Sign in
Sign in
Recover your password.
A password will be e-mailed to you.
ମଣିପୁର ଭୂସ୍ଖଳନ : ୨୪ ମୃତଦେହ ଉଦ୍ଧାର, ଏବେ ବି ୩୮ ନିଖୋଜ
ଇମ୍ଫାଲ: ମଣିପୁର ନୋନେୟ ଜିଲ୍ଲାର ଟେରିଟୋରିୟାଲ ଆର୍ମ୍ପ କ୍ୟାମ୍ପରେ ଘଟିଥିବା ଭୟଙ୍କ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମାଟି ତଳୁ ୨୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଲାଣି। ଏମାନଙ୍କ ମଧ୍ୟରେ ୧୮ ଜଣ ଆର୍ମି ଯବାନ ରହିଛନ୍ତି। ସେହିପରି ଏବେ ବି!-->…
ଯୌନ ନିର୍ଯାତନା ଅଭିଯୋଗରେ ପୂର୍ବତନ ବିଧାୟକ ଗିରଫ
ଥିରୁଭନନ୍ତପୁରମ: କେରଳର ଜଣେ ବରିଷ୍ଠ ରାଜନେତା ତଥା ପୂର୍ବତନ ବିଧାୟକ ପିସି ଜର୍ଜଙ୍କୁ ଶନିବାର ପୁଲିସ ଗିରଫ କରିଛି। ଜଣେ ଯୁବତୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ସୋଲାର ପେନାଲ ମାମଲାରେ ଜଣେ ଅଭିଯୁକ୍ତ ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ଏହି!-->…
ଏଲନ ମସ୍କଙ୍କ ସମେତ ୫୦୦ ଧନୀଙ୍କ ସମ୍ପତ୍ତି ୧.୪ ଟ୍ରିଲୟନ ଡଲାର ଖସିଲା
ୱାଶିଂଟନ: ଚଳିତ ବର୍ଷର ପ୍ରଥମ ୬ ମାସରେ ବ୍ୟାପକ କ୍ଷତି ସହିଛନ୍ତି ବିଶ୍ୱର ଅଧିକାଂଶ ଧନୀ ବ୍ୟକ୍ତି। ମହାମାରୀ କରୋନାର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଠାରୁ ଆରମ୍ଭ କରି ଜେଫ ବେଜୋସ ଓ ଅନ୍ୟ ଧନୀ ବ୍ୟକ୍ତିମାନଙ୍କ ସମ୍ପତ୍ତି ହଠାତ୍ ହ୍ରାସ!-->…
ମହାରାଷ୍ଟ୍ରରେ ଉଦୟପୁର ଘଟଣାର ପୁନରାବୃତ୍ତି, ଏଥର ଶିକାର ଔଷଧ ଦୋକାନୀ
ମୁମ୍ବାଇ: ପୁଣି ସାମ୍ନାକୁ ଆସିଲା ରାଜସ୍ଥାନର ଉଦୟପୁର ଭଳି ନୃଶଂସ ହତ୍ୟାକାଣ୍ଡର ଚିତ୍ର।। ମହାରାଷ୍ଟ୍ରର ଅମରାବତୀରେ ଘଟିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଘଟଣାଟି ଉଦୟପୁର ପୂର୍ବରୁ ଘଟିଥିଲେ ମଧ୍ୟ ସମାନ ପ୍ରକାର ଷଡ଼ଯନ୍ତ୍ର ଥିବା ଚର୍ଚ୍ଚା ହେଉଛି। ଏହି ଘଟଣାରେ ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ!-->…
ଜୁବୈରଙ୍କ ନାଁରେ ନୂଆ ଦଫା ଲଗାଇଲା ପୁଲିସ
ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଛାଡ଼ିବା ମୁଡରେ ନାହିଁ ଦିଲ୍ଲୀ ପୁଲିସ୍। ୨୦୧୮ର ଗୋଟିଏ ବିବାଦୀୟ ଟ୍ୱିଟ ପାଇଁ ୨୦୨୨ ଜୁନ ମାସରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ସେ ରିମାଣ୍ଡରେ ଥିବା ବେଳେ ଏବେ ତାଙ୍କ ନାଁରେ ଦିଲ୍ଲୀ ପୁଲିସ୍ ଆଉ କିଛି ନୂଆ ଦଫା!-->…
