Sign in
Sign in
Recover your password.
A password will be e-mailed to you.
ଦୁଇ ମହଲା ଛାତରୁ ଡେଇଁ ଫାୟାର ମ୍ୟାନଙ୍କ ଆତ୍ମହତ୍ୟା
ଢେଙ୍କାନାଳ ୧୩/୦୯: ଦୁଇ ମହଲା ଛାତରୁ ଡେଇଁ ପଡିଲେ ଫାୟାର ମ୍ୟାନ । ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଦମକଳ କେନ୍ଦ୍ରରେ ଘଟିଛି ଏପରି ଅଭାନୀୟ ଘଟଣା । ମୃତକ ହେଲେ!-->…
ବିପଦ ସଂକୁଳ ଭାବେ ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ
ଦାରିଙ୍ଗବାଡ଼ି(୧୩/୯) : ଉପାନ୍ତ ଅଂଚଳରେ ରାସ୍ତା ନଥିବା ହେତୁ ନାଳ,ନଦୀ ଉପରେ କୋମଳମତି ସ୍କୁଲ ଛାତ୍ରଛାତ୍ରୀ ମାନେ ବିପଦ ସଂକୁଳ ଅବସ୍ଥାରେ ପାହାଡିଆ କାଦୁଆ ରାସ୍ତା ଦେଇ ନାଳ ପାର ହୋଇ ସ୍କୁଲ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି । କିରୀକୁଟି ପଞ୍ଚାୟତ ଅନ୍ତର୍ଗତ ଡେବାକାଡ଼ାଓ!-->!-->!-->…
ହାଇକୋର୍ଟରେ ଓଟିଏମ ପୁନଃରୁଦ୍ଧାର ମାମଲା, ଦୁଇ ଶହ କୋଟିରେ କିଣିବାକୁ ଓଏମ୍ବିଏସ୍ର ଆବେଦନ
କଟକ ୧୩।୦୯ : ହାଇକୋର୍ଟରେ ଓଟିଏମ ପୁନଃରୁଦ୍ଧାର ମାମଲା । ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ଅଫିସିଆଲ ଲିକ୍ୟୁଡେଟରଙ୍କୁ ନିର୍ଦ୍ଦେଶ। ଏହା ସହ ଆସନ୍ତା ଗୁରୁବାର ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ଅନ୍ୟ ପକ୍ଷରେ ଦୀର୍ଘଦିନ ଧରି ଅଚଳ ହୋଇ ରହିଥିବା!-->…
ଦାରିଙ୍ଗବାଡ଼ି ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ଦାରିଙ୍ଗବାଡ଼ି (୧୩/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଭିନ୍ନକ୍ଷମ ଶିବିରରେ ମୋଟ ୮୬୪ ଜଣ ରେଜିଷ୍ଟ୍ରେସନ କରିଥିଲେ । ସେଥିରୁ ଚଳନ ଶକ୍ତି ବାଧିତ ୪୪୦, ଶ୍ରବଣ ଓ କଥା ଶକ୍ତି ବାଧିତ!-->…
ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ହଷ୍ଟେଲରୁ ମିଳିଲା ମୃତଦେହ
ଭୁବନେଶ୍ୱର ୧୩।୦୯ : ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା। ହଷ୍ଟେଲ ରୁମ୍ରେ ଛାତ୍ରଙ୍କ ମୃତଦେହ ଠାବ ହୋଇଛି । ମୃତ ଛାତ୍ର ଜଣଙ୍କ ପାରିକୁଦ ଅଞ୍ଚଳର, ତାଙ୍କ ନାମ ସୂର୍ଯ୍ୟ ପ୍ରକାଶ ପଲେଇ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ରାଜଧାନୀ ଇନ୍ଫୋଭାଲି ଥାନା ଅଧିନ ଏକ ଘରୋଇ କଲେଜ!-->!-->!-->…
