ବରମୁଣ୍ଡା ବସ ଟର୍ମିନାଲ ନିର୍ମାଣ ଅଗ୍ରଗତି ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ୱର: ରାଜଧାନୀର ବରମୁଣ୍ଡା ଇଣ୍ଟରଷ୍ଟେଟ ବସ ଟର୍ମିନାଲ ରାଜ୍ୟର ବ୍ୟସ୍ତ ବସ ଟର୍ମିନାଲ। ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଶହ ଶହ ବସ ଚଳା ଚଳ କରିଥାଏ। ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତା କୁ ଦୃଷ୍ଟିରେ ରଖି ୫-ଟି ଉପକ୍ରମରେ ଏହି ବସ ଟର୍ମିନାଲର ବିକାଶ ପାଇଁ

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା: ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଖୁବ ଶୀଘ୍ର ଦେଶରୁ ମୌସୁମୀର ଲେଉଟାଣି। ଆଗାମୀ ୩ଦିନ ମଧ୍ୟରେ ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ରହିଛି। ଦେଶର ଉତ୍ତର ପଶ୍ଚିମ ଭାଗରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହେବ। ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସେପଟେ ବଙ୍ଗୋପସାଗରରେ ସୃଷ୍ଟ

୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ଘଟଣା; ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ…

ଭୁବନେଶ୍ୱର ୧୮/୦୯: କେନ୍ଦୁଝରରେ ଶିଶୁ ମୃତ୍ୟୁ ମାମଲାରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ତଦନ୍ତ ନିର୍ଦ୍ଦେଶ। ସ୍ୱାସ୍ଥ୍ୟ ମନ୍ତ୍ରୀ  ପ୍ରତିକ୍ରିୟା ଦେଇ କହିଛନ୍ତି  ଶିଶୁମାନଙ୍କର  ଓଜନ କମ ଥିବାରୁ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଏନେଇ କେନ୍ଦୁଝର

ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ଦିଲୀପ ତିର୍କୀ

ଭୁବନେଶ୍ବର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହକି ଆସୋସିଏସନ ଅଫ ଓଡ଼ିଶାର ସଭାପତି ପଦରେ ଥାଇ ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅକ୍ଟୋବର ୧ ତାରିଖରେ

ତୈଳ ସନ୍ଧାନରେ ପୁରୀ ଜିଲ୍ଲା ଗୋପ କୁଶପୁର ମୌଜାରେ ଖନନ ପ୍ରକ୍ରିୟା ଆରମ୍ଭ

ପୁରୀ ଜିଲ୍ଲା ଗୋପ କୁଶପୁର ମୌଜାରେ ଅଏଲ ଇଣ୍ଡିଆ ପକ୍ଷରୁ ତୈଳ ସନ୍ଧାନ ଲାଗି ଖନନ ପ୍ରକ୍ରିୟା ଆରମ୍ଭ ହୋଇଛି।ପ୍ରାଥମିକ ର୍ଯ୍ୟାୟରେ ଏବେ ୨ଟି ପୋଖରୀ ଖୋଳା ଚାଲିଛି। ଏଥିଲାଗି ଅଏଲ ଇଣ୍ଡିଆ ୮ ଏକର ଜମିକୁ ୩ ବର୍ଷ ଲାଗି ଲିଜ୍‍ ନେବା ସହିତ ଲିଜ୍‍ ବାବଦକୁ ୩୭ ଜଣ ଚାଷୀଙ୍କୁ ୧ କୋଟି ଟଙ୍କା

ଭୁଲ୍‌ ଇଞ୍ଜେକସନ ପାଇଁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ; ଆକ୍ରମଣର ଶୀକାର ହେଲେ ଡାକ୍ତର ଓ କର୍ମଚାରୀ

ଭଦ୍ରକ ୧୮/୦୯: ଭୁଲ ଇଞ୍ଜେକସନ୍‌ ଯୋଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ଏହି ଅଭିଯୋଗରେ ଜଣେ ଘରୋଇ ଡାକ୍ତରଖାନାର ଡାକ୍ତର ଏବଂ କର୍ମଚାରୀଙ୍କୁ ଆକ୍ରମଣ । ଏପରି ଘଟଣା ଭଦ୍ରକରେ ଗ୍ରାମାଞ୍ଚଳ ଥାନା ଅଧୀନ ଚେକ ଗେଟ ପାଖରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଦେଖିବାକୁ

ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୁଲିସ। ଲିଙ୍ଗରାଜ ଥାନା ଅଞ୍ଚଳରେ ବନ୍ଦ ଘରୁ ଘର ଭିତରୁ ଜଣେ ଛାତ୍ରଙ୍କ ମୃତ୍ୟଦେହ ପୁଲିସ ଉଦ୍ଧାର କଲା। ମୃତକ ଛାତ୍ର ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଏବଂ ଏଠାରେ ରହି ସେ ଇଞ୍ଜିନିୟରିଂ ପଢୁଥିଲେ ବୋଲି

କେନ୍ଦ୍ରୀୟ ପୂଜାକମିଟିର ବିଭିନ୍ନ ପଦପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ

ସମ୍ପାଦକ ଭାବେ ବରଜା ବିଶ୍ୱାଳ ଓ କୋଷାଧ୍ୟକ୍ଷ ଭାବେ ଆଲୋକ ମହାପାତ୍ର ନିର୍ବାଚିତ ରାଉରକେଲା ; ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ରବିବାର ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା,ପାନପୋଷ ସ୍ଥିତ ସଭାଗୃହରେ କେନ୍ଦ୍ରୀୟ ପୂଜା କମିଟିର

ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ବ୍ଲକର ମା ବରାଳଦେବୀ ମନ୍ଦିର ପରିସର, ପିଲାସାଲୁଁକି ଡେମ, ଓ ପକାଡଝର ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ପର୍ଯ୍ୟଟନ ସ୍ଥଳୀକୁ ଜିଲ୍ଲା

ଅକ୍ଟୋବର ୩୧ରୁ ଓଡ଼ିଶାରେ ‘ଭାରତ ଯୋଡ଼ୋ’ ଯାତ୍ରା

ଭୁବନେଶ୍ୱର : ଅକ୍ଟୋବର ୩୧ରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଭୁବନେଶ୍ୱର ଇନ୍ଦିରା ପାର୍କରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଏହା ପ୍ରାୟ ଶହେ ଦିନ ଯାଏଁ ହେବ । ୨୨୫୦ କିଲୋମିଟର ପଦଯାତ୍ରା ହେବ। ୨୦ ସଂସଦୀୟ କ୍ଷେତ୍ରରେ ହେବ ଏହି ଯାତ୍ରା। ଏଥିରେ ବିଭିନ୍ନ