Sign in
Sign in
Recover your password.
A password will be e-mailed to you.
ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଗଣଦୁଷ୍କର୍ମ ସହ ଟଙ୍କା ଲୁଟିବା ଘଟଣା, ୬ ଗିରଫ
ବାଲେଶ୍ୱର, ୨୧/୦୯: ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଗଣଦୁଷ୍କର୍ମ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ସହରର ଗୋଧୀବସା ଅଂଚଳରେ । ସୋମବାର ବିଳମ୍ବିତ ରାତ୍ରିରେ ବାଲେଶ୍ବର ରେଳ ଷ୍ଟେସନରୁ ସ୍ବାମୀ-ସ୍ତ୍ରୀ ଚାଲି ଚାଲି ନିଜ ଘରକୁ ଫେରୁଥିଲେ । ଫେରିବା ବେଳେ ଗୋଧୀବସା ନିକଟରେ କିଛି!-->…
‘ମୁଖ୍ୟମନ୍ତ୍ରୀଙ୍କୁ ଦିଅ(ପେସିଏମ) ଅଭିଯାନ ଆରମ୍ଭ କଲା କର୍ଣ୍ଣାଟକ କଂଗ୍ରେସ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପି ସରକାର ବିରୋଧରେ କଂଗ୍ରେସ ପେସିଏମ୍ ଅଭିଯାନ ଆରମ୍ଭ କରିଛି। ପେମେଣ୍ଟ ଆପ୍ ପେଟିଏମ୍ ପରି ଏକ ପୋଷ୍ଟର ଲଗାଯାଇଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କ ମୁହଁରେ କ୍ୟୁଆର କୋଡ୍ ରଖାଯାଇଛି। ଏଭଳି ପୋଷ୍ଟର କର୍ଣ୍ଣାଟକର ଅନେକ ସର୍ବସାଧାରଣ!-->…
ଗୋରୁ ବୋଝେଇ ଗାଡ଼ି ଜବତ: ୨୦ ଗୋରୁ ଉଦ୍ଧାର
କାମାକ୍ଷାନଗର: ଢେଙ୍କାନାଳ ସଦରଥାନା ଅନ୍ତର୍ଗତ କଙ୍କଡାହାଡ ଛକ ନିକଟରେ ବୁଧବାର ସକାଳେ ଗୋଟିଏ ଟାଟାଏସିରେ ୨୦ଟି ଗୋରୁ ଚାଲାଣ ହେଉଥିବା ବେଳେ ଏହାକୁ ଜବତ କରାଯାଇଛି। ଗୋରୁଗୁଡିକୁ ଚାଲାଣ ପାଇଁ ନେଉଥିବା ବେଳେ ଖବର ପାଇ କଙ୍କଡାହାଡ ଛକ ନିକଟରେ ମାଡି ବସିଲେ ଗ୍ରାମବାସୀ ଓ ବଜରଙ୍ଗ କ୍ଲବ!-->…
ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ଓ ବାଘ ନଖ ଜବତ
କରଞ୍ଜିଆ ୨୧।୦୯ : ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ଓ ବାଘ ନଖ ଜବତ। ଆନ୍ଧ୍ରପ୍ରଦେଶରୁ ଆସି ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ସହ ବାଘ ନଖ ବିକ୍ରି କରୁଥିବା ସମୟରେ ମାଡ଼ି ବସିଲା ବନବିଭାଗ ।
ଖବର ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରୁ ମଙ୍ଗଳବାର!-->!-->!-->…
ମୁଣ୍ଡରେ ସୌରଫ୍ୟାନ ଲଗାଇଲେ ଜୁଗାଡ଼ୁ ବାବା
ନୂଆଦିଲ୍ଲୀ: ଚର୍ଚ୍ଚାରେ ଜୁଗାଡୁ ଲଲ୍ଲୁରାମ। ନିଜ ସମସ୍ୟାର ସମାଧାନ କରିବାକୁ ଯାଇ ଲଲ୍ଲୁରାମ ଯେଉଁ କାମ କରିଛନ୍ତି, ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୋସିଆଲ ମିଡିଆରେ ଏବେ ଜୁଗାଡୁ ଲଲ୍ଲୁରାମଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ନିଜ ମୁଣ୍ଡରେ ସୌର ପଙ୍ଖା!-->…
