ରାଜଧାନୀରେ ଚୋରି ଉଦ୍ୟମ ବିଫଳ, ବନ୍ଧୁକ ନାଁ ଶୁଣି ଚୋର ଚମ୍ପଟ

ଭୁବନେଶ୍ୱର: ରାଜଧାନୀରେ ଚୋରି ଉଦ୍ୟମ ବିଫଳ । ବନ୍ଧୁକ ନାଁ ଶୁଣି ଚୋର ମାରିଲା ଚମ୍ପଟ । ଘର ମାଲିକର ଉପସ୍ଥିତ ବୁଦ୍ଧିଯୋଗୁ ଚୋରିରୁ ବର୍ତ୍ତିଗଲେ । ଭୁବନେଶ୍ବରର ଭିଏସଏସ୍ ନଗରରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଓ କୌତୁହଳ ଘଟଣା । ଗତକାଲି ବିଳମ୍ବିତ ରାତିରେ ଏକ ଘର ଝରକା ଭାଙ୍ଗି

ଚୀନ ଭୂମିକମ୍ପ : ୧୭ ଦିନ ପରେ ଆଶ୍ଚର୍ଯ୍ୟଜନକଭାବେ ଉଦ୍ଧାର ହେଲେ ଯୁବକ

ବେଜିଂ : ସେପ୍ଟେମ୍ବର ୫ରେ ଚୀନର ସିଚୁଆନରେ ହୋଇଥିବା ଭୂମିକମ୍ପରେ ପ୍ରାୟ ୯୩ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୪୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ତେବେ ଏହି ଭୂମିକମ୍ପର ଧ୍ବଂସସ୍ତୁପରୁ ଏକ ଆଶ୍ଚର୍ଯ୍ୟଜନକ ଖବର ହସ୍ତଗତ ହୋଇଛି । ପ୍ରାୟ ୧୭ ଦିନ ଧରି ନିଖୋଜ ଥିବା ଜଣେ ବ୍ୟକ୍ତିକୁ ଜଣେ

୪ ଫୁଟ୍‌ ଲମ୍ୱର ବଜ୍ରକାପ୍ତା ଉଦ୍ଧାର

ସାଲେପୁର, ୨୨/୦୯: କିଶନ ନଗର ଥାନା ସିର୍ଲୋ ବରମମ୍ପୁରରୁ ଏକ ବଜ୍ରକାପ୍ତା ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର ହୋଇଛି । ବଜ୍ରକାପ୍ତାଟିର ଲମ୍ବା ପ୍ରାୟ ୪ ଫୁଟ ହେବ। ବଜ୍ରକାପ୍ତାଟିକୁ ଚୋରି କରି ବିକ୍ରି କରିବା ପାଇଁ ନେଉଥିବା ବେଳେ ଧରାପଡ଼ିଯିବା ଭୟରେ ରାସ୍ତା କଡ଼ରେ ପକାଇ ଦେଇଥିବା ସନ୍ଦେହ

ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦିତା କରିବି, କିନ୍ତୁ ରାଜସ୍ଥାନ ଛାଡ଼ିବି ନାହିଁ : ଗେହଲୋଟ୍

ନୂଆଦିଲ୍ଲୀ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କଂଗ୍ରେସ ସଭାପତି ପଦ ପାଇଁ ମନୋନୟନ ପତ୍ର ଦାଖଲ କରିବା ବିଷୟରେ ଘୋଷଣା କରିଛନ୍ତି । ତେବେ ସେ କହିଛନ୍ତି ଯେ ସେ ରାଜସ୍ଥାନ ରାଜନୀତି ସହିତ ଜଡ଼ିତ ରହିବେ ଓ ରାଜ୍ୟ ପାଇଁ କାମ କରିବା ଜାରି ରଖିବେ ।ଗୋଟିଏ ପଟେ ରାହୁଲ ଗାନ୍ଧି କହୁଛନ୍ତି

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ହୋଇଗଲା ଶିଶୁ ପୁତ୍ର, ୪ ଘଣ୍ଟାପରେ ଉଦ୍ଧାର

