ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା । ଭଡା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ । ପାହାଳ ଥାନା ଅନ୍ତର୍ଗତ ଅଟଳାଠାରେ ଜଣେ ଯୁବତୀ ଭଡାରେ ରହୁଥିବା ବେଳେ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀଙ୍କ ନାମ ସୁଜାତା ରଥ ବୋଲି ଜଣାପଡ଼ିଛି । ସୁଜାତାଙ୍କ

ଦାରିଙ୍ଗବାଡ଼ି ଚାରିଛକଠାରେ ବିଶ୍ରାମଗାର ନିର୍ମାଣ ଘଟଣାରେ ଉପ ଜିଲ୍ଲାପାଳଙ୍କ ହସ୍ତକ୍ଷେପ, ଦୁଇ ଗୋଷ୍ଠିଙ୍କୁ ନେଇ…

ଦାରିଙ୍ଗବାଡ଼ି, (୨୧/୯) : ଦାରିଙ୍ଗବାଡ଼ି ଚାରିଛକ ଠାରେ ବିଶ୍ରାମଗାର ନିର୍ମାଣ କରିବା ନେଇ ଦୁଇ ଗୋଷ୍ଠି ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ବ୍ଳକ ଅଞ୍ଚଳରେ ଚାପା ଉତେଜନା ସୃଷ୍ଟି ହୋଥିଲା । ଏହି ଘଟଣାରେ ଉପ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ବ୍ଳକ ସଭାଗୃହରେ ଦୁଇ

କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ: ସିଡିଏମଓଙ୍କୁ ନବରଙ୍ଗପୁରକୁ ବଦଳି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶିଶୁ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମଓଙ୍କୁ ନବରଙ୍ଗପୁରକୁ ବଦଳି। ସିଡିଏମଓ ସୁଜାତାରାଣୀ ମିଶ୍ରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ସୀମାନ୍ତ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି, (୨୨।୯) : ମାଲକାନଗିରି କୋରାପୁଟ ଓ ଆନ୍ଧ୍ର ସୀମାରୁ ବିପୁଳ ମାଓ ସାମଗ୍ରୀ ଓ ବୋମାକୁ ଜବତ କଲେ ସୁରକ୍ଷା କର୍ମୀ । ମାଲକାନଗିରି ଜିଲ୍ଲାରେ ଧୀରେ ମାଓ ଗଡ ଭୁଷୁଡିବାରେ ଲାଗିଥିବା ବେଳେ ବିଗତ କିଛିଦିନ ପୂର୍ବେ ସହ ସହ ସଂଖ୍ୟାରେ ମାଓ ସମର୍ଥକ ଓ ମଲିସିଆ ମାଓବାଦୀ ମାନେ ପୋଲିସ

ଆଇ.ଏଫ୍‌.ଡବ୍ଲୁ.ଜେ ସମ୍ମିଳନୀରେ ଯୋଗ ଦେବାପାଇଁ ମାଲକାନଗିରି ଜିଲ୍ଲାରୁ ୧୨ଜଣ ପ୍ରତିନିଧିଙ୍କ ଗସ୍ତ

ମାଲକାନଗିରି, ୨୨।୯ : ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ଠାରେ ଆସନ୍ତା ୨୩ ଓ ୨୪ ଦୁଇଦିନ ଧରି ଭାରତୀୟ ପେସାଦାର ପତ୍ରକାର ମହାସଂଘ (ଆଇ.ଏଫ୍‌.ଡବ୍ଲୁ.ଜେ)ର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛିା ଏହି ସମ୍ମିଳନୀରେ ଓଡିଶାରୁ ଉତ୍କଳ ସାମ୍ବାଦିକ ସଂଘର ୭୦ ଜଣ ପ୍ରତିନିଧି ଯୋଗ ଦେଉଥିବା

ରାଜପଥରେ ଓଲଟି ପଡ଼ିଲା ଟ୍ରକ୍‌, ବୋହିନେଲେ ଛେଳି !

ଭଦ୍ରକ: ଓଲଟି ପଡିଲା ଛେଳି ବୋଝେଇ ଟ୍ରକ । ଦୁର୍ଘଟଣାର ସୁଯୋଗ ନେଇ ଶତାଧିକ ଛେଳିଙ୍କୁ ନେଇଗଲେ ଚୋର । ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳରୁ ଆସିଛି ଏହି ଅଭିଯୋଗ । ଭଣ୍ଡାରିପୋଖରୀ ଆସାମ ପେଟ୍ରୋଲ ପମ୍ପ ସମ୍ମୁଖରେ ତିନିଶହରୁ ଅଧିକ ଛେଳି ନେଇଯାଉଥିବା ଟ୍ରକ ଭାରସାମ୍ୟ ହରାଇ

ବଡବନ୍ଧ ଗାର୍ଡୱାଲ ଦବିଲା ରାସ୍ତା ଫାଟିଲା, ନିମ୍ନ ମାନର କାମ ଅଭିଯୋଗ

ହିଞ୍ଜିଳିକାଟୁ (୨୨/୯) : ସରକାର ପଞ୍ଚାୟତ କୁ ପଞ୍ଚାୟତ ସଂଯୋଗୀକରଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା ଓ ମୁଖ୍ୟମନ୍ତ୍ରୀ ଗ୍ରାମସଡକ ଯୋଜନା ଭଳି ଅନେକ ଯୋଜନା କରିଛନ୍ତି। ସେଥିପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ନିମ୍ନମାନର କାମ ଯୋଗୁଁ କାମ ସରୁସରୁ ପୋଲ ଦବି ଯାଉଛି

ରାମଣ୍ଡା ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ

ବୁଗୁଡା :୨୨/୦୯/୨୨ : ବୁଗୁଡା ବ୍ଲକର ଗୋଳାବନ୍ଧ ପଞ୍ଚାୟତ ଅନ୍ତର୍ଗତ ରାମଣ୍ଡା ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ବିଜେଡି ସଭାପତି ଇ.ମଦନ ଗୋପାଳ ଦୋରାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମ

ମତଦାନ କେନ୍ଦ୍ର ଗୁଡିକର ସରଳୀ କରଣ କରିବା ନିମନ୍ତେ ବୈଠକ

ଛତ୍ରପୁର(୨୨.୦୯) : ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ମତଦାନ କେନ୍ଦ୍ର ଗୁଡିକର ସରଳୀକରଣ କରିବା ନିମନ୍ତେ ସମସ୍ତ ରାଜ ନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଯେଉଁ ଯେଉଁ

ପୁଣି ମୋ ବସ୍‌ରେ ଲୁଟ୍, କଲେଜ ଛାତ୍ରୀଙ୍କ ବ୍ୟାଗରୁ ନେଇଗଲେ ମୋବାଇଲ

ଭୁବନେଶ୍ୱର: ‘ମୋ ବସ୍’ ଭିତରୁ ପୁଣି ଲୁଟ୍ । ଗତକାଲି ‘ମୋ ବସ୍’ରେ ଯାଉଥିବା ବେଳେ ଜଣେ କ୍ୟାନସର ପୀଡ଼ିତ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଉକ୍ତ ଚୋରି ଘଟଣାକୁ ୨୪ ଘଣ୍ଟା ବି ପୂରିନି । ‘ମୋ ବସ୍’ରେ ଆଜି ପୁଣି ୨ ଜଣ ଛାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଥିବା ନେଇ