ଧରାବତରଣ କଲେ ଦେବଶିଳ୍ପୀ ଵିଶ୍ଵକର୍ମା

ହିଞ୍ଜିଳିକାଟୁ (୧୭/୯) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ କଲେଜଛକ ନିକଟ ବରାହୀ ପାହାଡ ପାଦଦେଶରେ ଅବସ୍ଥିତ ଥିବା ବିଶ୍ବକର୍ମା ମନ୍ଦିରରେ ପୂର୍ବଖଣ୍ଡ ତାଲୁକା ସଭାପତି ଅଜୟ କୂମାର ମହାରଣା ଙ୍କ ସଭାପତିତ୍ବରେ ମହାରଣା କୂଳ ପକ୍ଷରୁ ଦେବଶିଳ୍ପୀ ବିଶ୍ବକର୍ମା ଙ୍କ ପୂଜାଉତ୍ସବ

ଗାଧୋଇବା ବେଳେ ନଦୀରେ ବୁଡ଼ି ଇଞ୍ଜିନିୟରିଙ୍ଗ ଛାତ୍ର ମୃତ

ଜଗତସିଂହପୁର ୧୭/୦୯: ଜଗତସିଂହପୁର ଜିଲା ବିରିଡି ଥାନା କମଳପୁର ଗାଁରେ ଅଘଟଣ। ବଡ଼ ବାପାଙ୍କ ଦଶାହ କର୍ମକୁ ଆସିଥିବା ଯୁବକଙ୍କ ନଦୀରେ ବୁଡ଼ି ମୃତ୍ୟୁ ହୋଇଛି। ଖବର ଅନୁସାରେ, ଶନିବାର ବିଲୁଆ ଖାଇ ନଦୀରେ ଗାଧୋାଇଥିବା ବେଳେ ପାଣିରେ ବୁଡିଯାଇ ଇଞ୍ଜିନିୟରିଇଂ ଛାତ୍ରଙ୍କ ମୃତ୍ୟ ହୋଇଛି।

ଜନ ଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ

ଭୁବନେଶ୍ବର: ଭଦ୍ରକ ଷ୍ଟେସନ ନିକଟରେ ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟତ ହୋଇଛି। ଡଗରାସାହି ଲେବୁଲ କ୍ରସିଂ ନିକଟରେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ହାୱଡା ଭୁବନେଶ୍ବର ଆସୁଥିବା ବେଳେ ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟତ ଲାଇଚ୍ୟୁତ ହୋଇଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ

ମାଁ କନକ ଦୁର୍ଗାଙ୍କ ଷୋଡଶ ଊପଚାର ଆରମ୍ଭ

ହିଞ୍ଜିଳିକାଟୁ (୧୭/୯) : ହିଞ୍ଜିଳିକାଟୁ ର ପ୍ରସିଦ୍ଧ ଦେବୀପୀଠ ମାଁ କନକ ଦୁର୍ଗା ଙ୍କ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଷୋଡ଼ଶ ଉପଚାରରେ ପୂଜା ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଏଥି ନିମନ୍ତେ ସମସ୍ତ ଦେବୀପୀଠ ଚଳଚଞ୍ଚଳ ହୋଇପଡ଼ିଛି । ଷୋଡ଼ଶ ଉପଚାରର ନିମନ୍ତେ ମନ୍ଦିର କୁ ରଙ୍ଗବେରଙ୍ଗ

ଆନ୍ଧ୍ରର ୧୩ ଜଣ ମାଓ ମିଲିସିଙ୍କ ସହ ୭୦୦ ମାଓ ସମର୍ଥକ କଲେ ଆତ୍ମ ସମର୍ପଣ

ମାଲକାନଗିରି (୧୭।୯) : ମାଲକାନଗିରି ଜିଲ୍ଲାରେ ସଫଳ ହେବାରେ ଲାଗିଛି ସରକାରଙ୍କ ମାଓ ମୁକ୍ତ ଅଭିଯାନ, ମାଓ ଦମନ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ ଆଣ୍ଟି ନକ୍ସଲ ଅପରେସନ ଯୋଗୁଁ ମାଓ ଗଡ ଭୁଶୁଡିବା ସହ ସହ ସହ ମାଓ ସମର୍ଥକ ଓ ମାଓବାଦୀ ବର୍ତ୍ତମାନ ପୋଲିସ ନିକଟରେ କରୁଛନ୍ତି ଆତ୍ମ

