Sign in
Sign in
Recover your password.
A password will be e-mailed to you.
ବାଇକ ଦୁର୍ଘଟଣା : ଯୁବକ ଗୁରୁତର
ଦାରିଙ୍ଗବାଡ଼ି (୨/୩) : ବାଇକ ଦୁର୍ଘଟଣା ଘଟି ଯୁବକ ଗୁରୁତର । ଘଟଣା ଘଟିଛି ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମ ନିକଟ ବୁଲାଣିରେ । ଗୁରୁତର ଜଣକ ହେଲେ ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ କାଜୁରୀବାଦେରି ଗ୍ରାମର ଆଲୋକ ପ୍ରଧାନ(୨୫) । ଆଲୋକ ବାଇକ ଯୋଗେ ନିଜ ଗାଁ କୁ ଯିବା ସମୟରେ!-->!-->!-->…
ଖାରକିଭ ଛାଡ଼ିବାକୁ ଭାରତୀୟଙ୍କୁ ସମୟ ଦେବାକୁ ଯୁଦ୍ଧ ଅଟକାଇଲା ରୁଷ୍, ରାତି ସାଢେ ୯ଟା ପରେ ଆକ୍ରମଣ
ନୂଆଦିଲ୍ଲୀ : ୟୁକ୍ରେନର ୨ୟ ବୃହତ୍ତମ ସହର ଖାରକିବକୁ ଘେରି ରହିଛନ୍ତି ରୁଷ ସେନା । ଭାରତୀୟ ସମୟ ରାତି ସାଢେ ୯ଟା (ସ୍ଥାନୀୟ ସମୟ ସଂଧ୍ୟା ୬ଟା) ପରେ ଆକ୍ରମଣ ଆରମ୍ଭ ହେବ । ଏହି ସମୟ ସୁଦ୍ଧା ସହର ଛାଡ଼ି ଚାଲିଯିବାକୁ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଜରୁରୀ ପରାମର୍ଶ ଦେଇଛି ଭାରତୀୟ ଦୂତାବାସ!-->…
ରୁଷର ଅର୍ଥନୀତିକୁ ପୁଟିନ ନଷ୍ଟ କରିଦେଇଛନ୍ତି : ବାଇଡ଼େନ
ୱାଶିଂଟନ୍: ରୁଷକୁ ନାଲିଆଖି ଦେଖାଇଲା ଆମେରିକା। ଆହୁରି କଠୋର ହେଲା ୱାଶିଂଟନ୍। ରୁଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି ଆମରିକା ରାଷ୍ଟ୍ରପତି ଜୋ ବାଇଡେନ୍। ୟୁକ୍ରେନ ଉପରେ ଆକ୍ରମଣର ଏକପାଖିଆ ନିଷ୍ପତି କରି ରୁଷର ଅର୍ଥନୀତିକୁ ପୁଟିନ ନଷ୍ଟ କରିଦେଇଥିବା କହିଛନ୍ତି!-->…
ୟୁକ୍ରେନରେ ଗଲା ଆଉ ଜଣେ ଭାରତୀୟ ଛାତ୍ରଙ୍କ ଜୀବନ
କିଭ୍: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ର ଆଜି ପ୍ରାଣ ହରାଇଛନ୍ତି। ତାଙ୍କର ମୃତ୍ୟୁ କୌଣସି ବୋମା କିମ୍ବା ମିସାଇଲ ମାଡ଼ରେ ହୋଇନାହିଁ, ବରଂ ସେ ଅସୁସ୍ଥ କାରଣରୁ ପ୍ରାଣ ହରାଇଥିବା ସୂଚନା ମିଳିଛି। ପ୍ରାଣ ହରାଇଥିବା ଭାରତୀୟ ଛାତ୍ରଙ୍କ ବୟସ ୨୨ ଓ ତାଙ୍କ ଘର ପଞ୍ଜାବର!-->…
ଡ୍ରଗ୍ସ କେସ୍ ମାମଲା: ଏନ୍ସିବି କହିଲା ଆର୍ଯ୍ୟନଙ୍କୁ କ୍ଲିନ୍ଚିଟ୍ ଦେବା ମୁର୍ଖାମୀ
ମୁମ୍ବାଇ: ବଲିଉଡର କିଙ୍ଗଖାନ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରେ ଏକ ବଡ ଅପଡେଟ ସାମ୍ନାକୁ ଆସିଛି। ପୂର୍ବରୁ ଏହି ମାମଲାରେ ଏସ୍ଆଇଟିକୁ ଆର୍ଯ୍ୟନ ବିରୋଧରେ କୌଣସି ପ୍ରମାଣ ମିଳିନି। ଏଥିସହ ଡ୍ରଗ୍ସକୁ ନେଇ ଆର୍ଯ୍ୟନଙ୍କ ଇଣ୍ଟରନ୍ୟାସନାଲ ଲିଙ୍କ ଥିବା ନେଇ ମଧ୍ୟ କୌଣସି ସୂଚନା!-->…
ୟୁକ୍ରେନର ରାଷ୍ଟ୍ରପତି ହେବେ ଭିକ୍ଟୋର ୟାନୁକୋଭିଚ୍! ରୁଷ ଚଳାଇଛି ଷଡ଼ଯନ୍ତ୍ର
ମସ୍କୋ: ୟୁକ୍ରେନ ବିରୋଧରେ ରୁଷ ଏବେ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିଛି। ଦେଶର ରାଜଧାନୀ କିଭ୍କୁ ଦଖଲ କରି ରୁଷ ଏହାକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଅତି ନିକଟରେ ପହଞ୍ଚି ଯାଇଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ଗାଦିଚ୍ୟୁତ କରି ରୁଷ ଏଠାରେ ନିଜ ଇସାରରେ ସରକାର ଗଠନ!-->…
ୟୁକ୍ରେନର ଖେରସନ ସହରକୁ ଦଖଲ କଲା ରୁଷ
ମସ୍କୋ: ୟୁକ୍ରେନ ବିରୋଧରେ ନିଜର ଆକ୍ରମଣକୁ ଆହୁରି ଜୋରଦାର କରିଛି ରୁଷ। ଘନଘନ ବୋମା ଓ ମିସାଇଲ ମାଡ଼ରେ ସମଗ୍ର ୟୁକ୍ରେନ ଛିନଛତ୍ର ହେବାକୁ ବସିଲାଣି। ତଥାପି ୟୁକ୍ରେନ ସେନା ଏଯାଏ ପଛ ଘୁଞ୍ଚା ଦେଇନାହିଁ। ୭ମ ଦିନରେ ଯୁଦ୍ଧର ତୀବ୍ରତା ବଢ଼ିଥିବା ବେଳେ ରୁଷ ବୋମା ମାଡ଼ କରି ୟୁକ୍ରେନର ଖେରସନ!-->…
ବଡ଼ଧରଣର ଏୟାରଷ୍ଟ୍ରାଇକ କରିବ ରୁଷ ! ଟାର୍ଗେଟରେ କିଭ, ଖାରକିଭ ସମେତ ୫ ସହର
କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷର ସୈନ୍ୟମାନେ ଏବେ ୟୁକ୍ରେନର ପୂର୍ବ ପ୍ରାନ୍ତର ରାସ୍ତା ଦେଇ ପଶ୍ଚିମ ପ୍ରାନ୍ତକୁ ଯିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଯାଏ ରୁଷ ଆକ୍ରମଣରୁ ୟୁକ୍ରେନର ପଶ୍ଚିମ ପ୍ରାନ୍ତ ସୁରକ୍ଷିତ ରହିଛି।!-->…
ତୃତୀୟ ବିଶ୍ୱଯୁଦ୍ଧ ହେଲେ ପଡ଼ିବ ପରମାଣୁ ବୋମା : ରୁଷ
ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ମହାଯୁଦ୍ଧ ଆଜି ୭ମ ଦିନରେ ପହଞ୍ଚିଛି। ରୁଷ ସେନାର ଆକ୍ରମଣ କ୍ରମାଗତ ଭାବେ ୟୁକ୍ରେନ ଉପରେ ବଢ଼ି ଚାଲିଛି। ୟୁକ୍ରେନକୁ କିଛି ପଶ୍ଚିମ ଦେଶ ସହଯୋଗର ହାତ ବଢ଼ାଇଥିବାରୁ ଆଜି ରୁଷ ପୁଣିଥରେ ପୂରା ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି।!-->…
ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋବାଇଲ ଦୋକାନ :୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ…
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିରେ ଅଘଟଣ । ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋବାଇଲ ଦୋକାନ । ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ସୂଚନା ପ୍ରକାରେ ଦାରିଙ୍ଗବାଡି ଥାନା ତିନିଛକ ନିକଟରେ!-->…