ଆନ୍ଦୋଳନକୁ ଓଲ୍ଲାଇଲେ କୁକୁଡ଼ା ଚାଷୀ
ବୁଗୁଡ଼ା (୨୩/୦୯) : କୁକୁଡ଼ା ଚାଷୀଙ୍କୁ କମ୍ପାନୀ ମାନେ ଉନ୍ନତ ମାନର ଛୁଆ କି ଦାନା ଦେଉ ନଥିବାରୁ ଚାଷୀ ମାନେ କ୍ଷତି ସହୁଥିବା ଫଳରେ ବହୁ ଚାଷୀ ଫାର୍ମ ବନ୍ଦ କରି ଦାଦନ ଖଟିବାକୁ ଚାଲି ଗଲେଣି ବୋଲି ଅଭିଯୋଗ କରି ରାଜ୍ୟ ସଂଘର ଡାକରା କ୍ରମେ ବୁଗୁଡ଼ା ବ୍ଲକର କୁକୁଡ଼ା ଫାର୍ମ ମାଲିକ ମାନେ!-->…
ପୁରୀରେ ବିଜେପିର ତିନିଦିନିଆ ପ୍ରଶିକ୍ଷଣ ଶିବର ଆରମ୍ଭ
ପୁରୀ ୧୩।୦୯ : ପୁରୀଠାରେ ଆରମ୍ଭ ହୋଇଛି ବିଜେପିର ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର । ପ୍ରଭାରୀଙ୍କ ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ଦଳର ସାଧାରଣ ସମ୍ପାଦକ ଓ ଉପସଭାପତି ମାନେ ଏବଂ ରାଜ୍ୟ କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି । ସବୁ!-->…
୩୦ ଫୁଟ୍ ଡେଇଁ ପାଚେରୀ ଭାଙ୍ଗି ଏୟାର୍ପୋର୍ଟ ପରିସରକୁ ପଶିଲା କାର୍
ଭୁବନେଶ୍ୱର ୧୩।୦୯: ଏୟାରପୋର୍ଟ୍ ପରିସରରେ ଥିବା ସିକ୍ୟୁରିଟି କେବିନ ନଂ ୧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଫିଲ୍ମ ଷ୍ଟାଇଲରେ ଉଡିଲା କାର। ଭାଙ୍ଗିଲା ୩୦ ଫୁଟ୍ ପାଚେରୀ। ଦୃତଗତିରେ ଆସି ଡିଭାଇଡ଼ରେ ପିଟି ହୋଇ ୩୦ ଫୁଟ୍ ପାଚେରୀ ଡେଇଁବା ସହ ପାଚେରୀ ଭାଙ୍ଗି ଏୟାପୋର୍ଟ ପରିସରକୁ ପଶିଲା!-->…
ବଡମାଧପୁରରେ ବିରାଟ ଚାଷୀ ସମାବେଶ
ଛତ୍ରପୁର: ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର ମାଁ କଣ୍ଠେରଣା ମନ୍ଦିର ପ୍ରାଙ୍ଗଣରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାବେଶରେ ବଡମାଧପୁର ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ ସଭାପତିତ୍ବ କରିଥିବା ବେଳେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀ!-->!-->!-->…
ଶୋଇଥିବା ଅବସ୍ଥାରେ ଚଢିଗଲା ବାଲି ବୋଝେଇ ଡମ୍ଫର: ଜଣେ ମୃତ, ୨ ଗୁରୁତର
ଭଦ୍ରକ: ଶୋଇଥିବା ଅବସ୍ଥାରେ ଚଢିଗଲା ଟ୍ରକ। ଜଣେ ମୃତ, ଦୁଇ ଗୁରୁତର। ଜାତୀୟ ରାଜପଥ କାମରୋ ନିୟୋଜିତ ଶ୍ରମିକମାନେ ଶୋଇଥିବାବେଳେ ଚଢିଗଲା ବାଲି ବୋଝେଇ ଡମ୍ଫର। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି।
୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ!-->!-->!-->…