୍କୁ ଗିରଫ ପ୍ରତିବାଦରେ ଗତକାଲି ଅଡବା ଥାନା ଭିତରେ ଘଟିଥିଲା ଲଙ୍କାକାଣ୍ଡ । ପୋଲିସକୁ ମାଡ ମାରି ଥାନା ଭଙ୍ଗା ରୁଜା କରିଥିଲେ ଶତାଧିକ!-->…
ଫାଣ୍ଡି ଆଗରେ ହଣାକଟା : ତିନି ଜଣ ଗୁରୁତର, ୩ଜଣ ଅଟକ
ସୋର ୧୫।୦୯: ଫାଣ୍ଡି ଆଗରେ ହଣାକଟା। ଜମିଜମା ବିବାଦକୁ କେନ୍ଦ୍ରକରି ରଣକ୍ଷେତ୍ର ପାଲଟିଲା ଫାଣ୍ଡି ସମ୍ମୁଖ। ଗୋଷ୍ଠୀ ସଙ୍ଘର୍ଷରେ ୩ ଗୁରୁତର ହୋଇଥିବା ବେଳେ ୩ ଜଣଙ୍କୁ ଅଟକ ଅଛନ୍ତି। ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ସାଉଡ ଫାଣ୍ଡି ସମ୍ମୁଖରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଖବର!-->!-->!-->…
ସାପ କାମୁଡାରେ ଚାଲିଗଲା ୧୨ ବର୍ଷର ଶୁଭମ୍, ଆଖି ଦାନ କଲେ ପରିବାର ଲୋକ
ଭୁବନେଶ୍ୱର: ମୃତ୍ୟୁ ପରେ ଚକ୍ଷୁଦାନ । ପିପିଲିର ଦାଣ୍ଡମୁକୁନ୍ଦପୁର ଗାଁର ୧୨ ବର୍ଷର ବାଳକ ଶୁଭମ ମଲ୍ଲିକଙ୍କ ମୃତ୍ୟୁ ପରେ ତାଙ୍କ ଆଖି ଦାନ କରିଛନ୍ତି ପରିବାର ଲୋକ । କ୍ୟାପିଟାଲ ହସ୍ପିଟାଲରେ ଥିବା Drusti Dana Eye Bankରେ ଆଖି ଦାନ କରାଯାଇଛି ।
ଶୁଭମଙ୍କୁ ବିଷାକ୍ତ ସାପ କାମୁଡି!-->!-->!-->…
ଆସନ୍ତାକାଲି ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ସୂୂର୍ଯ୍ୟ କିରଣ ସୋ’ପାଇଁ ପ୍ରସ୍ତୁତି ଜୋରଦାର
ଭୁବନେଶ୍ୱର: ରାଜଧାନୀରେ ପ୍ରଥମ ଏୟାର ସୋ’ ପାଇଁ ପ୍ରସ୍ତୁତି ଜୋରଦାର । ଆସନ୍ତାକାଲି ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ସୂୂର୍ଯ୍ୟ କିରଣ ସୋ’ ହେବ । କଳାକୌଶଳ ଦେଖାଇବେ ବାୟୁସେନାର ଫାଇଟର ଜେଟ୍ । ତାପୂର୍ବରୁ ଫୁଲ ଡ୍ରେସ ରିହରସିଲ କରିବ ସୂର୍ଯ୍ୟକିରଣ ଟିମ । ଭୁବନେଶ୍ୱର ବିମାନ ବନ୍ଦରରେ!-->…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୮୬ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୧୫।୦୯ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୧୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…
ବୁଲୁଛି ଦନ୍ତା, ଲୋକ ଆତଙ୍କିତ
ପାଟଣା ୧୫/୦୯: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡ ବିଟ୍ ଅନ୍ତର୍ଗତ ରହଣୀଦୁମା ଗାଁ ନିକଟରେ ଏକ ଗୋଠ ଛଡା ଦନ୍ତା ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଗୋଠଛଡା ଦନ୍ତାଟି ଘଟଗାଁ ରେଞ୍ଜରୁ ଆସି ଚାଷ ଜମିରେ ପଶି ଧାନ ଫସଲ ମାଡି ଚକଟି ନଷ୍ଟ କରୁଛି । ଗାଁ ନିକଟରେ!-->!-->!-->…
ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, କ୍ୟାପିଟାଲ ହସ୍ପିଟାଲରେ ସ୍ଥିତି ଅଣାୟତ୍ତ
ଭୁବନେଶ୍ୱର ୧୫/୦୯: ରାଜ୍ୟରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ହଜାର ପାର୍ । ଗତକାଲି ସୁଦ୍ଧା ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୪୧ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୩୯ଜଣ ଡେଙ୍ଗୁ ରୋଗୀ ।!-->…
୯୦ କୋଟିର ଋଣ ଖିଲାପ, ରାଜଧାନୀରେ ସିଲ୍ ହେଲା ଆପାର୍ଟମେଣ୍ଟ
ଭୁବନେଶ୍ୱର ୧୫।୦୯: ମହଙ୍ଗା ପଡିଲା ୯୦ କୋଟିର ଋଣ ଖିଲାପ । ରାଜଧାନୀରେ ସିଲ୍ ହେଲା ଏକ ଆପାର୍ଟମେଣ୍ଟ । ଭୁବନେଶ୍ୱର ଫରେଷ୍ଟ ପାର୍କ ଅଞ୍ଚଳରେ ୬ଟି ଫ୍ଲାଟ ଥିବା ଏକ ଆପାର୍ଟମେଣ୍ଟ ସିଲ୍ ହୋଇଛି । ବ୍ୟାଙ୍କରୁ ଋଣ ଖିଲାପ ଅଭିଯୋଗରେ ଆପାର୍ଟମେଣ୍ଟ ସିଲ କରିଛି ପଞ୍ଜାବ ନାସନାଲ ବ୍ୟାଙ୍କ । ସିଲ୍!-->…