Sign in
Sign in
Recover your password.
A password will be e-mailed to you.
ଖରସ୍ରୋତା ନଦୀରୁ ଧରାହେଲା ଏକକାଳୀନ ୬ଟି ବଡ଼ ବଡ଼ ବିରଳ ମାଛ
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଯୋକଡିଆ ଆନିକଟର ଖରସ୍ରୋତା ନଦୀରୁ ଧୀବରମାନଙ୍କ ଦ୍ଵାରା ୬ ଟି ବଡ଼ ଧରଣର ମାଛ ଧରା ଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଧୀବର ମାନେ ଯୋକଡିଆ ଆନିକଟ ନିକଟରେ ନଦୀରେ ନଖା ଜାଲ କରୁଥିବା ବେଳେ ଜାଲରେ ୬ ଟି ବିରଳ ମାଛ ଧରାପଡି ଥିଲେ ।
ଏହି!-->!-->!-->…
ବଙ୍ଗୋପସାଗରରେ ଲଘୁଚାପ, ୪ରୁ ଓଡ଼ିଶାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ଯୋଗୁ ଆସନ୍ତା ୪ ତାରିଖରେ ଉତ୍ତର ଓଡ଼ିଶା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ବଳୟ ଅଧିକ ଘନୀଭୂତ ହେବାପରେ ସମଗ୍ର ରାଜ୍ୟରେ ଅଧିକ ବର୍ଷା ହେବ ବୋଲି ଜଣାପଡ଼ିଛି ।
ଭୁବନେଶ୍ୱରସ୍ଥିତ!-->!-->!-->…
ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ, ଖବର ସଂଗ୍ରହ ପାଇଁ ଯାଉଥିଲେ ପୁରୀ
ପୁରୀ: ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ହୋଇଛି। ରଥଯାତ୍ରାର ଖବର ସଂଗ୍ରହ ପାଇଁ ପୁରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏନେଇ ସାମ୍ବାଦିକ ଜଗତରେ ଶୋକପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି!-->…
ତୁଳସୀ କ୍ଷେତ୍ରରେ ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ରଥଯାତ୍ରା
କେନ୍ଦ୍ରାପଡା : ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ତୁଳସୀ କ୍ଷେତ୍ରରେ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି l ଅପରାହ୍ନ ୩ ଟାରେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା l ସନ୍ଧ୍ୟା ୫ଟା ସୁଦ୍ଧା ତିନି ଦିଅଁ ରଥାରୁଢ ହେବାପରେ!-->…
ଶାବର ଶ୍ରୀକ୍ଷେତ୍ର ରେ ଘୋଷଯାତ୍ରା
କୋରାପୁଟ: କୋରାପୁଟର ଶାବର ଶ୍ରୀକ୍ଷେତ୍ର ରଥ ଯାତ୍ରାକୁ ୫୦ବର୍ଷ ପୂର୍ତ୍ତି ବଡ଼ଦାଣ୍ଡରେ ଦୁଇ ବର୍ଷ ପରେ ଶୁକ୍ରବାର ପବିତ୍ର ଘୋଷଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ବଡ ଦାଣ୍ଡରେ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଭାବ ବିହ୍ବଳିତ ହୋଇ ପଡିଛନ୍ତି ହଜାର ହଜାର ଭକ୍ତ । ବଡ ଦାଣ୍ଡରେ!-->…
ଭକ୍ତ ଦାସିଆଙ୍କ ପୀଠରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ତୁଳସୀବେଶ
ପିପିଲି: ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ପିପିଲିର ତେଇସିପୁର ନିକଟବର୍ତ୍ତୀ ବାଲିଗାଁ ସ୍ଥିତ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପରିସରରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଶୁକ୍ରବାର ପ୍ରତ୍ୟୁଷରୁ ଚତୁର୍ଦ୍ଧମୂର୍ତ୍ତୀଙ୍କ ସମସ୍ତ ନୀତିକାନ୍ତି ସଂପନ୍ନ କରାଯାଇଥିଲା।!-->…
ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ୧୨୫ ବାଲୁକା ରଥ
ପୁରୀ : ବାଲୁକାକଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଝଲକ। ପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗୁରୁବାର ପୁରୀ ସମୁଦ୍ରକୂଳରେ ୧୨୫ଟି ବାଲି ରଥ ଏବଂ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରିଛନ୍ତି। ପ୍ରଥମେ ସେ ୧୦୦ ବାଲି ରଥ ପ୍ରସ୍ତୁତ!-->…
ରଥଯାତ୍ରା ଭିଡ଼ରେ ୯୬ ଅଚେତ, ନଡ଼ିଆ ମାଡ଼ରେ ମହିଳା ପୁଲିସ ରକ୍ତାକ୍ତ
ପୁରୀ: ପୁରୀ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ସଭିଙ୍କ ମନରେ ରଥଯାତ୍ରା ଦେଖିବାର ଉତ୍କଣ୍ଠା। ମହାପ୍ରଭୁମାନଙ୍କ ଟିକିଏ ଝଲକ ପାଇବାକୁ ଓ ରଥ ଦଉଡ଼ି ପର୍ଯ୍ୟନ୍ତ ପହଞ୍ଚି ରଥ ଭିଡ଼ିବାକୁ ସମସ୍ତ ଶ୍ରଦ୍ଧାଳୁଙ୍କ ଭିତରେ ଠେଲାପେଲା। ଏହି ପ୍ରବଳ ଗହଳି ଭିତରେ ଗୁଳୁଗୁଳି ସହି ନ ପାରି ବହୁ ସଂଖ୍ୟକ!-->…
କନେଷ୍ଟବଳଙ୍କୁ ଭୁଜାଲିରେ ଆକ୍ରମଣ କଲେ ଗୋରୁ ବେପାରୀ
ଗୋରୁ ବେପାରୀଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଧିତପୁରା ଗ୍ରାମରେ ଗତକାଲି ରାତିରେ ବେଆଇନ ଭାବରେ ଗୋରୁ ବୋଝେଇ ହୋଇଥିବା ଏକ ଟାଟା ଏସି ଗାଡିକୁ ସ୍ଥାନୀୟ ଲୋକେ ଅଟକ ରଖି ବସ୍ତା ପୋଲିସକୁ ଖବର!-->…
ବାପ-ପୁଅଙ୍କ ଆତ୍ମହତ୍ୟା, ମୃତ୍ୟୁର କାରଣ ଅସ୍ପଷ୍ଟ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ବାଂଶପାଳ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବାଂଶପାଳ ରଜାବନ୍ଧ ମୁଣ୍ଡା ସାହିରେ ବାପା ପୁଅଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଶୁକ୍ରା ମୁଣ୍ଡା (୫୦) ଓ ତାଙ୍କ ପୁଅ ଶଙ୍କର ମୁଣ୍ଡା (୧୮) ।ଉଭୟଙ୍କ!-->…