Sign in
Sign in
Recover your password.
A password will be e-mailed to you.
ସେପ୍ଟେମ୍ବର ୨୫ ମଧ୍ୟରେ ମାଗଣାରେ ବୁକ୍ କରିପାରିବେ ୫୦ଲକ୍ଷ ଏୟାରଏସିଆ ଟିକେଟ
ନୂଆଦିଲ୍ଲୀ: ଯଦି ଆପଣ ନୂଆ ବର୍ଷରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଆପଣ ମାଗଣାରେ ବିମାନରେ ଯାତ୍ରା କରିପାରିବେ। ଆଜ୍ଞା ହଁ .. ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଏହା ସତ। ଘରୋଇ ବିମାନ କମ୍ପାନି ଏୟାରଆସିଆ ଏବେ ସେଭଳି କିଛି ଅଫର!-->…
ରାଜଧାନୀରେ ମର୍ଡର, ବଡ଼ଭାଇର ଠେଙ୍ଗାମାଡ଼ରେ ସାନଭାଇ ମୃତ
ଭୁବନେଶ୍ବର ୨୦।୦୯ : ବଡଭାଇର ଠେଙ୍ଗାମାଡରେ ସାନଭାଇ ମୃତ । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଯାଇଛି । ମୃତକ ରାଜମୋହନ ସେନାପତି ହୋଇଥିବା ବେଳେ ହତ୍ୟାକାରୀ ବଡଭାଇ ହେଲେ ବିଶ୍ବମୋହନ ସେନାପତି ବୋଲି ଜଣାପଡିଛି।
ଖବର ଅନୁଯାୟୀ, ବଡଭାଇ ନୟାପଲ୍ଲୀ ଅଞ୍ଚଳରେ!-->!-->!-->…
ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦାରେ ଲାଗିବ ଲଗାମ, ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ନିର୍ବାଚନ କମିଶନ
ଭୁବନେଶ୍ୱର ୨୦।୦୯ : ଏଣିକି ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦା ଉପରେ ଲାଗିବ ଲଗାମ। ଚନ୍ଦା ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ନିର୍ବାଚନ କମିଶନ। ବିଭିନ୍ନ ସୂତ୍ରରୁ ମିଳୁଥିବା ବେନାମୀ ଚାନ୍ଦାର ଆକାର ୨୦ ହଜାରରୁ ୨ ହଜାରକୁ କମାଇବାକୁ ସେ ଚିଠି!-->…
ଆରଏସଏସ ନେତାଙ୍କୁ ହତ୍ୟା ମାମଲାରେ ପିଏଫଆଇ ନେତାଙ୍କୁ ଗିରଫ କଲା ପୁଲିସ, ୨୭କୁ ବଢ଼ିଲା ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା
ତିରୁବନନ୍ତପୁରମ: ଆରଏସଏସ ନେତା ଶ୍ରୀନିବାସନଙ୍କ ହତ୍ୟା ଘଟଣାରେ କେରଳ ପୁଲିସ ସୋମବାର ବିଳମ୍ବିତ ରାତିରେ ପାଲକ୍କଡ ଜିଲ୍ଲାରୁ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଜିଲ୍ଲା ସଚିବ ଆବୁ ବକର ସିଦ୍ଦିକଙ୍କୁ ଗିରଫ କରିଛି। ସ୍ଥାନୀୟ ଆରଏସଏସ ନେତା ଶ୍ରୀନିବାସନଙ୍କୁ ହତ୍ୟା କରିବା ପାଇଁ!-->…
ନିର୍ବାଚନୀ ସ୍ବଚ୍ଛତା: ୨,୦୦୦ ଟଙ୍କାରୁ ଅଧିକ ସମସ୍ତ ଖର୍ଚ୍ଚ ଲାଗି ଡିଜିଟାଲ୍ କାରବାର କିମ୍ବା ଆକାଉଣ୍ଟ ପେଇ ଚେକ୍…