ଫୁଟ୍‌ବଲ ମ୍ୟାଚ୍‌ ବେଳେ ବଜ୍ରପାତ; ଜଣେ ମୃତ ୩ ଗୁରୁତର

ବାରିପଦା ୧୭/୦୯ : ମୟୁରଭଞ୍ଜ ଜିଲ୍ଲା ଲକ୍ଷ୍ମୀପୋଷୀରେ ଥିବା ରାଜାବସା ପଡ଼ିଆରେ ଅଘଟଣ। ପଡ଼ିଆରେ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ବଜ୍ରାଘାତ କାରଣରୁ ଅନ୍ୟ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତରଖାନାରେ

ବ୍ଲକସ୍ତରୀୟ ମେଗା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ

ଉମରକୋଟ (୧୭/୦୯) : ଆଜି ଉମରକୋଟ ପଞ୍ଚାୟତ ସମିତିରେ ବ୍ଲକ ସ୍ତରୀୟ ମେଗା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କରାଯାଇଅଛି |ସୂଚନା ପ୍ରକାରେ ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ପଞ୍ଚାୟତ ସମିତିର ଅଧୀନରେ ଥିବା ସମସ୍ତ ପୌରପରିଷଦ, ଏବଂ ପଞ୍ଚାୟତର ଅଙ୍ଗନବାଡି, ଆଶାକର୍ମୀ ଓ ଏ ଏନ ଏମ ଦ୍ୱାରା

ବଣ୍ଡାଘାଟିରେ ୭ ଶହ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅଣ୍ଡରାହଲ ବିଏସଏଫ କ୍ୟାମ୍ପରେ ଆଜି ଏକ ସଭାରେ ୭ ଶହରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ଆଜି ଘର ବାହୁଡା କାର୍ଯ୍ୟକ୍ରମରେ ସେମାନଙ୍କୁ ପୁରସ୍କାର ସହ ମୁଖ୍ୟସ୍ରୋତରେ ସାମିଲ ହେଲେ କେଉଁ ଉପକାରିତା ରହିଛି ସେ ସମ୍ପର୍କରେ ବୁଝାଯାଇଥିଲା। ଏହି

ପୋଲିସ ହାତରେ ନକଲି ନାଭାଲ ଅଫିସର ଟିମ୍, ଚାକିରି ନାଁରେ ବହୁ ଜଣଙ୍କଠୁ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା

ଗଜପତି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡସଫଳତା । ଭାରତୀୟ ନୈବାହୀନିରେ ଚାକିରି କରାଇଦେବା କହି ପାରଳାଖେମୁଣ୍ଡିର ତିନିଜଣ ବେକାରୀ ଯୁବକଙ୍କ ଠାରୁ ୧୭ଲକ୍ଷ ଠକିନେଇଥିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ପୋଲିସ । ଏମାନଙ୍କ ଠାରୁ

ଆଇନ ସହାୟତା ସେବା ଦେଶରେ ଅବହେଳିତ, ଲୋକଙ୍କ କଲ୍ୟାଣ ପାଇଁ ଆଇନ ଛାତ୍ରଛାତ୍ରୀମାନେ ଧ୍ୟାନ ଦେବା ଉଚିତ- ସୁପ୍ରିମକୋର୍ଟ…

କଟକ : ଆଇନ ସହାୟତା ସେଵା ଦେଶରେ ଅଵହେଳିତ ଅଵସ୍ଥାରେ ଅଛି। ଲୋକଙ୍କ କଲ୍ୟାଣ ପାଇଁ ଆଇନ ପାଶ୍ କରୁଥିବା ଛାତ୍ରଛାତ୍ରୀ ମାନେ ଏ ଦିଗରେ ଧ୍ୟାନ ଦେଵା ନିହାତି ଆବଶ୍ୟକ ଵୋଲି କହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ଵିଚାରପତି ଜଷ୍ଟିସ ୟୁ ୟୁ ଲଳିତ। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଇନ