ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ । କ୍ୟାପିଟାଲ ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ମୃତକ ହେଲେ ନୟାଗଡ ଅଞ୍ଚଳର ସୁମିତ୍ରା କାଟିଆ । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଓ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଖବର ଅନୁଯାୟୀ, ୨୦୨୦ ଡିସେମ୍ବରରେ ନୟାଗଡ଼

ନକଲି ଔଷଧ କାରବାର ମାମଲା, ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ PIL

କଟକ ୨୧।୦୯: ନକଲି ଔଷଧ କାରବାରର ପର୍ଦ୍ଦାଫାଶ ହେବା ଦରକାର । ଏହି ଘଟଣାରେ ସିବିଆଇ ତଦନ୍ତ ଆବଶ୍ୟକ କହି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଅଭିଷେକ ଦାସ । ଏହି ମାମଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକାଧିଜ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି। ଯେହେତୁ ଏହି ବେଆଇନ

ଡାକ୍ତରଙ୍କୁ ମାଡ ଅଭିଯୋଗରେ ବ୍ୟବସାୟୀ ଗିରଫ

ସମ୍ୱଲପୁର ୨୧/୦୯: ସମ୍ବଲପୁରରେ ଡାକ୍ତରଙ୍କୁ ମାଡ ଅଭିଯଗୋରେ ବ୍ୟବସାୟୀ ଗିରଫ । ଗିରଫ ବ୍ୟବସାୟୀ ଜଣକ ହେଲେ ନଟବର ବାଙ୍କା । ଗତକାଲି ସେ ସନ ଡାଇଗ୍ନୋଷ୍ଟିକକୁ ଯାଇ ସେଠାରେ କାର୍ଯ୍ୟରତ ଡାକ୍ତର ଚିଦାନନ୍ଦ ମିଶ୍ରଙ୍କୁ ଚପଲରେ ମାଡ ମାରିବା ସହ ମହିଳା କର୍ମଚାରୀଙ୍କୁ ମଧ୍ୟ ଚପଲ ଉଠାଇଥିଲେ ।

୮୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଜଳେଶ୍ୱର: ଜଳେଶ୍ୱର ଅଞ୍ଚଳରୁ ଜବତ ହୋଇଛି ୭୯୩ ଗ୍ରାମ ବ୍ରାଉନସୁଗାର। ଯାହା ଅନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା। ଏହି ବ୍ରାଉନସୁଗାର ବ୍ୟବସାୟ କରୁଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ଆଜି ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଧଳାଜହର କାରବାର କରୁଥିବା ଅସାମାଜିକଙ୍କ ଉପରେ

ଭିଜିଲାନ୍ସ୍ ଜାଲରେ ଥାନା ଏସ୍‌ଆଇ

ଖଲ୍ଲିକୋଟ: ଏକ ମାମଲାରେ ଦଫା କୋହଳ କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ୍ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଏସ୍‌ଆଇ ତଥା ଭାରପ୍ରାପ୍ତ ଭେଜିପୁଟ ଫାଣ୍ଡି ଅଧିକାରୀ ସ‌ନ୍ତୋଷ କୁମାର ସ୍ବାଇଁ। ଅଭିଯୋଗକାରୀ ତଥା ବୁରପଲ୍ଲୀ ଗ୍ରାମର ଭୁବନ ପାତ୍ରଙ୍କଠୁ ଆଜି

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ବିବାଦ ଲାଗି ରହିଥିଲା । ଏହା ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଗତକାଲି ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍ଏମ୍ଏ) ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏନ୍ଏମ୍ଏ ର ଏହି ନୋଟିସ କୁ ନେଇ ଭୁବନେଶ୍ୱର

କଟକରେ ନକଲି ମେଡ଼ିସିନ୍‌ କାରବାର ଘଟଣା: ରାଜ୍ୟ ବାହାରକୁ ଗଲା କମିଶନରେଟ୍‌ ପୋଲିସର ସ୍ୱତନ୍ତ୍ର ଟିମ୍‌

କଟକ:କଟକରେ ନକଲି ଔଷଧ କାରବାର ଘଟଣା। ରାଜ୍ୟ ବାହାରକୁ ଗଲା କମିଶନରେଟ୍‌ ପୋଲିସର ସ୍ୱତନ୍ତ୍ର ଟିମ୍‌। ବିହାର ଯାଇଛି ୪ ଜଣିଆ ଟିମ୍‌। ଔଷଧର ଉତ୍ସ ନେଇ ଖୋଳତାଡ଼ କରିବ ଟିମ୍‌। କାରବାରରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି। ଏନେଇ କଟକ ଡିସିପି ପିନାକ ମିଶ୍ର

ବୁର୍ଲା ଡାକ୍ତରଖାନାରେ ଏକକାଳୀନ ୪ ଶିଶୁଙ୍କୁ ଜନ୍ମଦେଲେ ମହିଳା

ସମ୍ବଲପୁର: ଗୋଟିଏ ଥରରେ ୪ ଛୁଆଙ୍କୁ ଜନ୍ମ ଦେଇଛନ୍ତି ମହିଳା । ବୁର୍ଲା ଭୀମସାରରେ ବୁଧବାର ସୋନପୁରର ଜଣେ ମହିଳା ୪ ଛୁଆଙ୍କୁ ଜନ୍ମ ଦେଇଛନ୍ତି । ନବଜାତକଙ୍କ ମଧ୍ୟରେ ୩ ଜଣ ଝିଅ ଥିବା ବେଳେ ଜଣେ ଶିଶୁପୁତ୍ର ରହିଛି । ମାଆଙ୍କ ସହ ୪ ଛୁଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଭାରତକୁ ୪ ୱି‌କେଟ୍‌ରେ ହରାଇଲା ଅଷ୍ଟ୍ରେଲିଆ: ବ୍ୟାଟର୍‌ ସୁଯୋଗ ଦେଲେ, ବୋଲର୍‌ ଛାଡ଼ିଦେଲେ

ମୋହାଲି: ବ୍ୟାଟର୍ ଦେଇଥିବା ସୁଯୋଗକୁ ବୋଲର୍‌ ଛାଡ଼ିଦେଲେ। କେଏଲ୍ ରାହୁଲ୍, ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋ‌ରକ ବ୍ୟାଟିଂ ବଳରେ ସଂଗୃହୀତ ୨୦୮ ରନ୍ ଭାରତ ପାଇଁ ଯଥେଷ୍ଟ ହେଲା ନାହିଁ। ଭ୍ରମଣକାରୀ ଅଷ୍ଟ୍ରେଲିଆ ୨୦୯ ରନ୍‌ ବିଜୟ ଲକ୍ଷ୍ୟକୁ ଅତି ସହଜରେ ୪ ବଲ୍‌

୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଉତ୍ତର ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଲଘୁଚାପ ବର୍ତ୍ତମାନ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଆଡକୁ ମୁହାଁଇଛି। ଏହାର ପ୍ରଭାବରେ ଆଜି ପଶ୍ଚିମ ଓଡ଼ିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ ଆଜି ୭ଟି