Sign in
Sign in
Recover your password.
A password will be e-mailed to you.
ମହୁମାଛି କାମୁଡି ଜଣେ ଗୁରୁତର
ଦାରିଙ୍ଗବାଡ଼ି (୧୯/୯) : ସାର୍ନିକେତା ଗ୍ରାମ ପଞ୍ଚାୟତ ଡ଼ାବୁଲମାହା ଗ୍ରାମର ପ୍ରତାପ ପ୍ରଧାନ (୪୬) ମହୁମାଛି କାମୁଡାରେ ଗୁରୁତର ଆହତ ହୋଇଛନ୍ତି । ବାପା ଓ ତାଙ୍କ ସ୍ତ୍ରୀ ଙ୍କ ସହ ମିଶି ପ୍ରତାପ ଡେଙ୍ଗାସରୁ ପାହାଡ଼କୁ ଛେଳି ଚରାଇବା ପାଇଁ ଯାଇଥିଲେ। ହେଲେ ବାଘ ମହୁ ବସା ବାନ୍ଧି!-->!-->!-->…
କିଶୋର ଓ କିଶୋରୀମାନଙ୍କୁ ନେଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାରିଙ୍ଗବାଡ଼ି ( ୧୯/୯) : ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମ୍ ଓ ଏଡୁକୋ ପକ୍ଷରୁ ଗାଁ ସ୍ତରରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ପରି ସାମାଜିକ ବ୍ୟାଧି କୁ ବନ୍ଦ କରିବା ଉଦେଶ୍ୟରେ କିଶୋର କିଶୋରୀ ସଂଘ ଦ୍ୱାରା ପଥପ୍ରାନ୍ତ ନାଟକ ପରିବେଷଣ ହୋଇଅଛି। କାର୍ଯ୍ୟକ୍ରମ କୁ ଅନୁଷ୍ଠାନ କାର୍ଯ୍ୟ!-->…
ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ
ହିଞ୍ଜିଳିକାଟୁ (୧୯/୯) : ପାର୍ବଣ ମାସ ଅଶ୍ୱିନୀ ମାସ, ଏହି ମାସରେ ମା ଦୁର୍ଗତିନାଶିନୀ ଦୁର୍ଗାପୂଜା ଶ୍ରେଷ୍ଠ ଅଟେ । ମା ଦୁର୍ଗତିନାଶିନୀ ଙ୍କ ପୂଜା ଅବସରରେ ସୋମବାର ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନଡିଆ ଵଜାର ସ୍ଥିତ ଲକ୍ଷ୍ମୀନୃସୀଂହ ବଣିକ ସଂଘ ଦୁର୍ଗାପୂଜା କମିଟି ଦ୍ୱାରା ମାଁ!-->…
ଝୁଲନ୍ତା ଅବସ୍ଥାରେ ସ୍ଵାମୀସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ପାବୁରିଆ ପଞ୍ଚାୟତର ମାଲେରିମାହା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ପରିବାରର ଦୁଇଜଣ ଆତ୍ମହତ୍ୟା କରିଛନ୍ତି, ଯାହା ଫଳରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ!-->…
ଗୁରୁଣ୍ଡିଆ ବ୍ଲକରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କଲେ ବଣାଇଁ ବିଧାୟକ ଏବଂ ସୁନ୍ଦରଗଡ଼…
ସୁନ୍ଦରଗଡ଼ //ରାଉରକେଲା : ବଣାଇଁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଗୁରୁଣ୍ଡିଆ ବ୍ଲକ୍ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଏହି ବ୍ଲକରେ ଶିକ୍ଷା, ସ୍ୱାସ୍ଥ୍ୟ ଓ!-->!-->!-->…
ଗୁରୁଣ୍ଡିଆଠାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ…
ସୁନ୍ଦରଗଡ଼ /ରାଉରକେଲା :୧୯ ସେପ୍ଟେମ୍ବର ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁଣ୍ଡିଆ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଣାଇଁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଜନଶୁଣାଣିରେ!-->!-->!-->…
୬ ଜିଲାର ମିଶନ ଶକ୍ତି ମା’ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡା ଓ ଅନୁଗୁଳ ଜିଲାର ମିଶନ ଶକ୍ତି ଗୋଷ୍ଠୀର ମା’ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ!-->…
ଉପକୂଳବର୍ତ୍ତୀ ଅଞ୍ଚଳକୁ ଅଧିକ ବିପର୍ଯ୍ୟୟ ସହନଶୀଳ କରାଯିବ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଆରମ୍ଭ କରାଯାଇଥିବା ବିପର୍ଯ୍ୟୟ ନିରୋଧି ପ୍ରଚେଷ୍ଟାକୁ ଦୃଢ଼ୀଭୁତ କରିବା ଦିଗରେ ଅନ୍ୟ ଏକ ପଦକ୍ଷେପ ଭାବେ ରାଜ୍ୟ ସରକାର ନୂତନ କାର୍ଯ୍ୟଯୋଜନା ଆରମ୍ଭ କରିଛନ୍ତି । ମୁଖ୍ୟ ଶାସନ ସଚିବ!-->…
ପାର୍ବଣରେ ସୁରକ୍ଷା ଉପରେ ରହିବ କଡ଼ା ନଜର: ଭୁବନେଶ୍ବର ଡିସିପି
ଭୁବନେଶ୍ବର: ପାର୍ବଣକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ସୁରକ୍ଷା ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି। ପେଶାଦାର ଅପରାଧୀଙ୍କ ଉପରେ କଡ଼ା ନଜର ରଖିଛି। ଭୁବନେଶ୍ବର ଡିସିିପି ପ୍ରତୀକ ସିଂ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୁରା ରାଜଧାନୀର କୋଣ!-->…
ବିଶିଷ୍ଟ କଥାକାର ଗୌରହରି ଦାସ ପାଇବେ ଶାରଳା ପୁରସ୍କାର
ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, ଔପନ୍ୟାସିକ, ସ୍ତମ୍ଭକାର ତଥା କଥାକାର ଗୌରହରି ଦାସ ପାଇବେ ଶାରଳା ପୁରସ୍କାର। ଶାରଳା ପୁରସ୍କାର ବାବଦରେ ତାଙ୍କୁ ଉତ୍ତରୀୟ, ମାନପତ୍ର, ଫଳକ ସହ ୫ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ତାଙ୍କର ସାହିତ୍ୟ କୃତି ‘ବାଘ ଓ ଅନ୍ୟାନ୍ୟ ଗଳ୍ପ‘!-->…