Sign in
Sign in
Recover your password.
A password will be e-mailed to you.
ସିଏମ୍ସି କମିଶନରଙ୍କୁ ବାଥରୁମ୍ କବାଟ ଦେଲେ କଂଗ୍ରେସ ନେତା
କଟକ ୧୪।୦୯: ସିଏମସି କମିଶନରଙ୍କୁ ବାଥରୁମ କବାଟ ପ୍ରଦାନ କଲେ କଂଗ୍ରେସ ନେତା ମାନସ ଚୌଧୁରୀ। ଆଜି ଏହି ଭଳି ଏକ ନିଆରା ଘଟଣା ସିଏମସି କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି।
ଖବର ଅନୁଯାୟୀ, ମଙ୍ଗଳବାର ସିଏମସି ବୈଠକରେ ଅର୍ଥାଭାବ ଯୋଗୁ ସିଏମସିର ବାଥରୁମ କବାଟ ଲଗେଇ ହେଉନାହିଁ ବୋଲି ମେୟର!-->!-->!-->…
ନକଲି ଔଷଧ କାରବାର୍, ସବୁ ଜିଲ୍ଲାରେ ହେବ ଚଢାଉ- ସ୍ୱାସ୍ଥ୍ୟମନ୍ତ୍ରୀ
ଝାରସୁଗୁଡ଼ା ୧୪।୦୯: ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଯଦି କେହି ଭୁଲ୍ କରିଥିବେ, ତେବେ ତାଙ୍କୁ ଦଣ୍ଡ ଦିଆଯିବ । ଆଇନ ତା ବାଟରେ ଯିବ । କାହାରିକୁ ଛଡ଼ାଯିବ ନାହିଁ । ଆଗକୁ ମଧ୍ୟ ସବୁ ଜିଲ୍ଲାରେ ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ!-->…
ଶୌଚ ହେବାକୁ ଯାଇ ବୃଦ୍ଧାଙ୍କ ମୃତ୍ୟୁ
ଧର୍ମଗଡ଼ 14/09: ଶୌଚ ହେବାକୁ ଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି l ମହିଳାଜଣକ ହେଲେ ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ପାବଳୀ ଗ୍ରାମର ସୁନାଫୁଲ ନାଗ। ଗତକାଲି ଅପରାହ୍ନ ୪ଟା ବେଳେ ଜିଲ୍ଲା ମୁଖୀଗୁଡା ଇନ୍ଦ୍ରାବତୀ ଲିଫ୍ଟ କେନାଲକୁ ଶୌଚ ହେବାକୁ!-->…
ବାଇକ୍ରେ ଆସି ନେଇଗଲେ କେଜିଏରୁ ଅଧିକ ସୁନା
ଭଦ୍ରକ ୧୪।୦୯: ଭଦ୍ରକ ବାସୁଦେବପୁର ବତଡ଼ା ବଜାରରେ ବଡ଼ଧରଣର ଲୁଟ୍ । ବଜାରରେ ଥିବା କାଶୀଶ୍ୱର ସୁନା ଦୋକାନରୁ କେଜିଏ ଅଧିକ ସୁନା ଲୁଟ୍ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବଜାରରେ ଥିବା କାଶୀଶ୍ୱର ସୁନା ଦୋକାନରୁ ଲୁଟ୍ ହୋଇଛି । ଦୁଇ ଜଣ!-->!-->!-->…
ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ
ଜଳେଶ୍ୱର ୧୪।୦୯ : ବିଧାୟକଙ୍କୁ ହତ୍ୟା ଧମକ । ବାଲେଶ୍ୱର ଜିଲ୍ଲା ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବାଲେଶ୍ୱର ଏସ୍ପିଙ୍କ ନିକଟରେ ଏପରି ଅଭିଯୋଗ ଆଣିଛନ୍ତି ଖୋଦ୍ ବିଧାୟକ ।
ଖବର ଅନୁଯାୟୀ, ମଙ୍ଗଳବାର ସକାଳ ୮.୩୦ରୁ ୯ଟା!-->!-->!-->…
ନାରାୟଣ ବସ୍ତିରେ ଚନ୍ଦୁ ହତ୍ୟାକାଣ୍ଡ ମାମଲା, ଲେଡି ଡନ୍ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା ଗିରଫ
ଭୁବନେଶ୍ବର ୧୪।୦୯ : ନାରାୟଣ ବସ୍ତିର ପି. ସୁବ୍ରତ ରାଓ ଓରଫ୍ ଚନ୍ଦୁ ହତ୍ୟାକାଣ୍ଡ ମାମଲା । ଗିରଫ ହେଲେ ଲେଡି ଡନ୍ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା । ଦୁଇ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ହତ୍ୟାକାଣ୍ଡ ପରେ ବାହାର ଜିଲ୍ଲାରେ ଯାଇ ଲୁଚିଥିଲେ ରଞ୍ଜୁ ଓ ସହଯୋଗୀ ।
!-->!-->!-->…
ମୁଣ୍ଡାସାହି ନିକଟରୁ ୧୪୨ଗ୍ରାମର ବ୍ରାଉନସୁଗାର ଜବତ, ଦୁଇ ଗିରଫ
ଅନୁଗୁଳ ୧୪/୦୯: ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଇଲାକା ମୁଣ୍ଡାସାହି ଛକ ନିକଟରୁ ୧୪୨ଗ୍ରାମର ବ୍ରାଉନସୁଗର ଜବତ। ଚୋରା କାରବାରରେ ଲିପ୍ତ ଥିବା ଜଣେ ମହିଳା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କଲା ଅବକାରୀ ବିଭାଗ ।
ସୂଚନାନୁଯାୟୀ, ଗିରଫ ହୋଇଥିବା ମହିଳା ଜଣଙ୍କ ହେଲେ ନାଲକୋ ଥାନା ଅଞ୍ଚଳର!-->!-->!-->…
ବିଡିଓଙ୍କ ଗାଡି ଧକ୍କାରେ ସାଇକେଲ୍ ଆରୋହୀ ମୃତ
ନୂଆପଡା ୧୪।୦୯: ବିଡିଓଙ୍କ ଗାଡି ଧକ୍କାରେ ସାଇକେଲ୍ ଆରୋହୀ ମୃତ । ଥାନାରେ ମାମଲା ରୁଜୁ । କ୍ଷତିପୂରଣ ଦାବିରେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ଛାଡୁନାହାନ୍ତି ପରିବାରଲୋକେ । ଘଟଣାସ୍ଥଳରେ ନୂଆପଡ଼ା ଏସ୍ଡିପିଓ ସହ ନୂଆପଡ଼ା ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା!-->…
ପିଲାଛୁଆ ହେଲାନି ବୋଲି ମାରିଦେଲେ ଶାଶୁ ଘର !
ଭଦ୍ରକ ୧୪।୦୯: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ଆସିଛି ଚାଞ୍ଚଲ୍ୟକର ଘଟଣା । ବିବାହର ଦୁଇ ବର୍ଷ ପରେ ପିଲା ପିଲି ନହେବାରୁ ବଧୂ ହତ୍ୟା ଅଭିଯୋଗ । ଝିଅ ପରିବାର ପକ୍ଷରୁ ଆଣିଲେ ଏପରି ସାଙ୍ଘାତିକ ଅଭିଯୋଗ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ମହିଳାଙ୍କ!-->…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୬୦ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୧୪।୦୯ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୨ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୦୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…