ମାଗଣା ବା ଶସ୍ତା ବିଜୁଳି ଲାଗି ଏଣିକି ଆବେଦନ କରିବାକୁ ପଡ଼ିବ

ନୂଆଦିଲ୍ଲୀ: ଏଣିକି ମାଗିଲେ ହିଁ ମିଳିବ ଶସ୍ତା ବିଜୁଳି। ବିନା ଆବେଦନରେ ସବ୍‌ସିଡି ଯୁକ୍ତ ବିଜୁଳି ପାଇବେ ନାହିଁ ଉପଭୋକ୍ତା। ଏଭଳି କିଛି ଆଜି ବଡ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦେଶର ରାଜଧାନୀ ଦିଲ୍ଲୀରେ ମାଗଣା ବିଜୁଲି ବଣ୍ଟନ ନିୟମରେ ବଡ ପରିବର୍ତ୍ତନ

ପିଲା ଚୋର ଭାବି ୪ ସାଧୁଙ୍କୁ ନିସ୍ତୁକ ମାଡ଼

ମୁମ୍ବାଇ: ପିଲା ଚୋର ଭାବି ସାଧୁଙ୍କ ନିସ୍ତୁକ ପିଟିଲେ ଲୋକେ। ମହାରାଷ୍ଟ୍ରରେ ପାଲଘର ଭଳି ଘଟଣାର ପୁନାରାବୃତ୍ତି ଘଟିଛି। ମଙ୍ଗଳବାର ସାଙ୍ଗଲି ଜିଲ୍ଲାରେ ୪ ଜଣ ସାଧୁଙ୍କ ଉପରେ ଆକ୍ରମଣ ହୋଇଛି। ପିଲା ଚୋର ସନ୍ଦେହରେ ଲୋକେ ନିର୍ଧୁମ ପିଟିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ

ଘଣ୍ଟାଏ ଅନ୍ତରରେ ଜୀବନ ହାରିଲେ ଦୁଇ ବାନ୍ଧବୀ

ପୁଣେ: ଘଣ୍ଟାଏ ଅନ୍ତରରେ ଜୀବନ ହାରିଲେ ଦୁଇ ବାନ୍ଧବୀ। ଜଣେ ସାଙ୍ଗ ଆତ୍ମହତ୍ୟା କରିବାର ଘଣ୍ଟାଏ ପରେ ଆଉ ଜଣେ ଜୀବନ ହାରିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ମଙ୍ଗଳବାର ମହାରାଷ୍ଟ୍ରର ହାଦପସାର ଟାଉନ୍‌ରେ ଘଟିଛି। ଉଭୟଙ୍କ ମଧ୍ୟରୁ ଜଣେ ଯୁବତୀ ସନ୍ଧ୍ୟା ୬ଟା ୩୦ରେ ନିଜ ବେଡ୍ ରୁମରେ ଆତ୍ମହତ୍ୟା

ଏଲିଜାବେଥ‌ଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବ୍ରିଟେନର ଦିବଙ୍ଗତ ରାଣୀ ଏଲିଜାବେଥ‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେବେ। ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଗସ୍ତ କରି ସେଠାରେ ରାଣୀଙ୍କୁ ଶେଷ ଦର୍ଶନ ଶୋକବ୍ୟକ୍ତ କରିବେ। ଏଥିପାଇଁ

ହରିଦ୍ବାରରେ ଯୁବକଯୁବତୀଙ୍କ ରିଲ୍ସ ବନାଇବାକୁ ନେଇ ସାଧୁସନ୍ଥଙ୍କ ଆପତ୍ତି

ଡେରାଡୁନ: ଆଜି କାଲି ଯୁବପିଢ଼ି ରିଲ୍ସ ଭିଡିଓ ବନାଇବାକୁ ନେଇ ପାଗଳ। ଯାହାକୁ ଦେଖିବ ସିଏ ବିଭିନ୍ନ ଡାଏଲଗ୍‌ ଆଉ ଗୀତରେ ରିଲ୍ସ ଭିଡିଓ ବନାଉଛନ୍ତି। ସୋଶାଲ ମିଡିଆରେ ଭାଇରାଲ ହେବା ପାଇଁ ଓ ଲାଇକ୍‌ ଶେଆର ବଢ଼ାଇବା ପାଇଁ ଆପଣାନ୍ତି ପ୍ରତିଦିନ ନୂଆ ନୂଆ ଫଣ୍ଡା। ନିକଟରେ କିଛି ଯୁବକ ଓ ଯୁବତୀ

