ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି ପାଇଁ ସଂକଳ୍ପ ପାରିତ

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବାକୁ ଅଭିଯାନ ଜୋରଦାର ହୋଇଛି।  ରାଜସ୍ଥାନ କଂଗ୍ରେସ ପ୍ରଥମ ରାଜ୍ୟ ଭାବେ ରାହୁଲ ଗାନ୍ଧି ପୁଣିଥରେ କଂଗ୍ରେସର ସଭାପତି ଦାୟିତ୍ୱ ନିଅନ୍ତୁ ବୋଲି ଏକ ସଙ୍କଳ୍ପ ପାରିତ ହୋଇଛି। ସର୍ବସମ୍ମତିକ୍ରମେ ଦଳୀୟ ନେତାମାନେ ରାହୁଲ ଗାନ୍ଧିଙ୍କୁ

ତାଇୱାନରେ ବଡ ଧରଣର ଭୂମିକମ୍ପ, ଜାପାନରେ ସୁନାମୀ ସତର୍କତା

ନୂଆଦିଲ୍ଲୀ: ତାଇୱାନରେ ବଡ ଧରଣର ଭୂମିକମ୍ପ । ଭୂମିକମ୍ପରେ ବଡ ବଡ କୋଠା ଧରାଶାୟୀ ହୋଇଥିବା ଜଣାପଡିଛି। ଏମିତି ହୋଇଥିଲା ଯେ, ରେଳ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନ୍ ମଧ୍ୟ ଦୋହଲିଥିବା ଦେଖିବାକୁ ମିଳିଥିଲା । କିଛି ଅଞ୍ଚଳରେ କେତେକ ଘର ଭୁଶୁଡି ପଡିଥିବା ବେଳେ ଆଉ କିଛି ସ୍ଥାନରେ

ଫୁଲବାଣୀ ସହରରେ ଦେବ ଶିଳ୍ପୀ ବିଶ୍ୱକର୍ମା ଙ୍କ ପୂଜା ଅନୁଷ୍ଠିତ..

ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ବିଭିର୍ଣ୍ଣ ସ୍ଥାନରେ ଆଜି ଦେବ ଶିଳ୍ପୀ ତଥା ବିଶ୍ୱ ନିର୍ମାଣର ଅଧିଷ୍ଠିତ ଦେବତା ବିଶ୍ୱକର୍ମାଙ୍କର ପୂଜା ବିଭିନ୍ନ ନିର୍ମାଣ କାରିଗର ସଂଗଠନ ମାନଙ୍କ ଦ୍ୱାରା ପୂଜା ଅନୁଷ୍ଠିତ ହୋଇଯାଇଛି | କନ୍ଧମାଳ ରାଜ ମିସ୍ତ୍ରୀ ସଙ୍ଘ ତରଫରୁ ଆନନ୍ଦ ବଜାର ରେ ସଭାପତି

ଦୀର୍ଘ ୧୨ ବର୍ଷ ହେଲା ଶଯ୍ୟାଶାୟୀ ଆଦିବାସୀ ଝିଅ ଲୟନ୍ତି : ବାଟ ହୁଡୁଛି ସରକାରୀ ସାହାଯ୍ୟ…

ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଗ୍ରାମବାସୀ ଙ୍କ ଅନୁରୋଧ... ଫୁଲବାଣୀ : ଆଦିବାସୀ ଯେ ଉପେକ୍ଷିତ ଓ ଅବହେଳିତ ଏହାର ସ୍ପଷ୍ଟ ଚିତ୍ର ତୁମୁଡ଼ିବନ୍ଧ ବ୍ଲକର କରକୁଡୁପା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ାଙ୍ଗେସିଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି । ସରକାର ଆଦିବାସୀ ମାନଙ୍କ ଉର୍ନ୍ନତି ନିମନ୍ତେ

