ଭୁବନେଶ୍ବରରୁ ପୁଣି ଚିହ୍ନଟ ହେଲେ ୪୮ନୁଆ ଡେଙ୍ଗୁ ରୋଗୀ

ଭୁବନେଶ୍ବର: ଭୁବନେଶ୍ବରରୁ ପୁଣି ଚିହ୍ନଟ ହେଲେ ୪୮ନୁଆ ଡେଙ୍ଗୁ ରୋଗୀ । ଗତ ୨୪ଘଣ୍ଟାରେ ୧୭୩ଜଣଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିବା ବେଳେ ୪୮ଟି ପଜିଟିଭ ଓ ୧୨୫ଟି ନେଗେଟିଭ ଥିବା ଜଣାପଡିଛି । ଫଳରେ ଭୁବନେଶ୍ବରର ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୫୯କୁ ବୃଦ୍ଧି ପାଇଥିବା ବେଳେ

ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ର ଦୀକ୍ଷାନ୍ତ କାର୍ଯ୍ୟକ୍ରମ…

ବ୍ରହ୍ମପୁର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ମିଳିତ ଆନୁକୁଲ୍ୟରେ ବ୍ରହ୍ମପୁର ସହର ଉପକଣ୍ଠ ସ୍ଥିତ ପୁଟବଗଡ ଗ୍ରାମ ଠାରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇ ଯାଇଛି । ନାଟ୍ୟ କ୍ଷେତ୍ରରେ ଗୁରୁ - ଶିଷ୍ୟ ପରମ୍ପରାର

ଚିକିଟି ଲକୀ ରେଷ୍ଟ୍ରରାଣ୍ଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଜଣେ ମୃତ…

ଚିକିଟି- ଚିକିଟି ଏନ ଏ ସି ଲକୀ ରେଷ୍ଟ୍ରରାଣ୍ଟ ନିକଟରେ ଏକ ସଡକ ଦୁର୍ଘଟଣାରେ ଟ୍ରକ ଚକା ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ମୃତକ ଜଣକ ଦିଗପହଣ୍ଡି ରେଞ୍ଜ ନୂଆପଡା ସେକ୍ସନ ଫରେଷ୍ଟ ଗାର୍ଡ ସୁଦାମ ଦଳେଇ ବୋଲି ସୂଚନା ମିଳିଛି। ସଂନ୍ଧ୍ୟା ପ୍ରାୟ ୮ଟା ସମୟରେ ଚିକିଟି ଗଡ

କଲେଜର ସ୍ୱର୍ଣ୍ଣ ଜୟନ୍ତୀ ପାଳନର ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ ପାଇଁ ସ୍ଥାନ ନିରୂପଣ…

ନବରଙ୍ଗପୁର,: ନବରଙ୍ଗପୁର କଲେଜର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ବିଭିନ୍ନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଆଜି କଲେଜ ପରିସର ମଧ୍ୟରେ ଏକ ନୂତନ ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରାଯାଇଛି। ଆଜି ଅପରାହ୍ନରେ କଲେଜ ଗଭର୍ଣିଂ ବଡ଼ି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ

ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗରେ ୮୦୪ କର୍ମଚାରୀ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ

ଦାରିଙ୍ଗବାଡ଼ି ରେ ସ୍ୱଚ୍ଛତା ହିଁ ସେବା ଦିବସ ପାଳନ…

ଦାରିଙ୍ଗବାଡ଼ି, (୨୧/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଡ଼ିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ‘ସ୍ୱଚ୍ଛତା ହିଁ ସେବା’ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଟେପାରି ଗ୍ରାମର ଅଙ୍ଗନବାଡି କାର୍ଯ୍ୟାଳୟ ଠାରୁ ଆରମ୍ଭ କରି

ଶିକ୍ଷୟିତ୍ରୀଙ୍କୁ ହାଣିଲେ ୩ ଲୁଟେରା…

ବାଲେଶ୍ୱର: ଲୁଟ୍‌ରେ ବାଧା ଦେବାରୁ ଶିକ୍ଷୟିତ୍ରୀଙ୍କୁ ଭୁଜାଲିରେ ହାଣି ପକାଇଲେ ଲୁଟେରା। ଆକ୍ରମଣରେ ଶିକ୍ଷୟିତ୍ରୀଙ୍କ ଦୁଇ ହାତରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ଜଣକ ରେମୁଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଆଜି ବାଲେଶ୍ୱର ରେମୁଣା ବ୍ଲକ ନରହରିପୁର ବାଇପାସ୍

ଜ୍ବାଇଁର ଠେଙ୍ଗା ମାଡ଼ରେ ଶ୍ୱଶୁର ମୃତ

ପାତ୍ରପୁର : ଜରଡ଼ା ଥାନା ପାତ୍ରପୁର ବ୍ଳକ ଅନ୍ତର୍ଗତ ମୁଣ୍ଡକେରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୌଣସି କାରଣ କୁ ନେଇ ଶ୍ୱଶୁର ଓ ଜ୍ବାଇଁ ମଧ୍ୟରେ ସାମାନ୍ୟ ବଚସା ହେବା ପରେ ଜ୍ବାଇଁ ର ଠେଙ୍ଗା ମାଡ଼ରେ ଶ୍ୱଶୁରର ମୃତ୍ୟୁ ଘଟିଥିଲା । ଜରଡ଼ା ଥାନା ଏସଆଇ ମେଡିନିଶ୍ୱର୍

ଚିକିଟି ବିଜେଡ଼ି ପରିବାର ତରଫରୁ ରକ୍ତଦାନ ଶିବିର

ପାତ୍ରପୁର : ପାତ୍ରପୁର ବ୍ଳକ ସାମ୍ବାଦିକ ନୀଳାଞ୍ଚଳ ପଟ୍ଟନାୟକଙ୍କ ଓ ଅଞ୍ଚଳେଶ୍ୱର ପଟ୍ଟନାୟକଙ୍କ ପିତା ବରିଷ୍ଠ ଶିକ୍ଷକ ନେତା ତଥା ସମାଜସେବୀ ସ୍ୱର୍ଗତ ରାମଚନ୍ଦ୍ର ପଟ୍ଟନାୟକ ଓ ମାତା ସ୍ୱର୍ଗତ ସତ୍ୟଭାମା ଦେବୀଙ୍କ ସ୍ମୃତି ଉଦେଶ୍ୟରେ ବୁଧବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଜ୍ୱାଇଁର ଠେଙ୍ଗା ମାଡ଼ରେ ଶ୍ୱଶୁର ମୃତ

ପାତ୍ରପୁର: ଜରଡ଼ା ଥାନା ସାମନ୍ତିଆ ପଲ୍ଲୀ ପଞ୍ଚାୟତ ମୁଣ୍ଡକେରୀ ଗ୍ରାମରେ ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜ୍ବାଇଁର ଠେଙ୍ଗା ମାଡ଼ରେ ଶଶୁରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଆପନା ବେହେରା (୬୫) ବୋଲି ଜଣାଯାଇଛି। ଆପନାକୁ ହତ୍ୟା କରିବା