ଗାନ୍ଧି ପରିବାର ହାତରୁ କ୍ଷମତା ଯେମିତି ନଖସେ ସେଥିଲାଗି ଯୋଜନା

ନୂଆଦିଲ୍ଲୀ: ଆଗକୁ କଂଗ୍ରେସ ସଭାପତି ନିର୍ବାଚନ ଥିବା ବେଳେ ତାପୂର୍ବରୁ ସୋନିଆ ଗାନ୍ଧିଙ୍କୁ ନେଇ ହୋଇଥିବା ଏକ ରଣନୀତି ଦଳରେ ହଲଚଲ ସୃଷ୍ଟି କରିଛି। ଦଳର କ୍ଷମତା ଗାନ୍ଧୀ ପରିବାର ହାତରୁ ଯେମିତି ନଖସିବ ସେଥିଲାଗି ସବୁ ବ୍ୟବସ୍ଥା କରାଯିବାକୁ ଉଦ୍ୟମ ହେଉଛି | କଂଗ୍ରେସର ଶୀର୍ଷ ନେତୃତ୍ୱ

ମୁଁ ଈଶ୍ବରଙ୍କ ଇଚ୍ଛାରେ କଂଗ୍ରେସ ଛାଡ଼ିଲି : ଗୋଆ ମୁଖ୍ୟମନ୍ତ୍ରୀ

ପାଣାଜି: ଗୋଆ କଂଗ୍ରେସ ଆଣ୍ଠୁମାଡ଼ି କଚାଡ଼ି ହୋଇପଡ଼ିବାର କିଛି ଘଣ୍ଟା ପରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ପୂର୍ବତନ ନେତା ଦିଗମ୍ବର କାମତ ମୁହଁ ଖୋଲିଛନ୍ତି। ଦିଗମ୍ବର କହିଛନ୍ତି ଯେ, ସେ ଯାହା କରିଛନ୍ତି ଇଶ୍ୱରଙ୍କ ଇଚ୍ଛାରେ କରିଛନ୍ତି। ଚଳିତ ବର୍ଷ ଆରମ୍ଭରୁ ଗୋଆ ନିର୍ବାଚନ

ଫେଲ ମାରିଛି ମୋ ସରକାରଙ୍କ (5 T) ସ୍କୁଲର ମଧ୍ୟାହ୍ନ ଭୋଜନ…!

ପିଲାମାନେ ଖାଉଛନ୍ତି ପକୋଡା, ପୋକ ସାଲୁ ବାଲୁ ଚାଉଳ ଉମରକୋଟ : ଉମରକୋଟ ବ୍ଲକ, ନବରଙ୍ଗପୁର ଜିଲ୍ଲା, ଅଧିନେସ୍ତ U V No 6 ମୁର୍ତ୍ତୁମା ଗ୍ରାମରେ ଆଜି 5T ସ୍କୁଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା, ଯେଉଁଥିରେ ମୋ ସରକାରଙ୍କ 5T ସ୍କୁଲର ମଧ୍ୟାନ୍ନ ଭୋଜନ ଯୋଜନା ଫେଲ ମାରିଛି

ସ୍ବଚ୍ଛତାର ଅମୃତ ମହୋତ୍ସବରେ ‘ରାଉରକେଲା ବୁଲ୍’

ରାଉରକେଲା :,(ବସନ୍ତ କୁମାର ଜେନା); ସ୍ବଚ୍ଛତାର ଅମୃତ ମହୋତ୍ସବ ଅବସରରେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ଯାଏଁ ସମଗ୍ର ଦେଶବ୍ୟାପୀ ଇଣ୍ଡିଆନ୍ ସ୍ବଚ୍ଛତା ଲିଗ୍ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଦେଶର ପ୍ରାୟ ୧୮୦୦ ସହର ଭାଗ ନେବେ। ଯାହା ମଧ୍ୟରେ ରାଉରକେଲା ସହର ମଧ୍ୟ

ସିକନ୍ଦରାବାଦର ଇ-ବାଇକ୍‌ ଶୋରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ; ଓଡ଼ିଆ ଦମ୍ପତିଙ୍କ ସହ ୮ ମୃତ

ହାଇଦ୍ରାବାଦ l କଟକ ୧୩/୦୯: ସିକନ୍ଦରାବାଦର ଏକ ଇଲେକ୍ଟ୍ରିକ ଭେଇକିଲ୍‌ ଶୋରୁମରେ ସୋମବାର ରାତିରେ ନିଆଁ ଲାଗି ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କଟକର ଓଡ଼ିଆ ଦମ୍ପତି ମଧ୍ୟ ରହିଛନ୍ତି। ମୃତ ଦମ୍ପତିଙ୍କ ପରିଚୟ ମିଳିଛି। ସେମାନେ ହେଲେ କଟକ କାଫଲା ବଜାର ମହାନ୍ତି ପଡ଼ାର