ମନ୍ତ୍ରୀ ଉଷାଦେବୀଙ୍କ ଚିକିଟି ବ୍ଲକରେ ସମୀକ୍ଷା ବୈଠକ

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି।ସୂଚନା ପ୍ରକାରେ ଆଜି ସକାଳ ପ୍ରାୟ ୧୧.୩୦ ମିନିଟ ସମୟରେ ଉଦ୍ୟାନ ବିଭାଗର ଚିକିଟି ଓ ପାତ୍ରପୁର ବ୍ଲକର ମିଳିତ ଭାବେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି।

ଜିଲ୍ଲା ପରିଷଦ ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ

ବୁଗୁଡ଼ା (୧୭/୦୯) : ବୁଗୁଡ଼ା ବ୍ଲକ ୪୨ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାପାଣି ଜେନା ଦୁଇ ଅଜଣା ବ୍ୟକ୍ତିଙ୍କ ଦ୍ବାରା ମରଣାନ୍ତକ ଆକ୍ରମଣର ଶିକାର ହୋଇ ସଂଜ୍ଞାହୀନ ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାରୁ ପ୍ରକାଶ ଯେ, ଆଜି

ସାରୁ, ନନ୍ଦିକ ଓ ଆମ୍ବଗାଁ ପଚାଁୟତ ର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ

ହିଞ୍ଜିଳିକାଟୁ ୧୭/୯ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଶନିବାର ହିଞ୍ଜିଳି ଗସ୍ତରେ ଆସି ବହୁ ଉନ୍ନୟନ ପ୍ରକଳ୍ପ ର ସମୀକ୍ଷା କରିଛନ୍ତି। ଏ ନେଇ ଶନିବାର ହିଞ୍ଜିଳି ବ୍ଲକ୍ ର ସାରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ହିଞ୍ଜିଳି ବିଡିଓ ସୁଵ୍ରତ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ

ଖଣି ଦୁର୍ନୀତିର ଖୋଳତାଡ଼ ଆରମ୍ଭ କରିଲା ଭିଜିଲାନ୍ସ ବିଭାଗ

ମାଲକାନଗିରି,(୧୭।୯): ଲୋକାୟୁକ୍ତ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ଆକ୍ସନ ମୁଡରେ। ଗତ ୨୦୨୧ ମାର୍ଚ୍ଚ ମାସରେ କ୍ୱରି ଟେଣ୍ଡର ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ସେହି ସମୟର ଜିଲ୍ଲାପାଳ ୟେଦୁଲା ବିଜୟଙ୍କ ନାଁ ରେ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ

ଆନ୍ତର୍ଜାତୀୟ ତଟ ପରିମଳ ଦିବସ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ

ଗୋପାଳପୁର (୧୭/୦୯) : ଆଜି ଆନ୍ତର୍ଜାତିକ ତଟ ପରିମଳ ଦିବସ ଉପଲକ୍ଷେ କେନ୍ଦ୍ର ସରକାର ପୃଥ୍ବୀ ବିଜ୍ଞାନ ମନ୍ତ୍ରାଳୟ ତରଫରୁ ଏକ ସଫେଇ କାର୍ଯ୍ୟକ୍ରମ ଗୋପାଳପୁର ବେଳାଭୂମିରେ ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମାନ୍ୟବର କୁଳପତି ଶ୍ରୀମତୀ

5T ରେ ହେବ ରୂପାନ୍ତରିତ ହେବ ବୁର୍ଲା ଭିସୁଟ: ଅନୁମୋଦିତ କଲେ ମୁଖ୍ୟମନ୍ତ୍ରୀ, ୫ ବର୍ଷରେ ଖର୍ଚ୍ଚ ହେବ ୨୦୦୦ କୋଟି

ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜିର 5T ରେ ହେବ ରୂପାନ୍ତରୀକରଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସୁଟର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି। ୨୦୨୬ସୁଦ୍ଧା ଏଠାରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