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ (ଇସି) ଅଜ୍ଞାତ ରାଜନୈତିକ ଦାନକୁ ୨୦,୦୦୦ ରୁ ୨,୦୦୦ ଟଙ୍କାକୁ ହ୍ରାସ କରିବା ଏବଂ ନଗଦ ଦାନକୁ ୨୦ ପ୍ରତିଶତ କିମ୍ବା ସର୍ବାଧିକ ୨୦ କୋଟି ଟଙ୍କା ମଧ୍ୟରେ ସୀମିତ (କ୍ୟାପ୍) କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର!-->…
ଓଡିଶା ଆସିବେ ପ୍ରଭାରୀ ସୁନୀଲ ବଂଶଲ
ଭୁବନେଶ୍ୱର : ଚଳଚଞ୍ଚଳ ରାଜ୍ୟ ବିଜେପି ଶିବିର । ଆସିବେ ସୁନୀଲ ବଂଶଲ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ପୂର୍ବରୁ ଓଡିଶା ଆସୁଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ନଡ୍ଡାଙ୍କ ଗସ୍ତର ବିସ୍ତୃତ ସମୀକ୍ଷା କରିବେ ବଂଶଲ । ଏହାସହ ସଙ୍ଗଠନ ମଜବୁତ ନେଇ ବରିଷ୍ଠ!-->…
କଣ୍ଟାବାଞ୍ଜି : ଲଜରୁ ଟଙ୍କା ଜବତ ଘଟଣା, ୫ ଇଟାଭାଟି ମାଲିକ ଓ ୨ ଦାଦନ ସର୍ଦ୍ଦାରଙ୍କୁ ଗିରଫ କଲା ପୋଲିସ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଲଜ୍ରୁ ଟଙ୍କା ଜବତ ଘଟଣା। ୫ଜଣ ଇଟାଭାଟି ମାଲିକ ଓ ଦୁଇ ଜଣ ଦାଦନ ସର୍ଦ୍ଦାରକୁ ଏସ୍ପି ଅଫିସକୁ ଉଠାଇ ଆଣିଲା କଣ୍ଟାବାଞ୍ଜି ପୋଲିସ। ଅତିରିକ୍ତ ଏସ୍ପିଙ୍କ ପ୍ରକୋଷ୍ଠରେ ଚାଲିଛି ପଚରାଉଚରା। ବଢୁଛି ହେରଫେର ଟଙ୍କାର ପରିମାଣ। ପ୍ରଥମେ ୫୮ଲକ୍ଷ ଟଙ୍କା ଜବତ!-->…
ବମ୍ବେ ଆଇଆଇଟି : ଛାତ୍ରୀ ହଷ୍ଟେଲ ବାଥରୁମ ଭିତରକୁ ଗୋପନରେ ଦେଖିବା ଓ ଭିଡିଓ ସୁଟିଂ କରିଥିବା ଅଭିଯୋଗରେ କ୍ୟାଣ୍ଟିନ…
ମୁମ୍ବାଇ : ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ଏମଏମଏସ୍ କାଣ୍ଡକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଥିବାବେଳେ ବମ୍ବେ ଆଇଆଇଟିରେ ଏପରି ଏକ ଘଟଣା ସାମନାକୁ ଆସିଛି । ଜଣେ କ୍ୟାଣ୍ଟିନ କର୍ମଚାରୀ ଛାତ୍ରୀ ହଷ୍ଟେଲର ବାଥରୁମ ଭିତରକୁ ଗୋପନରେ ଦେଖିବା ଓ ଭିଡିଓ ରେକର୍ଡିଂ କରିବା!-->…
ଭାରତ ଯୋଡ଼ୋ ଯାତ୍ରା ପାଇଁ ମହିଳା କଂଗ୍ରେସର ପ୍ରସ୍ତୁତି ବୈଠକ
ରାଜ୍ୟରେ ଭାରତ ଯୋଡ଼ୋ ଯାତ୍ରା ପାଇଁ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସେ ବୁଥ, ବ୍ଲକ, ଜିଲ୍ଲା ଏବଂ ପ୍ରାଦେଶିକ!-->…
ଗାଧୋଇବା ବେଳେ ଘୋଡାହାଡ଼ ନଦୀରେ ଭାସିଗଲେ ଦୁଇ ଯୁବକ: ଜଣେ ଉଦ୍ଧାର, ଜଣେ ନିଖୋଜ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଫାଶୀଗୁଡା ପଞ୍ଚାୟତ ବାଙ୍ଗରଡା ଗାଁ ଘୋଡାହାଡ଼ ନଦୀରେ ଭାସିଗଲେ ଦୁଇ ଯୁବକ । ବାଙ୍ଗରଡା ଗାଁର ବଳିଆ ଡାକୁଆ ନିଖୋଜ ରହିଥିବା ବେଳେ ଜଗନ୍ନାଥ ସେଠିକୁ ସାନ ଖେମୁଣ୍ଡି ଦମକଳ ବାହିନୀ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ।!-->…