ଅତିରିକ୍ତ ତହସିଲଦାରଙ୍କ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍, ୨୧ଟି ପ୍ଲଟ୍ ଠାବ
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସୁନ୍ଦରଗଡ଼ ଜିଲ୍ଲାର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଟାଙ୍ଗରପାଲି ବ୍ଲକ ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ୮ଟି ସ୍ଥାନରେ ରେଡ୍ ଚାଳିଛି । ପ୍ରାଥମିକ ତଦନ୍ତରୁ ଭିଜିଲାନ୍ସ ହାତରେ ୨୧ଟି ପ୍ଲଟ ସହ ୨ଟି!-->…
ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୯୯ କୋଭିଡ୍ ପଜିଟିଭ୍…
ଭୁବନେଶ୍ୱର ୨୦।୦୯ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୬ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୮୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…
ଦଳକୁ ପର୍ଯ୍ୟାପ୍ତ ସମୟ ଦିଅନ୍ତି ନାହିଁ ରାହୁଲ ଓ ପ୍ରିୟଙ୍କା : ହିମାଚଳପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା…
ସିମଲା: ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ଦଳ ତଥା ଏହାର ନେତାମାନଙ୍କୁ ପର୍ଯ୍ୟାପ୍ତ ସମୟ ଏବଂ ଗୁରୁତ୍ୱ ଦେଉ ନାହାନ୍ତି। ଏକ ଡିଜିଟାଲ ଗଣମାଧ୍ୟମରେ କିଛି ଏଭଳି କହି ଏବେ କଂଗ୍ରେସରେ ନିଆଁ ଲଗାଇଛନ୍ତି ହିମାଚଳ ପ୍ରଦେଶର ପିସିସି ସଭାପତି | ସାକ୍ଷାତକାରର ଭିଡିଓ ଅନୁଯାୟୀ!-->…
କଂଗ୍ରେସର ଭାରତ ଯୋଡ଼ୋ ପୋଷ୍ଟରରେ ସ୍ଥାନ ପାଇଲେ ସାବରକର
ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରାର ୧୪ତମ ଦିନରେ ଗୋଟିଏ ଅଜବ ଘଟଣା ଘଟିଛି। ଯେଉଁ ଭିଡି ସାବରକର ଇଂରେଜମାନଙ୍କୁ କ୍ଷମା ମାଗି ଜେଲରୁ ଖଲାସ ହୋଇଥିବା କଂଗ୍ରେସ ଅଭିଯୋଗ କରୁଥିଲା ଆଜି ତାଙ୍କରି ଫଟୋ ଭାରତ ଯୋଡ଼ୋ ପୋଷ୍ଟରରେ ଦେଖିବାକୁ ମିଳିଛି।ଏହାକୁ ନେଇ!-->…
ଆସ୍ଥା ଭୋଟକୁ ନେଇ ମାନ୍ ସରକାରଙ୍କୁ ଝଟକା, ଦିନିକିଆ ବିଧାନସଭା ଅଧିବେଶନକୁ ଅନୁମତି ଦେଲେନି ରାଜ୍ୟପାଳ
ଚଣ୍ଡୀଗଡ଼: ପଞ୍ଜାବର ଆମ୍ ଆଦମୀ ପାର୍ଟି(ଆପ୍) ସରକାର ସେପ୍ଟେମ୍ବର ୨୨ରେ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଇ ଆସ୍ଥା ଭୋଟ୍ କରିବାକୁ ଚାହୁଁଥିଲେ। ପଞ୍ଜାବରେ ଆପ୍ ସରକାରକୁ ହଟାଇବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଥିବାର ଅଭିଯୋଗ କରି ଆପ୍ ଆସ୍ଥା ଭୋଟ କରିବ ବୋଲି ଘୋଷଣା!-->…