Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ୩୭୮୮ଜଣ ଡେଙ୍ଗୁ ରୋଗୀ, ଖୋର୍ଦ୍ଧାରେ ସର୍ବାଧିକ
ଭୁବନେଶ୍ୱର ୨୧।୦୯ : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୭୮୮ ଡେଙ୍ଗୁ ରୋଗୀ । ୨୭ ହଜାର ୭୫୯ ସାମ୍ପୁଲ୍ ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୩୭୮୮ ଆକ୍ରାନ୍ତ । ଖୋର୍ଦ୍ଧାରେ ସର୍ବାଧିକ ୨୧୩୮ ହୋଇଥିବା ବେଳେ କୋରାପୁଟରେ ୩୫୯, ରାୟଗଡ଼ାରେ ୩୨୧, ମାଲକାନାଗିରିରେ ୨୩୨!-->…
୨୩ ହଜାର କୋଟି ବ୍ୟାଙ୍କ ଠକେଇ ମାମଲା : ଏବିଜି ଶିପୟାର୍ଡ ମୁଖ୍ୟ ଗିରଫ
ନୂଆଦିଲ୍ଲୀ: ଭାରତୀୟ ଇତିହାସର ସବୁଠାରୁ ବଡ଼ ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ଫସିଥିବା ଏବିଜି ଶିପୟାର୍ଡର ମୁଖ୍ୟ ଆରକେ ଅଗ୍ରୱାଲଙ୍କୁ ଶେଷରେ ଗିରଫ କରିଛି ସିବିଆଇ। ୨୩ ହଜାର କୋଟି ବ୍ୟାଙ୍କ ଦୁର୍ନୀତି ମାମଲାରେ ଆଜି ସିବିଆଇ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି।ସିବିଆଇ ଶ୍ରୀ ଅଗ୍ରୱାଲଙ୍କ!-->…
ରାଜଧାନୀରେ ବିଷ ପିଇ ଜୀବନ ହାରିଲେ ପ୍ରେମୀ ଯୁଗଳ
ଭୁବନେଶ୍ୱର ୨୧।୦୯ : ଭରତପୁର ଥାନା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ବିଷ ପିଇ ଆତ୍ମହତ୍ୟା କଲେ ପ୍ରେମୀ ଯୁଗୋଳ । ମୃତ ପ୍ରେମିକ ନୟାଗଡ ଜିଲ୍ଲାର ସୋମନାଥ ସାହୁ । ସୋମନାଥଙ୍କର ସ୍ତ୍ରୀ ଓ ଗୋଟିଏ ପୁଅ ଅଛନ୍ତି । ମୃତ ପ୍ରେମିକା ଢେଙ୍କାନାଳ ଜିଲ୍ଲା ରାସୋଳ ଅଞ୍ଚଳର ଜଣେ ବିବାହିତା!-->…
କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେ ଦିଗବିଜୟ ସିଂହ !
ନୂଆଦିଲ୍ଲୀ: କଂଗ୍ରେସ ସଭାପତି କିଏ ହେବେ, ତା’କୁ ଛକାପଞ୍ଝା ଜାରି ରହିଛି। ଆସନ୍ତାକାଲି ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ବରିଷ୍ଠ ନେତା ଶଶି ଥରୁର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ। ଯଦି ରାହୁଲ ଗାନ୍ଧି ସଭାପତି ଦାୟିତ୍ୱ ନେବାକୁ ପୁଣି ରାଜି ନ!-->…
ମୋ ବସରେ ମେଡିକାଲ ଯାଉଥିବା ସମୟରେ କ୍ୟାନ୍ସର ରୋଗୀଙ୍କ ଠାରୁ ଲୁଟ୍
ଭୁବନେଶ୍ୱର:କ୍ୟାନ୍ସର ରୋଗୀଙ୍କ ଠାରୁ ଲୁଟ୍ । ମୋ ବସରେ ମେଡିକାଲ ଯାଉଥିବା ସମୟରେ ଲୁଟର ଶିକାର ହେଲେ ରୋଗୀ। ଚିକିତ୍ସା ପାଇଁ ଆଣିଥିବା ୧୫ହଜାର ଟଙ୍କା ଲୁଟିନେଲେ ଲୁଟେରା। ମୋ ବସରେ ଯାତ୍ରୀ ବେଶରେ ଆସୁଛନ୍ତି ଲୁଟେରା। ତେବେ ଗଞ୍ଜାମ ଅଞ୍ଚଳରୁ ଚିକିତ୍ସା ପାଇଁ ଭୁବନେଶ୍ୱର ଆସିଥିଲେ ବୃଦ୍ଧ!-->…