ରାହୁଲ ନରୱେକର ବିଜେପିର ବାଚସ୍ପତି ପ୍ରାର୍ଥୀ, ନିର୍ବାଚନକୁ ନେଇ ଉଠିଲା ପ୍ରଶ୍ନ
ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ଏହାପୂର୍ବରୁ ବିଜେପି କୋଲାବାର ବିଧାୟକ ରାହୁଲ ନରୱେକରଙ୍କୁ ବାଚସ୍ପତି ପଦ ପାଇଁ ମନୋନୀତ କରିଛି। ବିଜେପି ଓ ବିଦ୍ରୋହୀ ଶିବସେନା ପାଖରେ ସଂଖ୍ୟା ଥିବାରୁ ରାହୁଲ ବାଚସ୍ପତି ହେବା ଏକ ପ୍ରକାରର ନିଶ୍ଚିତ।!-->…
ବଡ଼ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁଙ୍କ ନ୍ୟାୟ ଦାବିରେ ସାମ୍ବାଦିକଙ୍କ କଳା ବ୍ୟାଚ ପରିଧାନ ପୂର୍ବକ ପ୍ରତିବାଦ…
କନ୍ଧମାଳ ଜିଲ୍ଲା ପ୍ରତିନିଧି // ନିଃସର୍ତ୍ତ ନିୟୁଜ
ଫୁଲବାଣୀ:- ଆଜି ଶନିବାର କନ୍ଧମାଳ ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ତରଫରୁ ସାମ୍ବାଦିକମାନେ କଳା ବ୍ୟାଚ ପରିଧାନ ପୂର୍ବକ ବଡ଼ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁଙ୍କ ଅନ୍ୟାୟ ଗିରଫଦାରୀର ପ୍ରତିବାଦ କରିବା ସହ।ଫୁଲବାଣୀ ପ୍ରେସ କ୍ଳବଠାରୁ!-->!-->!-->!-->!-->…
ଜେସିବି ଉପରେ ଖେଳୁଥିବା ସମୟରେ ବିଜୁଳି ତାର ପଡ଼ି ଅଘଟଣ ୨ ଗୁରୁତର ଜଣେ ମୃତ…
ମାଲକାନଗିରି : ମାଲକାନଗିରି ଜିଲ୍ଳା ଖଇରପୁଟ ଗ୍ରାମର ଟିଲୁ ସାହିରେ ଘଟିଛି ଏକ ଅଘଟଣ l ଟିଲୁସାହି ନିବାସୀ ନରେନ୍ଦ୍ର ରାଜୁ ଗତ ୨ ମାସ ପୂର୍ବେ ମାଛ ଚାଷ ପାଇଁ ଏକ ପୋଖରୀ ଖନନ କରିଥିଲେ l ଖନନ କାର୍ଯ୍ୟରେ ବ୍ୟବହୃତ ଜେସିବିଟି ଦୀର୍ଘ ଦିନ ହେଲା ସାହିରେ ପଡିରହିଥିଲା l ଗତକାଲି ସକାଳେ!-->!-->!-->…
କନ୍ଧମାଳ ଜିଲ୍ଲା ପ୍ରେସ କ୍ଳବ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ସମ୍ପାଦକ ଅର୍ଦ୍ଧେନ୍ଦୁଙ୍କ ଅନ୍ୟାୟ ଗିରଫଦାରୀ କୁ ନେଇ…
ଫୁଲବାଣୀ : ରାଜ୍ୟର ଜଣାଶୁଣା ବରୀଷ୍ଠ ସାମ୍ବାଦିକ ତଥା ବଡ଼ ଖବରର ମୁଖ୍ୟ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫର ତୀବ୍ର ପ୍ରତିବାଦ କରିଛି ଜିଲ୍ଲା ପ୍ରେସକ୍ଲବ। ଅର୍ଦ୍ଧେନ୍ଦୁଙ୍କୁ ଗୁରୁବାର ଗିରଫ କରିଛି ଇଓଡବ୍ଲ।ଫଳରେ!-->!-->!-->…
ଫୁଲବାଣୀ : ଇଣ୍ଡିଗୋ ସହ ୫୧ କେଜି ଗଂଜେଇ ଜବତ, ଜଣେ ଗିରଫ…
ଫୁଲବାଣୀ - ସଦର ପୋଲିସକୁ ମିଳିଛି ପୁଣି ଏକ ସଫଳତା l ଫୁଲବାଣୀ ସଦର ପୋଲିସ ଗୌଡପଡା ଠାରେ ଏକ ଇଣ୍ଡିଗୋ କାର ସହ ୫୧ କେଜି ଚୋରା ଗଂଜେଇ ଜବତ କରିଛି l ଏଥିରେ ସ୍ଥାନୀୟ ପେଂଜି ସାହିର ଭି.ରମେଶ ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ତେଵେ ଅନ୍ୟ ଜଣେ ଘଟଣା!-->!-->!-->…