Sign in
Sign in
Recover your password.
A password will be e-mailed to you.
ଟ୍ରାକ୍ରେ ଦୌଡିଲେ ୧୦୨ ବର୍ଷୀୟ ବୃଦ୍ଧ
ନୂଆଦିଲ୍ଳୀ ୧୫।୦୯: ବିଶ୍ୱରେ ଅନେକ ଲୋକ ଅଛନ୍ତି, ଯାହାଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା । ବୟସ ବଢ଼ିବା ସହିତ ଏଭଳି ଉତ୍ସାହୀ ଲୋକଙ୍କ ସାହସ ବଢ଼ିଚାଲେ । ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ସେମାନେ କିଛି ଭିନ୍ନ କରନ୍ତି । ବୟସ ୬୦ ଟପିବା ପରେ କେବଳ ଆରାମ!-->…
ଏନଡିଏରେ ହୋଇପାରେ ଚିରାଗ ପାସୱାନଙ୍କ ଘରବାହୁଡା
ନୂଆଦିଲ୍ଲୀ ୧୫/୦୯: ବିଜେପି ଆଡକୁ ଢଳୁଛନ୍ତି ଚିରାଗ ପାସଓ୍ୱାନ । ବୁଧବାର ସୁରଟରେ ହିନ୍ଦୀ ଦିବସ ଉତ୍ସବ କାର୍ଯ୍ୟକ୍ରମ ଥିଲା । ଯାହାକୁ ସମ୍ୱୋଧନ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ଭାରତୀୟ ଜନତା ପାର୍ଟି (ବିଜେପି) ଅମିତ ଶାହା । ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଲୋକ!-->…
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର ଦୁର୍ଘଟଣାଗ୍ରସ୍ତ
ୟୁକ୍ରେନ ୧୫/୦୯: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଜେଲେନସ୍କି ସାମାନ୍ୟ ଆହତ ହୋଇଛନ୍ତି । ରାଜଧାନୀ କିଭ୍ ନିକଟରେ ଦୁର୍ଘଟଣା ଘଟିଛି ।
ୟୁକ୍ରେନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏକ ପାସେଞ୍ଜର କାର ଜେଲେନସ୍କିଙ୍କ ଏସକର୍ଟ ସହ ତାଙ୍କ କାରକୁ!-->!-->!-->…
ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨ ଦିନିଆ ଉଜ୍ବେକିସ୍ତାନ ଗସ୍ତ
ନୂଆଦିଲ୍ଲୀ ୧୫।୦୯: ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨ ଦିନିଆ ଉଜ୍ବେକିସ୍ତାନ ଗସ୍ତ । ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗସ୍ତ କରିବେ।
ଉଜବେକିସ୍ତାନର ସମରକନ୍ଦରେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ଏହି!-->!-->!-->…
ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଏଏସ୍ପିଙ୍କ ମାଡ଼
ନବରଙ୍ଗପୁର: ଖାକିର ଦାଦାଗିରି । ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଏଏସ୍ପିଙ୍କ ମାଡ଼ । ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ ଲାଠିରେ ଆକ୍ରମଣ କରିଥିବା ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାର ଏହି ଘଟଣା ଘଟିଛି । ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗରେ!-->…
ବାଘପାଲି ସଂରକ୍ଷିତ ଜଙ୍ଗଲରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର ଘଟଣାରେ ୨ ଗିରଫ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବାଘପାଲି ସଂରକ୍ଷିତ ଜଙ୍ଗଲରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର ଘଟଣାର ୨ ଗିରଫ । ଆଜି ଦୁଇଜଣଙ୍କୁ ଗିରଫ କରିଛି ଉଲୁଣ୍ଡା ବନବିଭାଗ । ଗତ ୧୩ ତାରିଖରେ ଜଙ୍ଗଲରୁ ବାଘର ମୃତଦେହ ମିଳିଥିଲା ।
ମୃତ ବାଘର ନଖ କାଟିନେଇଥିଲେ ଶିକାରୀ । ଉଲୁଣ୍ଡା!-->!-->!-->…
ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକ
ବାଲେଶ୍ୱର ୧୫।୦୯: ବାଲେଶ୍ଵର ସଦରର ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକ । ୭୫ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। କଂଗ୍ରେସ ନେତାଙ୍କ ସମେତ ବିଭିନ୍ନ ଦଳର ରାଜନେତା, ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ!-->…
ସ୍ୱାମୀକୁ ଟାର୍ଗେଟ୍ ବେଳେ ସାମ୍ନାକୁ ଚାଲି ଆସିଲେ ସ୍ତ୍ରୀ, ଗୁଳିମାଡରେ ଚାଲିଗଲା ଜୀବନ
ନୂଆପଡ଼ା : ନୂଆପଡ଼ା କୋମନା ଥାନା ଠୁଟିବର ଗାଁରେ ଗୁଳିକାଣ୍ଡ । ଜଣେ ମହିଳା ମୃତ । ମୃତ ମହିଳା ଜଣକ ହେଲେ ଶରତ ସାହୁଙ୍କ ସ୍ତ୍ରୀ କୁମୁଦିନୀ ଶବର । ସ୍ୱାମୀର ଜୀବନ ବଞ୍ଚାଇବାକୁ ଯାଇ ମହିଳା ମୃତ । ଗୁଳିମାଡ଼ କରିଥିଲେ ଗ୍ରାମରକ୍ଷୀଙ୍କ ପୁଅ ନୀଳାମ୍ବର ସୁନା । ଦାଦାବଟି ନ ଦେବାରୁ ଗୁଳି କରି!-->…
କାଠଯୋଡ଼ି ବ୍ରିଜରୁ ତଳକୁ ଖସିଲା ମାଛ ବୋଝେଇ ଟ୍ରକ୍
କଟକ ୧୫।୦୯ : କାଠଯୋଡ଼ି ବ୍ରିଜରୁ ତଳକୁ ଖସିଲା ମାଛ ବୋଝେଇ ଟ୍ରକ୍ । ଭାରସାମ୍ୟ ହରାଇ ପ୍ରାୟ ୧୫ ଫୁଟ୍ ତଳକୁ ଖସିଥିବା ସୂଚନା । ତେବେ ଏଥିରେ କେହି ଆହତ ହୋଇ ନଥିବା ଜଣାପଡିଛି । ଟ୍ରକରୁ ମାଛ ଖାଲି କରିବା ପରେ ଉପରକୁ ଉଠାଯିବ ଟ୍ରକ ।
ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ!-->!-->!-->…
ଶ୍ୱେତା କୁମାରୀଙ୍କ ଆତ୍ମହତ୍ୟା ମାମଲା, ବୟଫ୍ରେଣ୍ଡଙ୍କୁ ରାତିଅଧିଆ ଜେରା
ଭୁବନେଶ୍ୱର,୧୫/୦୯: ଦୀର୍ଘ ଦିନ ପରେ ପୁଣି ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଆଗେଇଛି । ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍ ମହାପାତ୍ରଙ୍କୁ ରାତିଅଧିଆ ଜେରା କରିଛି । ଏହାସହ ପୁଲିସ୍ ଶ୍ୱେତାଙ୍କ ବାପା ଓ!-->…