Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୨୦।୦୯ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୭ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୬୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…
ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡାର ସ୍ଥିତି ବେହାଲ
ବାଲିଗୁଡା ୨୦/୦୯: ଲଘୁଚାପ ଜନିତ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡାର ସ୍ଥିତି ବେହାଲ । ଗତ ରାତିରେ ପ୍ରବଳ ବର୍ଷା ଯୋଗୁଁ ବାଲିଗୁଡା ବସଷ୍ଟାଣ୍ଡ ନିକଟରେ ଥିବା ଦୁଇଟି ପୋଖରୀରେ ପାଣି ଭର୍ତ୍ତି ହେବା ସହିତ ବସଷ୍ଟାଣ୍ଡ ସନ୍ନିକଟ ପୋଖରୀର ହୁଡା ଭାଙ୍ଗି ଯାଇଛି ।
ବର୍ଷା ଯୋଗୁଁ ଘରେ!-->!-->!-->…
ଭାରତ ଯୋଡ଼ୋ ପଦଯାତ୍ରା ଗୁଜରାଟ କିମ୍ବା ଅନ୍ୟ କୌଣସି ବିଜେପି ଶାସିକ ରାଜ୍ୟରୁ ଆରମ୍ଭ ହୋଇଥିଲେ ଏହାର ପ୍ରଭାବ ଅଧିକ…
ନାଗପୁର: କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରର ଜନ ବିରୋଧୀ ନୀତି ଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୋ ପଦଯାତ୍ରା ଆରମ୍ଭ କରାଯାଇଛି। ଏହାର ନେତୃତ୍ୱ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ନେଉଛନ୍ତି।ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି!-->…
ପଞ୍ଚଭୂତରେ ବିଲୀନ ହେଲା ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ମରଶରୀର
ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହେଲା ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ମରଶରୀର। ପୈତୃକ ଗାଁ ତିହିଡ଼ି ବ୍ଲକ୍ ମଙ୍ଗରାଜପୁରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ସୂର୍ଯ୍ୟବଂଶୀ ସୂରଜ ତାଙ୍କୁ ରାତି ୧ଟା ୩୦ରେ ମୁଖାଗ୍ନି ଦେଇଥିଲେ। ଭୁବନେଶ୍ୱରରୁ ତାଙ୍କ ମରଶରୀର ଜନ୍ମମାଟି!-->…
ଜୟ ଜଗନ୍ନାଥ ଟ୍ରକ୍ ମାଲିକ ସଂଘର ମତାମତ ବୈଠକ…
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ କୋଇଲା ପରିବହନ। ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ୍ ସ୍ଥିତ ବସୁନ୍ଧରା ଅଞ୍ଚଳରେ ଥିବା ଖଣି ଏସିଆ ମହାଦେଶର ସର୍ବବୃହତ କୋଇଲା ଖଣି। ଏହି ଖଣିରୁ ବେଦାନ୍ତ, ହିଣ୍ଡାଲକୋ ଇତ୍ୟାଦି ବୃହତ୍ ଶିଳ୍ପସଂସ୍ଥାଗୁଡ଼ିକୁ କୋଇଲା!-->…
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡାପରିଷଦର ସାଧାରଣ ବୈଠକ ୨୦୨୨-୨୩ ପାଇଁ ବଜେଟ ୪୯ ଲକ୍ଷ ୮୫ ହଜାର ଅଟକଳ
ଗୋପାଳପୁର(୧୯/୦୯) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡା ପରିଷଦ ର ସାଧାରଣ ବୈଠକ ଆଜି ନିୟୁ କନ୍ଫେରେନ୍ସ୍ ହଲ ଠାରେ ଅନୁଷ୍ଟିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ,ସମ୍ମାନୀତ ଅତିଥି ଭାବେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି!-->…
କୋଣାର୍କରେ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ସ୍ୱଚ୍ଛତା ପାକ୍ଵଡା କାର୍ଯ୍ୟକ୍ରମ
କୋଣାର୍କ : ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟ,ଭୁବନେଶ୍ୱର ଶାଖା ପକ୍ଷରୁ ଗତ ଗତକାଲି ବିଶ୍ୱ ଐତିହ୍ୟ କୋଣାର୍କ ଠାରେ ଏକ ସ୍ଵଚ୍ଚତା ପାକ୍ଵଡା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଭାରତ ପର୍ଯ୍ୟଟନ ବିଭାଗ, ଭୁବନେଶ୍ୱର ଶାଖାର ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ରଶ୍ମି ସୋନିଆ ତିର୍କିଙ୍କ!-->…
ବିଶ୍ୱକର୍ମା ପୂଜା ଉପଲକ୍ଷେ ଏସଏସ ସାହା ଫୁଟବଲ ପ୍ରତିଯୋଗିତା
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ପାରୁଆ ପଞ୍ଚାଏତ ଅନ୍ତର୍ଗତ ଛତାବେଡ଼ା ଗ୍ରାମରେ ଆଜି ଅନ୍ତରରାଷ୍ଟ୍ରିୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଫୁଟବଲ ପ୍ରତିଯୋଗିତାରେ ବଲାଙ୍ଗୀର, ଭବାନୀପାଟଣା, ଏସ ଏସ ସାହା, ନାଇଜେରିଆ, ବାଳାଘାଟ ମଧ୍ୟପ୍ରଦେଶ, ଭଂଜନଗର, କେରାଲ,!-->…
ଜନ୍ମଦିନରେ ପୂର୍ବତନ ବାଚସ୍ପତିଙ୍କ ଦ୍ୱାରା ବୃକ୍ଷ ରୋପଣ
ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପ୍ରସିଦ୍ଧ ମା ବାରାହୀ ଓ ମା ବାଳ କୁମାରୀ ଦୈବୀ ପିଠ ରେ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ନିଜର 82 ତମ ଜନ୍ମ ଦିବସ ରେ ବୃକ୍ଷ ରୋପଣ କରିଛନ୍ତି। ନିଜ ଅନୁଗାମୀ ଙ୍କ ଗହଣ ରେ ନାତି ମାରୁତି ଦ୍ୟାନ ସାମନ୍ତରା ଙ୍କ ପ୍ରତ୍ୟକ୍ଷ!-->…
ବର୍ଷିଆନ୍ କଂଗ୍ରେସ ନେତା ଦାଦା ବରୁଣ ଭୋଇଙ୍କ ପରଲୋକ
ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଭୋଇ ସାହି ଗ୍ରାମର ସ୍ବର୍ଗତ ବରୁଣ ଭୋଇ ଆଜି ଶେଷ ନିଶ୍ୱାସ ତ୍ୟାଗ କଲେ l ତାଙ୍କ ଦେହାନ୍ତ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି l ଏହି ପରି ମହାନ ବ୍ୟକ୍ତିଙ୍କୁ ଆଜି ଟିକାବାଲି ହରେଇଦେଇଛି l ଟିକାବାଲି ସମେତ କନ୍ଧମାଳ ଜ଼ିଲ୍ଲାରେ ରାଜନୀତି!-->!-->!-->…