ରାୟଗଡ଼ା, ୨୨/୦୯: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ଶିଶୁ ପୁତ୍ର ୪ ଘଣ୍ଟା ପରେ ଉଦ୍ଧାର ହୋଇଛି । ଜଣେ ପୁରୁଷ ଚୋରି କରିଥିବା ସିସିଟିଭି କ୍ୟାମେରା ଫୁଟେଜରୁ ସ୍ପଷ୍ଟ ଦେଖିବାକୁ ମିଳିଛି । ଶିଶୁପୁତ୍ରକୁ ଦୁଇ ଜଣ ମହିଳା ହସ୍ତାନ୍ତର କରିଛନ୍ତି । ରାୟଗଡ଼ା ବ୍ଲକ ବାଲେଷର ଗ୍ରାମର ପେଶୁ

ଇରାନରେ ତେଜୁଛି ମହିଳା ଆନ୍ଦୋଳନ, ଏପର୍ଯ୍ୟନ୍ତ ୧୧ ମୃତ, ଇଣ୍ଟରନେଟ୍ ବନ୍ଦ

ତେହେରାନ : ପୁଲିସ ହାଜତରେ ଜଣେ ଯୁବତୀ ମୃତ୍ୟୁବରଣ କରିବା ଘଟଣାକୁ ନେଇ ସମଗ୍ର ଇରାନରେ ଆନ୍ଦୋଳନ ତେଜିବାରେ ଲାଗିଛି । ପୁଲିସର ଦମନ ସତ୍ତ୍ବେ ଅଧିକରୁ ଅଧିକ ମହିଳା ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାରେ ଲାଗିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଏହି ଆନ୍ଦୋଳନ ଯୋଗୁଁ

୫୧ ଗ୍ରାମର ବ୍ରାଉନସୁଗାର ଜବତ, ୪ ଗିରଫ

ଖୋର୍ଦ୍ଧା ୨୨।୦୯ : ୫୧ ଗ୍ରାମର ବ୍ରାଉନସୁଗାର ଜବତ। ଖୋର୍ଦ୍ଧା ଥାନା ଗୁରୁଜଙ୍ଗ ଗାଁ ନିକଟରେ ଥବା ଏକ କମ୍ପାନୀ ନିକଟରୁ ଜବତ ହୋଇଛି । ଏହାସହ ୪ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ସେମାନଙ୍କ ନିକଟରୁ ୨ଟି ବାଇକ୍ ଜବତ ହୋଇଛି। ତେବେ ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ

ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକେ ଜାଳିଦେଲେ ଟ୍ରକ

କୋଣାର୍କ: ସାଇକେଲରେ ଯାଉଥିଲେ ଯୁବକ । ପିଟିଦେଲା ଟ୍ରକ୍‌। ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ମୃତ୍ୟୁ ହେବା ଦେଖାଦେଲା ଉତ୍ତେଜନା । ଟ୍ରକ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ। ଏପରି ଉତ୍ତେଜନାମୂଳକ ପରିସ୍ଥିତି ଆଜି ପୁରୀ ଜିଲ୍ଲା ନିମାପଡ଼ା-ପିପିଲି ରାସ୍ତା ଜଇନାବାଦରେ ଦେଖିବାକୁ ମିଳିଛି।

ନୱାଜଙ୍କ ଭଳି ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ନୀତିଗ୍ରସ୍ତ ନୁହନ୍ତି – ଇମ୍ରାନ ଖାନ୍

ନୂଆଦିଲ୍ଲୀ: ନୱାଜଙ୍କ ଭଳି ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ନୀତିଗ୍ରସ୍ତ ନୁହନ୍ତି। ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ପ୍ରଧାନମନ୍ତ୍ରୀ

ନକଲି ମେଡିସିନ୍ ନେଇ ତନାଘନା, ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଓଡିଶା ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର ୨୨।୦୯ : ରାଜ୍ୟରେ ନକଲି ମେଡିସିନ୍ ନେଇ ତନାଘନା। ବିହାର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଓଡ଼ିଶା ସ୍ୱାସ୍ଥ୍ୟ ସଚିବ। ଓଡ଼ିଶାରେ ଧରା ହୋଇଥିବା ନକଲି ମେଡ଼ିସିନ ଟେଲମା-୪୦, ଟେଲମା-ଏମ ବିହାର ଗୟା ସ୍ଥିତ ଗ୍ଲେନମାର୍କ କମ୍ପାନୀର ଫ୍ୟାକ୍ଟ୍ରିରୁ ଆସୁଛି । ତେବେ ପୂର୍ବରୁ