Sign in
Sign in
Recover your password.
A password will be e-mailed to you.
ପୂର୍ବତନ ଥାନା ଆଇଆଇସି ଙ୍କୁ ୩ ବର୍ଷ ଜେଲ ଓ ୧୦,୦୦୦ ଟଙ୍କା ଜୋରିମାନା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ସନ୍ତୋଷ କୁମାର ଜେନା ଏକ ଲାଞ୍ଚ ମାମଲାର ବିଚାର କରି ପୂର୍ବତନ ଚକାପାଦ ଥାନା ଅଧିକାରୀ ହରି ବନ୍ଧୁ ପରିଡ଼ାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମlନା ଅନାଦେୟ!-->!-->!-->…
ଥାଇଲ୍ୟାଣ୍ଡ ସ୍ୱପ୍ନ ଦେଖାଇ ମିଆଁମାରରେ ୩୦୦ ଭାରତୀୟଙ୍କୁ ପଣବନ୍ଦୀ
ଚେନ୍ନାଇ: ଅତ୍ୟନ୍ତ ସାଂଘାତିକ ଓ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ୩୦୦ରୁ ଅଧିକ ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ଥାଇଲ୍ୟାଣ୍ଡରେ ଚାକିରି ଦେବାର ସ୍ୱପ୍ନ ଦେଖାଇ ମିଆଁମାରରେ ପଣବନ୍ଦୀ କରାଯାଇଛି। ଏମାନଙ୍କ ମଧ୍ୟରେ ପ୍ରାୟ ୬୦ ଜଣ ତାମିଲନାଡୁର। ସମସ୍ତଙ୍କୁ ଗୋଟିଏ ଗ୍ୟାଙ୍ଗ!-->…
ଝାରସୁଗୁଡ଼ାରେ ପ୍ରସ୍ତାବିତ ହାର୍ଟ ହସ୍ପିଟାଲ ନେଇ ମେଦାନ୍ତ ଗ୍ରୁପ୍ ସହ ଆଲୋଚନା କଲେ ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ବର/ଝାରସୁଗୁଡ଼ା: ଝାରସୁଗୁଡ଼ା ଠାରେ ପ୍ରସ୍ତାବିତ ହାର୍ଟ ହସ୍ପିଟାଲ ପ୍ରକଳ୍ପ ସରକାରୀ ଓ ଘରୋଇ ସହଭାଗିତାରେ ପରିଚାଳିତ ହେବାକୁ ଥିବା ବେଳେ ଏଥିରୁ କେୟାର ଗ୍ରୁପ୍ ନିଜର ଅନିଚ୍ଛା ପ୍ରକାଶ କରି ଓହରି ଯିବା ପରେ ସରକାରଙ୍କ ପକ୍ଷରୁ ମେଦାନ୍ତ ଗ୍ରୁପ୍ ସହିତ ହସ୍ପିଟାଲ ପରିଚାଳନା ପାଇଁ!-->…
କିଏ ଅଧିକ ଆସନ ଜିତିଛି? ବିଜେପି-ସିନ୍ଦେ ନା ଏମଭିଏ
ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି- ସିନ୍ଦେ ଗୋଷ୍ଠୀର ଶିବସେନା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସବୁଠାରୁ ଅଧିକ ଆସନ ଜିତିଥିବା ଦାବି କରିଛନ୍ତି। ହେଲେ ଏହାକୁ ନିଜ ଲୋକଙ୍କ ବିଦ୍ରୋହ ଯୋଗୁ ଗାଦିଚ୍ୟୁତ ହୋଇଥିବା ମହା ବିକାଶ ଅଘାଡ଼ି(ଏମଭିଏ) ମେଣ୍ଟ ଅଗ୍ରାହ୍ୟ କରିଛି।!-->…
ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ୫ଟି ସଚିବ ଭି.କେ ପାଣ୍ଡିଆନ୍, ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ସମୀକ୍ଷା ବୈଠକ
ଖୋର୍ଦ୍ଧା: ଫାଇଭ୍ ଟି ଫୋକସରେ ଖୋର୍ଦ୍ଧା । ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ସମୀକ୍ଷା ବୈଠକ । ଉପସ୍ଥିତ ଅଛନ୍ତି ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ୍ । ବୈଠକରେ ଇଡ୍କୋ ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ!-->…
ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଏନଓସି ପ୍ରଦାନ କଲା NMA
ପୁରୀ : ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର ନିର୍ମାଣ ପାଇଁ ମିଳିଲା ଏନଓସି । ସର୍ତ୍ତ ସହ ଅନୁମତି ଦେଇଛନ୍ତି ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ । ନିଷିଦ୍ଧାଞ୍ଚଳରେ ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ ନିର୍ମାଣ ହେବ। ଏହାସହ କ୍ଲକ୍ ରୁମ୍, କ୍ଲକରୁମ୍, ସେଲଟର୍ ପାଭିଲିଅନ, ସେବାୟତଙ୍କ!-->…
ସ୍ୱାସ୍ଥ୍ୟ ପରୀକ୍ଷାରେ ବିଳମ୍ୱ ହେବାରୁ ଡାକ୍ତରଙ୍କୁ ଚପଲରେ ମାଡ଼ ମାରିଲେ ବ୍ୟବସାୟୀ
ସମ୍ବଲପୁର ୨୦/୦୯: ସମ୍ବଲପୁରରେ ଡାକ୍ତରଙ୍କୁ ଚପଲରେ ମାଡ ଅଭିଯୋଗ । ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଜଣେ ଡାକ୍ତରଙ୍କୁ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ନଟବର ବାଙ୍କା ମାଡ ମାରିଥିବା ଅଭିଯୋଗ ହୋଇଛି । ନଟବର ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା ପାଇଁ ସେଠାକୁ ଯାଇଥିଲେ । ସେହି!-->…
ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନ ସୁଗାର, ଦୁଇ ମାଫିଆ ଗରିଫ
ଭୁବନେଶ୍ୱର, ୨୦/୦୯: ରାଜଧାନୀରୁ ପୁଣି ବ୍ରାଉନ ସୁଗାର ଜବତ । ଶହେ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଖଣ୍ଡଗିରି ଥାନା ପୋଲିସ । ଯାହାର ଆନୁମାନିକ ମୁଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏଥିରେ ଜଡ଼ିତ ଥିବା ଖୋର୍ଦ୍ଧା ଜିଲ୍ଲା ଓଳସିଂର ଦୁଇ ଯୁବକଙ୍କୁ ଖଣ୍ଡଗିରି ଫାର୍ମ ଗେଟ!-->…
୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା; ୭ ଜିଲ୍ଲାକୁ ପାଇଁ ଅରେଞ୍ଜ, ୧୩ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୋମବାର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସଂପ୍ରତି ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଲଘୁଚାପ କ୍ଷେତ୍ର ଏବଂ ଏହା ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ!-->…
ଲଗାଣ ବର୍ଷାରେ ଧୋଇ ହୋଇଗଲା କଲଭର୍ଟ, ଦୁଇ ପଞ୍ଚାୟତ ବିଛିନ୍ନ
ଫୁଲବାଣୀ, ୨୦/୦୯: ଲଘୁଚାପ ଜନିତବର୍ଷାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି l ଲଗାଣ ବର୍ଷାରେ ତୂମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ କୃତମଗଡ଼ ଠାରୁ ସିରଲା ଓ କୋଟଗଡ଼ ଠାରୁ ପାରିଗଡ଼ ପଂଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବଟେଡିମୁଣ୍ଡା କଲଭର୍ଟ ଧୋଇ ହୋଇଯାଇଛି l ଫଳରେ ୨!-->…