Sign in
Sign in
Recover your password.
A password will be e-mailed to you.
ପାର୍ଥଙ୍କ ଲିଙ୍କରେ ୧୦୦ କୋଟିରୁ ଅଧିକ ସମ୍ପତ୍ତି ଜବତ କଲାଣି ଇଡି
କୋଲକାତା: କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର ବିରୋଧରେ ପଶ୍ଚିମବଙ୍ଗ ବିଧାନସଭା ଗୋଟିଏ ସଂକଳ୍ପ ପାରିତ କରିଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସାଂଘାତିକ ତଥ୍ୟ ଦେଇଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଫସି ଗିରଫ ହୋଇଥିବା ପୂର୍ବତନ ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ!-->…
ମୋକିମ୍ କହିଲେ ପାର୍ଟି ଅଫିସ ଯିବେନି, ତାରା କହିଲେ ଥରେ ବିଧାୟକ ହୋଇ ଏତେ ବ୍ୟଗ୍ର କାହିଁକି
ଭୁବନେଶ୍ୱର: କଟକ ବାରବାଟିର ବିଧାୟକ ମହମ୍ମଦ ମୋକିମ କହିଛନ୍ତି ସେ କଂଗ୍ରେସ ଭବନ ଯିବେ ନାହିଁ କି କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ। ଯେପର୍ଯ୍ୟନ୍ତ ବିବାଦର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଦଳୀୟ ଅଫିସକୁ ଯିବେ ନାହିଁ ବୋଲି କହିଛନ୍ତି।
ରାଷ୍ଚ୍ରପତି ନିର୍ବାଚନରେ!-->!-->!-->…
୨୨ରେ କ୍ୟାବିନେଟ୍ ବୈଠକ, ୪ଟି ବିଭାଗର ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ
ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ସାଢ଼େ ୫ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ବୈଠକରେ ପଂଚାୟତିରାଜ, ପାନୀୟଜଳ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ!-->…
ମହଙ୍ଗା ପଡିଲା ପୋଲିସକୁ ବିରୋଧ ଏବଂ ଦୁର୍ବ୍ୟବହାର, ବନ୍ତ ଛକରେ ୧୪୪ ଧାରା ଜାରି
ଭଦ୍ରକ ୨୦।୦୯ : ବନ୍ତ ଛକରେ ୧୪୪ ଧାରା ଜାରି । ଉଚ୍ଛେଦ ସରିବା ଯାଏଁ ଲାଗୁ ରହିବ ୧୪୪ ଧାରା । ଉଚ୍ଛେଦ ବେଳେ ପୋଲିସକୁ ଦୁର୍ବ୍ୟବହାର ଓ ବିରୋଧକୁ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନ । ଏନେଇ ଭଦ୍ରକ ତହସିଲଦାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ, ଭଦ୍ରକ ସହରର ବନ୍ତ ଛକ ନିକଟରେ!-->!-->!-->…
କେନ୍ଦ୍ର ମନ୍ତ୍ରୀଙ୍କ ବଙ୍ଗଳା ଉପରେ ବୁଲିବ ବୁଲଡୋଜର୍
ମୁମ୍ବାଇ: ଭାଙ୍ଗିବ କେନ୍ଦ୍ର ମନ୍ତ୍ରୀଙ୍କ ଘର। ତାଙ୍କ ବଙ୍ଗଳା ଉପରେ ବୁଲିବ ବୁଲଡୋଜର୍। କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ବଙ୍ଗଳାରେ ତିଆରି ହୋଇଥିବା ଅବୈଧ ନିର୍ମାଣକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ବ୍ରିହାନ୍ମୁମ୍ବାଇ ମହାନଗରପାଳିକା ବା ବିଏମ୍ସିକୁ!-->…
ସାଲିଆସାହିରେ କମିଶନରେଟ୍ ପୋଲିସର ଚଢାଉ, ବିପୁଳ ପରିମାଣର ଦେଶୀ ମଦ ନଷ୍ଟ
ଭୁବନେଶ୍ବର ୨୦।୦୯: ଦଶହରା ପୂର୍ବରୁ ଆକ୍ସନ ମୁଡରେ କମିଶନରେଟ ପୋଲିସ । ଭୁବନେଶ୍ବର ସାଲିଆସାହିରେ ପୋଲିସର ଚଢାଉ । ଏହି ଚଢାଉରେ ସାମିଲ ଅଛନ୍ତି ଡିସିପି ପ୍ରତୀକ ସିଂହ ଏବଂ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍ । ବିପୁଳ ପରିମାଣରେ ଦେଶୀ ମଦ ଜବତ ହୋଇଥିବା ସୂଚନା ।
ଖବର ଅନୁଯାୟୀ,!-->!-->!-->…
ଦିଲ୍ଲୀରୁ ଫେରିବା ପରେ ଜୋଶ୍ରେ ଜୟନାରାୟଣ, ବିଜେଡି କହିଲା ‘ବାହାସ୍ପୋଟ’
ଭୁବନେଶ୍ୱର: ଫୁଲ୍ ଜୋଶରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ନୂଆଦିଲ୍ଲୀ ଗସ୍ତରେ ଯାଇ ଦଳର ଶୀର୍ଷ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ସଭାପତି ଜେ.ପି ନଡ୍ଜାଙ୍କୁ ଭେଟିବା ପରେ ଭୁବନେଶ୍ୱର ଫେରିଛନ୍ତି ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର। ଶୀର୍ଷ!-->…
ମୋଦି, ମୋଦି ନାରାରେ କେଜ୍ରିୱାଲଙ୍କୁ ସ୍ୱାଗତ
ଭଦୋଦରା: ଗୁଜରାଟ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତ କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଆଜି ଅଜବ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଆଜି ସେ ଭଦୋଦରା ଏୟାରପୋର୍ଟରୁ ବାହାରିବା ବେଳେ ତାଙ୍କୁ ମୋଦି, ମୋଦି ନାରାରେ ସ୍ୱାଗତ କରାଯାଇଛି। ସେ!-->…
ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇ ଦେଲେ ଦମ୍ପତି: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
ଜଳେଶ୍ଵର: ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଲକ ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତ ଗୁଆଗଡିଆ ଗ୍ରାମରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି।ପତିପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହେବା ପରେ ଉଭୟ ବନ୍ଦ କୋଠରୀ ଭିତରେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇ ଦେଇଛନ୍ତି। ଉଭୟଙ୍କୁ!-->…
ସେପ୍ଟେମ୍ବର ୨୨ରୁ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ ପାଠପଢା
ଭୁବନେଶ୍ବର: ଆସନ୍ତା ୨୨ ତାରିଖରୁ +୨ ପ୍ରଥମ ବର୍ଷ ପିଲାଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ। ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀଙ୍କ କହିବା ଅନୁସାରେ, ଚଳିତ ବର୍ଷ ୩.୫ ଲକ୍ଷ ପିଲା ବର୍ତ୍ତମାନ ସୁଦ୍ଧା ଯୁକ୍ତ ଦୁଇରେ ନାମ ଲେଖାଇ!-->…