Sign in
Sign in
Recover your password.
A password will be e-mailed to you.
ଶ୍ରୀମନ୍ଦିରରେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଦୁଷ୍ୟନ୍ତ ଗୌତମ
ପୁରୀ ୧୯/୦୯: ବିଜେପି ସର୍ବଭାରତୀୟ ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ ସୋମବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୁରତିଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ଣ ୪ଟା ରେ ଦୁଷ୍ୟନ୍ତ ଶ୍ରୀମନ୍ଦିର ସିଂହଦ୍ଵାରରେ ପହଞ୍ଚିବା ପରେ ତାଙ୍କୁ ପୁରୀ ବିଜେପି ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ!-->…
ଧାମନଗର ବିଧାୟକଙ୍କ ବିୟୋଗରେ ଶୋକ, ବନ୍ଦ ରହିବ ଜିଲ୍ଲାର ସବୁ ସ୍କୁଲ୍
ଭଦ୍ରକ ୧୯/୦୯: ପରଲୋକରେ ଧାମନଗର ବିଧାୟକ ବିଷ୍ଣୁ ସେଠୀ । ତାଙ୍କ ବିୟୋଗରେ ସବୁଠି ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ନେତୃବୃନ୍ଦରେ ଶୋକ ପାଳନ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ବି ଶୋକ ପାଳନ କରାଯାଉଛି । ଫଳରେ ଜିଲ୍ଲାର ସମସ୍ତ ସ୍କୁଲରେ ପାଠ ପଢା ବନ୍ଦ ରହିଛି । ଧାମନଗର!-->!-->!-->…
୧୦ ବର୍ଷ ହେଲା ନାବାଳିକାମାନଙ୍କୁ ଯୌନ ନିର୍ଯ୍ୟାତନା ଦେଇଆସୁଥିଲେ ଲିଙ୍ଗାୟତ ଗୁରୁ
ବେଙ୍ଗାଲୁରୁ : ଶିଶୁ ଯୌନ ନିର୍ଯ୍ୟାତନା ମାମଲାରେ ଗିରଫ ହୋଇ ଚିତ୍ରଦୁର୍ଗା ଜେଲରେ ବନ୍ଦୀ ଥିବା ଲିଙ୍ଗାୟତ ଧର୍ମଗୁରୁ ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁଙ୍କ ଅପରାଧ ସଂପର୍କରେ ଚାଲିଥିବା ତଦନ୍ତରୁ ଆଉ କେତେକ ନୂଆ ତଥା ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ସେ ଗତ ପ୍ରାୟ ଏକ ଦଶନ୍ଧି ଧରି!-->…
ବାଇକ୍ ଡିକି ଭାଙ୍ଗି ୩୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଆନନ୍ଦପୁର ୧୯/୦୯: ଆନନ୍ଦପୁର ଉପଖଣ୍ଡ ଘସିପୁରା ଚେକ୍ ଗେଟ୍ ପାଖରୁ ବାଇକ୍ ଡିକିଭାଙ୍ଗି ୩୦ ହଜାର ଟଙ୍କା ଲୁଟ୍ ଅଭିଯୋଗ। ଶରତ ଚନ୍ଦ୍ର ସାହୁଙ୍କ ବାଇକ୍ ଡିକି ଭାଙ୍ଗି ଲୁଟେରା ମାନେ ଏପରି କାଣ୍ଡ ଭିଆଇଛନ୍ତି। ସେ ରାମଚନ୍ଦ୍ରପୁର ଥାନା ଅଧୀନରେ ଥିବା ଗୋଡ଼ିଉପର ଗାଁର ବାସିନ୍ଦା।
!-->!-->!-->…
ବିଶ୍ବପ୍ରସିଦ୍ଧ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ
ରାଜନଗର : ବିଶ୍ବପ୍ରସିଦ୍ଧ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଇତିମଧ୍ୟରେ ଶେଷ ହୋଇଛି। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗତବର୍ଷଠାରୁ ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକାରେ ୧, ୦୮, ୬୩୯ ଦେଶୀୟ ପକ୍ଷୀ ଭିଡ ଜମାଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧,୧୬, ୦୭୦କୁ ବୃଦ୍ଧି ପାଇଛି।!-->…