ଅକ୍ଟୋବର ୧୬ରେ ଓଡିଶା ପ୍ରଶାସନିକ ସେବା ପ୍ରିଲିମନାରୀ ପରୀକ୍ଷା
କଟକ: ଓଡିଶା ପ୍ରଶାସନିକ ସେବାର ପ୍ରିଲିମ ପରୀକ୍ଷା ଆସନ୍ତା ଅକ୍ଟୋବର ୧୬ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ରାଜ୍ୟର ୫ଟି ଜୋନ କଟକ, ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓଡିଶା ଲୋକସେବା ଆୟୋଗ – ଓପିଏସସି ବିଜ୍ଞପ୍ତି ପ୍ରକାଶ କରିଛି।
!-->!-->…
ଟିଭି ଚ୍ୟାନେଲରେ ଘୃଣା ଉଦ୍ରେକକାରୀ ଭାଷଣକୁ ଅନୁମତି ଦେଇହେବ ନାହିଁ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଘୃଣା ଉଦ୍ରେକକାରୀ ଭାଷଣକୁ ନେଇ ଟିଭି ଚ୍ୟାନେଲମାନଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ମତ ପ୍ରକାଶ କରିବାର ସ୍ବାଧୀନତା ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ବି ଟିଭି ଚ୍ୟାନେଲରେ ଘୃଣା ଉଦ୍ରେକକାରୀ ଭାଷଣକୁ ଅନୁମତି ଦେଇହେବ ନାହିଁ ।ଆଜି ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ!-->…
ଫାୟାର ମ୍ୟାନଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ
ଉଦଳା: ଜଣେ ବିବାହିତ ମହିଳାଙ୍କୁ ଭଲ ପାଇ ବିବାହ କରିଲେ । ବିବାହ ପୁଣି ବିଧିବଦ୍ଧ ଭାବେ ନ କରି ନୋଟାରୀରେ କରି ନିଜ ପାଖରେ ନେଇ ସ୍ତ୍ରୀ କରି ରଖିଲେ । ହେଲେ ଦେଲେ ନାହିଁ ସ୍ତ୍ରୀର ସମ୍ପୂର୍ଣ୍ଣ ମାନ୍ୟତା । ଯେତେବେଳେ ମହିଳା ଜଣକ ଏନେଇ ବାରମ୍ବାର ବାଧ୍ୟ କରିଲେ, ସେବେ ଆରମ୍ଭ!-->…
ସ୍ପାଇସଜେଟ୍ ଉପରେ ଡିଜିସିଏ କାର୍ଯ୍ୟାନୁଷ୍ଠାନ: ଅକ୍ଟୋବର ୨୯ ପର୍ଯ୍ୟନ୍ତ ଅଧା ବିମାନର ଉଡାଣ ବନ୍ଦ
ନୂଆଦିଲ୍ଲୀ: ବାରମ୍ବାର ତ୍ରୁଟି ଦେଖାଯିବା ପରେ ଘରୋଇ ବିମାନ ସେବା କମ୍ପାନି ସ୍ପାଇସ ଜେଟ୍ ଉପରେ କେତେକ କଟକଣା ଲଗାଇଥିଲେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) । କମ୍ପାନିର ଅର୍ଦ୍ଧେକ ବିମାନ ଉଡ଼ାଣ ଉପରେ ଜୁଲାଇ ମାସରେ ଡିଜିସିଏ ଦୁଇ ମାସ ପାଇଁ କଟକଣା ଲଗାଇଥିବା ବେଳେ ଏବେ!-->…
୩୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
ବରଗଡ଼ ୨୧।୦୯ : ଥମୁନି ଧଳାଜହର କାରବାର୍ । ବରଗଡ଼ରୁ ୩୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ ହୋଇଛି । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ଅଧିକା ଖୋଲତାଡ଼ କରୁଛି ପୋଲିସ ।
ଖବର ଅନୁଯାୟୀ, ବରଗଡ଼ ଟାଉନ୍ ଥାନା ମହାନ୍ତିପଡ଼ା ଅଞ୍ଚଳରେ ବ୍ରାଉନ୍ସୁଗାର କାରବାର ନେଇ ପୋଲିସ!-->!-->!-->…