ସପରିବାର ସହ ଏସପିଙ୍କ ଦ୍ୱାରସ୍ଥ ହେଲେ ଗୃହରକ୍ଷୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାର ଆଇଆଇସି ଧୀରଜ ଲେଙ୍କାଙ୍କ ବିରୁଦ୍ଧରେ ଆସିଛି ସାଂଘାତିକ ଅଭିଯୋଗ । ଜଣେ ଗୃହରକ୍ଷୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ କୋଟଗଡ଼ ଆଇଆଇସି ଧୀରଜ ଲେଙ୍କା ଏକ ଅଭିଯୋଗର ବିଚାରାଧୀନରେ ବିବ୍ରତ ହୋଇ

ରାଜଧାନୀରେ ପରାକ୍ରମ ଦେଖାଇଲେ ବାୟୁବୀର

ଭୁବନେଶ୍ୱର ୧୬/୦୯: ଆଜି ରାଜଧାନୀ ଭୁବନେଶ୍ବରରେ ସୂର୍ଯ୍ୟକିରଣ ଏୟାର ସୋ । ବାୟୁସେନା ଦେଖାଇଛି ଦମଦାର ପ୍ରଦର୍ଶନ । କୂଆଖାଈ ବାଲିଯାତ୍ରା ପଡିଆରେ ହୋଇଥିଲା ଏହି ସୂର୍ଯ୍ୟକିରଣ ସୋ । ଦେଖିବାକୁ ମିଳିଲା ଶହ ଶହ ସଂଖ୍ୟାରେ ଭିଡ । ଆକାଶରେ ଗର୍ଜିଥିଲା ୯ ଲଢୁଆ ହକ୍ ବିମାନ । ଘଣ୍ଟାକୁ ୧୬୦୦

ହାଇଡ୍ରା ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ହାଇଡ୍ରା ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାଁ ଲିଜା ଧୁରିଆ ଓ ତାଙ୍କ ଘର ଜମିଦାରପଡ଼ା ବୋଲି ଜଣାପଡିଛି। ଲିଜା ସାଇକେଲରେ ଅର୍ଡ଼ା କଲେଜକୁ ଯାଉଥିବା ସମୟରେ ରାସ୍ତାରେ ତାଙ୍କୁ ଏକ ବଡ଼

ସିଆଲଦା-ପୁରୀ ମଧ୍ୟରେ ଚାଲିବ ପୂଜା ସ୍ପେସାଲ

ଭୁବନେଶ୍ବର : ପାର୍ବଣ ଋତୁରେ ଯାତ୍ରୀମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବ ରେଲବାଇ ପକ୍ଷରୁ ସିଆଲଦା-ପୁରୀ ମଧ୍ୟରେ ପୂଜା ସ୍ପେସାଲ ଟ୍ରେନ୍‌ ଚଳାଇବା ପାଇଁ ବ୍ୟବସ୍ଥା ହୋଇଛି। ୦୩୧୦୧ ସିଆଲଦା-ପୁରୀ ପୂଜା ସ୍ପେସାଲ ଅକ୍ଟୋବର ୧, ୨୦୨୨ ରୁ ଅକ୍ଟୋବର ୨୯, ୨୦୨୨ ମଧ୍ୟରେ ୫ ଟ୍ରିପ କରିବ। ପ୍ରତି

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

ଭୋଗରାଇ ୧୬/୦୯: ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ । ମୃତ ଯୁବକ ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କୁମ୍ଭାରମୁଳି ପଂଚାୟତ ଚୌକି ଗ୍ରାମର ଚନ୍ଦନ ଆଧେକ । ତାଙ୍କ ବୟସ ୩୦ ହେବ । ବାପା ଜଗନ୍ନାଥ ଆଧେକ ତାଙ୍କର ଦୁଇ ଭାଇ ଜଣେ ଭଉଣୀ ଅଛନ୍ତି । ତାଙ୍କର ଚୌକି ବଜାରରେ ଏକ ସାଇକେଲ ଦୋକାନ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୧୪ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୧୬/୦୯: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୮୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ

କଣ୍ଟାବାଞ୍ଜି ସହରର ଏକ ଲଜରୁ ୬୦ ଲକ୍ଷ ଜବତ: ୭ ଗିରଫ

କଣ୍ଟାବାଞ୍ଜି ୧୬/୦୯: ପାର୍ବଣ ଆରମ୍ଭରୁ ପୋଲିସକୁ ସଫଳତା । ଲଜରୁ ମିଳିଲା ୬୦ ଲକ୍ଷରୁ ଅଧିକ ଟଙ୍କା । କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୋଲିସ ଚଢ଼ାଉ କରି ଏହି ଟଙ୍କା ଜବତ କରିଛି ପୋଲିସ । ବିଳମ୍ବିତ ରାତି କଣ୍ଟାବାଞ୍ଜି ପୋଲିସ ସହରର ଏକ ଲଜ ରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୭ ରାଜ୍ୟ

ଲୋକଙ୍କ ପାଇଁ କାମ କଲେ କ୍ଲାନ୍ତ ଅନୁଭବ ହୁଏନି: ନବୀନ

ଭୁବନେଶ୍ୱର ୧୬/୦୯: ଲୋକଙ୍କ ପାଇଁ କାମ କଲେ କଷ୍ଟ ଲାଗେନି । ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନଙ୍କ ପ୍ରଶ୍ନରେ ଇଏ ଥିଲା ନବୀନଙ୍କ ଉତ୍ତର । ମୁମ୍ବାଇରେ ନିବେଶକଙ୍କ ସହିତ ଗୋଟିଏ ପରେ ଗୋଟିଏ ବୈଠକ କରି ଓଡିଶାରେ ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ କରିଥିଲେ ନବୀନ । କୁହାଯାଉଛି ଗୋଟିଏ

ଖୁବଶୀଘ୍ର ଓଡ଼ିଶାରେ 5G ଟେଲିକମ ସେବା

ନୂଆଦିଲ୍ଲୀ ୧୬/୦୯: ଖୁବ୍ ଶୀଘ୍ର ଓଡ଼ିଶାରେ ଉପଲବ୍ଧ ହେବ 5-G ସେବା । ଭୁବନେଶ୍ବରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟିରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହା କହିଛନ୍ତି କେନ୍ଦ୍ର ଆଇ.ଟି. ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏଥି ସହ ଖୁବ୍ ଶୀଘ୍ର ସୋଆରେ 5-G ଲ୍ୟାବ୍ ଓ

ସଲମାନ୍ ଖାନଙ୍କୁ ହତ୍ୟା ଧମକ ମାମଲାର ତଦନ୍ତ କରିବ ମୁମ୍ବାଇ କ୍ରାଇମ ବ୍ରାଞ୍ଚ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିିଷ୍ଣୋଇ ମାମଲାର ତଦନ୍ତ ଏବେ ବାନ୍ଦ୍ରା ପୁଲିସଠାରୁ କାଢ଼ି ନିଆଯାଇ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ସେପଟେ ଅଧିକ ତଦନ୍ତ ଲାଗି ମୁମ୍ବାଇ ପୁଲିସର ଏକ ଟିମ୍