‘ବିନା ରାଜ୍ୟରେ ରାଜା: ଗଜପତି’ ପୁସ୍ତକ ଉନ୍ମୋଚିତ
ନୁଆଦିଲ୍ଲୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଦ୍ୟ ସେବକ ଗଜପତିଙ୍କର ନିଜ ପାଇଁ କୌଣସି ରାଜ୍ୟର ଆବଶ୍ୟକତା ନାହିଁ। ବରଂ ଜଗତର ନାଥଙ୍କର ଅନ୍ତରଙ୍ଗ ସେବାକାରୀ ହିସାବରେ ସାରା ଦୁନିଆର ଆଧ୍ୟାତ୍ମିକ ରାଜତ୍ବ ତାଙ୍କ ଅଧୀନରେ ରହିଥିବା ବିଖ୍ୟାତ ବୁଦ୍ଧିଜିବୀ ଡଃ କରଣ ସିଂହ ମତପ୍ରକାଶ!-->…
ସକ୍ରିୟ ହେଲା ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା; ୧୦ ଜିଲ୍ଲାକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି (ସୋମବାର) ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଏବେ ସଂପୃକ୍ତ ଅଞ୍ଚଳରେ ସକ୍ରିୟ ରହିବା ସହ ଲଘୁଚାପ କ୍ଷେତ୍ର ଏବଂ ଏହା ସହ!-->…
ଝୁଲନ୍ତା ଅବସ୍ଥାରେ ଗାଁ ସାଥୀ ଓ ଅଶା କର୍ମୀଙ୍କ ମୃତଦେହ ଉଦ୍ଧାର
ଜି ଉଦୟଗିରି: କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଟିକାବାଲି ବ୍ଲକ ପାବୁରିଆ ପଞ୍ଚାୟତରେ ଅଜି ସକାଳୁ ମାଲେରିମାହାର ମଣ୍ଡାପେନୁ ମୁଣ୍ଡିଆରେ ଥିବା ଏକ ମହୁଲ ଗଛରେ ସ୍ଵାମୀ ଓ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ମୃତକମାନେ ହେଲେ ମୋନରଂଜନ ନାୟକ (୪୭) ଓ ସ୍ମିତାଞ୍ଜଳି!-->…
ଫେବ୍ରୁଆରି-ମାର୍ଚ୍ଚରେ ଭାରତ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ସଚିବ
ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ପରବର୍ତ୍ତୀ ୨+୨ ବୈଠକ ଆସନ୍ତା ବର୍ଷ ଫେବ୍ରୁଆରି କିମ୍ବା ମାର୍ଚ୍ଚ ମାସରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ । ଏଥିପାଇଁ ଆମେରିକାର ପରରାଷ୍ଟ୍ର ସଚିବ ଆନ୍ଥୋନୀ ବ୍ଲିଙ୍କେନ ଓ ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ ଭାରତ ଗସ୍ତରେ ଆସିବେ ବୋଲି ଭାରତର!-->…
ନକଲି ଔଷଧ ଜବତ ଘଟଣା, ୨ ମାଲିକାଣିଙ୍କୁ ଅନ୍ତରୀଣ ସୁରକ୍ଷା
କଟକ: କଟକରେ ନକଲି ଔଷଧ ଜବତ ସହ ୨ଜଣ ଗିରଫ ଘଟଣାରେ ଦୁଇ ମେଡ଼ିସିନ ଡିଷ୍ଟ୍ରିବ୍ୟୁସନ ସଂସ୍ଥାର ମାଲିକାଣିଙ୍କୁ ଅନ୍ତରୀଣ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି। ହାଇକୋର୍ଟ ପକ୍ଷରୁ ଚଞ୍ଚଲ ଜଲାନ ଓ ବର୍ଷାରାଣୀ କ୍ୟାଲଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଛି। ହାଇକୋର୍ଟ ପକ୍ଷରୁ ଚଞ୍ଚଲ!-->…