ଗାଜଲବାଡ଼ି ଘାଟିରେ ଭୂସ୍ଖଳନ: ଯାତାୟାତ ବାଧାପ୍ରାପ୍ତ

ବାଲିଗୁଡା : ଲଘୁଚାପ ଜନିତ ବର୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ନିକଟସ୍ଥ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଗୋପାଳପୁର-ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥ ସ୍ଥିତ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହେବା ଫଳରେ

ଗ୍ୟାରେଜ ମାଲିକଙ୍କ ଆତ୍ମହତ୍ୟା…

ହିଞ୍ଜିଳିକାଟୁ (୨୧/୯) : ମଙ୍ଗଳବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୈାରାଞ୍ଚଳ ମୋହନ କଲୋନୀରେ ଜଣେ ଯୁବ ଗ୍ୟାରେଜ ମାଲିକ ଘର ଭିତରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ପି ବାବୁ ରାଓ (୩୩) । ଖବର ପାଇ ହିଞ୍ଜିଳି ପୋଲିସ

ମଧ୍ୟାହ୍ନ ଭୋଜନରେ ପୋକ ଅଭିଯୋଗ : ଭିଡିଓ ଫଟୋ ଭାଇରାଲ

ହିଞ୍ଜିଳିକାଟୁ (୨୧/୯) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ସାରୁ ଗ୍ରାମପଚାଂୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବୁଧବାର ଛାତ୍ର ଛାତ୍ରୀଙ୍କ ପାଇଁ ଯୋଗାଣ ହୋଇଥିବା ମଧ୍ୟାହ୍ନ ଭୋଜନରେ ପୋକ ବାହାରିବା ଫଟୋ ଓ ଭିଡ଼ିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ବାରମ୍ବାର ଏପରି

ଦାରିଙ୍ଗବାଡ଼ି ଚାରିଛକ ଠାରେ ବିଶ୍ରାମଗାର ନିର୍ମାଣ କରିବାରେ ବିଳମ୍ବ କୁ ନେଇ ବଣିକ ସଂଘ ଓ ଅଞ୍ଚଳ ବାସୀଙ୍କ ମଧ୍ୟରେ…

ଦାରିଙ୍ଗବାଡ଼ି (୨୧/୯) ଦାରିଙ୍ଗବାଡ଼ି ଚାରିଛକ ଠାରେ ବିଶ୍ରାମଗାର ନିର୍ମାଣ କରିବାରେ ପ୍ରଶାସନଙ୍କ ଅବହେଳାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଆସୁଛି । ଏହାରି ମଧ୍ୟରେ ଦାରିଙ୍ଗବାଡ଼ି ବଣିକ ସଂଘ ଉକ୍ତ ଚାରିଛକରେ ଥିବା ଜମିକୁ ଦୁର୍ଗାମଣ୍ଡପ ଜମି ବୋଲି କହି ବିଶ୍ରାମଗାର ନିର୍ମାଣ

କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଫୁଲବାଣୀ ଶାଖା ତରଫରୁ ହିନ୍ଦୀ ପକ୍ଷ ପାଳିତ।

ଫୁଲବାଣୀ : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ , କ୍ଷତ୍ରୀୟ କାର୍ଯ୍ୟାଳୟ ,ଫୁଲବାଣୀ ପକ୍ଷରୁ ଆଜି " ହିନ୍ଦୀ ପକ୍ଷ, 2022 " କାର୍ଯ୍ୟାଳୟ ପରିସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଞ୍ଜୟ କୁମାର ସାହୁ, ଚିଫ

ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର ଅନୁଷ୍ଠିତ

ଫୁଲବାଣୀ (୨ ୧/୯) : ଫୁଲବାଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ବଳ୍ପ , ବିଶ୍ଵାସନିୟତା ଭଲଭାବେ ପରଖୁ ନେବାକୁ ପରାମର୍ଶ ଦିଆଯାଇଥିଲା। ସମସ୍ତ ଡାକଘର ଓ ବାଣିଜ୍ୟିକ ବ୍ୟାଙ୍କ ମାନଙ୍କରେ ଉପଲବ୍ଧ ସ୍ବଳ୍ପ ସଞ୍ଚୟ ଯୋଜନା ଗୁଡ଼ିକ ଅର୍ଥନିବେଶ ପାଇଁ ବେଶ ସରଳ,

ହକି ବିଶ୍ୱକପ୍ ପାଇଁ ରାଉରକେଲା ସହରରେ ଚାଲିଥିବା ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ…

ରାସ୍ତା ନିର୍ମାଣ, ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ, ପାର୍କିଂ ସ୍ଥଳ ଓ ବୃକ୍ଷ ରୋପଣ ଆଦି କାମ ଉପରେ ଗୁରୁତ୍ୱ ରାଉରକେଲା, : ୨୦୨୩ ଜାନୁୟାରୀ ମାସରେ ଭୁବନେଶ୍ୱର ସହିତ ରାଉରକେଲାଠାରେ ପୁରୁଷ ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ବିଭିନ୍ନ

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ମରୁଡି : ଛାତ୍ର ଛାତ୍ରୀଙ୍କ ଧାରଣା…

ରସିକ ସରକାର / ଉମେରକୋଟ ପ୍ରତିନିଧି ଉମରକୋଟ : ଆଦର୍ଶ ବିଦ୍ୟାଳୟ ରେ ଅନେକ ଦିନ ହେଲା ରାସାୟନ ବିଜ୍ଞାନ ଶିକ୍ଷକ ସହିତ ହିନ୍ଦୀ, କଳା ଏବଂ ସଂଗୀତ ଶିକ୍ଷକ ନଥିବା ଯୋଗୁଁ ଆଜି ଏହାର ପ୍ରତିବାଦ କରି ସ୍କୁଲର ଛାତ୍ର ଛାତ୍ରୀ ପ୍ରାୟ ଚାରି କିଲୋମିଟର ରାସ୍ତା ବର୍ଷାରେ ଭିଜି ଭିଜି ଆସି

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନି ଛାତ୍ର କୁନାଲ ମଲ୍ଲିକଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଆର୍‌କେ ହଷ୍ଟେଲରେ ରହୁଥିବା ଜନୈକ କଳା ବିଭାଗର ଯୁକ୍ତ ତିନି ଛାତ୍ର କୁନାଲ ମଲ୍ଲିକଙ୍କର ଆଜି ପୂର୍ବାହ୍ନରେ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ଯୁକ୍ତ ତିନି କଳା ବିଭାଗର

ଏସଏସଶାହା ଫୁଟବଲ ଟୁର୍ନାମେଣ୍ଟର ଅନ୍ତିମ ଫଳାଫଳ

ଉମରକୋଟ(୨୦/୦୯) : ଏସଏସଶାହା ଫୁଟବଲ ଟୁର୍ନାମେଣ୍ଟର ଆଜି ଅନ୍ତିମ ମ୍ୟାଚ ଅନୁଷ୍ଠିତ ହୋଇଥିଲା | ଏହି ଅନ୍ତରାଷ୍ଟୀୟ ଟୁର୍ନାମେଣ୍ଟରେ ସର୍ବମୋଟ ଦଶଟି ଦଳ ଭାଗ ନେଇଥିଲେ ସେଥିମଧ୍ୟରୁ ବଲାଙ୍ଗୀର,ଭବାନୀପାଟଣା, ଏସ ଏସ ସାହା ସ୍କ୍ୱାର୍ଡ, ୟୁ ଏଫ ଛି ନାଇଜେରିଆ, ସ୍ପୋର୍ଟ ଏକାଡେମୀ ଥିରୁ କେରଳ,