ଉପାନ୍ତ ଅଞ୍ଚଳରେ ସ୍ୱତନ୍ତ୍ର ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିତ୍ରକୋଣ୍ଡା(୩୦/୦୬) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଉପାନ୍ତ ପାପୁଲୁର ପଞ୍ଚାୟତ ସଭାଗୃହ ଠାରେ ପାପୁଲୁର ପଞ୍ଚାୟତ ଅନ୍ତର୍ଗତ ଅଙ୍ଗନବାଡି କର୍ମି ମାନଙ୍କ ଆୟୋଜନ ରେ କିଶୋରୀ ବାଳିକା ମାନଙ୍କୁ ନେଇ ପାପୁଲୁର  ଚିତ୍ରକୋଣ୍ଡା ବ୍ଲକ ଉପାଧକ୍ଷ ପଦ୍ମନାଭ ଦାନୀଏବଂ…

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ୫ଟି ସାନ୍ତାଳୀ ଗ୍ରାମର ଆଦିବାସୀପରିବାରଙ୍କ ପୁଜାର୍ଚ୍ଚନା

ମାଲକାନଗିରି : ମାଲକାନଗିରି ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ରାଷ୍ଟ୍ରପ୍ରତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା ପାଇଁ ତାଙ୍କ ଫଟୋଚିତ୍ର ରଖି ହଜାରରୁ ଉର୍ଦ୍ଧ୍ବ ମହିଳା ପୁରୁଷ ପ୍ରଥମେ ଜଙ୍ଗଲରେ ନିଜର ଇଷ୍ଟ ଦେବାଦେବୀଙ୍କୁ ପୁଜାର୍ଚନା କରିବା ସହ ଦ୍ରୌପଦୀ…

କନ୍ଧମାଳ ଜିଲ୍ଲାପାଳଙ୍କ ଅତର୍କିତ ଦାରିଙ୍ଗବାଡ଼ି ବ୍ଳକ ଗସ୍ତ

ଦାରିଙ୍ଗବାଡ଼ି (୩୦/୬) : କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଆଜି ଅତର୍କିତ ଭାବେ ଦାରିଙ୍ଗବାଡ଼ି ବ୍ଳକ ଗସ୍ତରେ ଆସି ବ୍ଲକର ବିଭିନ୍ନ ପଞ୍ଚାୟତର ଉପାନ୍ତ ଅଞ୍ଚଳକୁ ଗସ୍ତ କରିଛନ୍ତି । ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ବିଭିନ୍ନ ବିଭାଗର କାର୍ଯ୍ୟକୁ…

ଖଲ୍ଲିକୋଟ : ଘୋଷ ଯାତ୍ରା ପାଇଁ ରଥ, ପଥ, ଜଗନ୍ନାଥ ପ୍ରସ୍ତୁତ

ଖଲ୍ଲିକୋଟ : ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ଦିନ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ଉପଲକ୍ଷେ ଚଳିତ ବର୍ଷ ଖଲ୍ଲିକୋଟ ରେ ରଥଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ମନ୍ଦିର ସମୂହ କମିଟି ନିଷ୍ପତି ନେଇଥିବା ଜଣାପଡ଼ିଛି l ମହାରଣା ସେବକ ମାନେ…

ଇନ୍ଦ୍ରଦ୍ୟୁମ୍ନ ମଲ୍ଲିକ ହେଲେ ଦୁତିପଡା ସମବାୟ ସମିତିର ସଭାପତି

ଫୁଲବାଣୀ/ଖଜୁରିପଡ଼ା : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ଅନ୍ତର୍ଗତ ଦୂତୀମେଣ୍ଡି ଠାରେ ଥିବା ଦୁତିପଡ଼ା ବହୂମୂଖୀ ସମବାୟ ସମିତି ଲିଃ କାର୍ଯ୍ୟାଳୟରେ ସଭାପତି ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନ ଅଧିକାରୀ ରାଧାକୃଷ୍ଣ ଆଚାରି ଯୋଗ ଦେଇ ନିର୍ବାଚନ…

ସାମାଜିକ ବାସନ୍ଦ ସମ୍ପର୍କରେ ଜିଲ୍ଲାସ୍ତରୀୟ କର୍ମଶାଳା

ମାଲକାନଗିରି : ମାନବବାଦୀ ହେତୁବାଦୀ ସଂଗଠନର ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଟାଉନହଲ୍ ଠାରେ ସାମାଜିକ ବାସନ୍ଦ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି । ସଂଗଠନର କର୍ମକର୍ତ୍ତା ଲକ୍ଷ୍ମଣ ଚନ୍ଦ୍ର ଘରାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ କେ…

ଜୁଲାଇ ୧୩ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ଗଲେ ‘ବଡ଼ ଖବର’ ସଂପାଦକ ଅର୍ଦ୍ଧେନ୍ଦୁ ଦାସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ପରିଚାଳିତ ଘରୋଇ ନ୍ୟୁଜ ଚ୍ୟାନେଲ ‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଆଜି ସନ୍ଧ୍ୟାରେ ଜେଲ୍‌କୁ ପଠାଇ ଦିଆଯାଇଛି। ସେ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ।ସୂଚନାଯୋଗ୍ୟ, ଦିଲ୍ଲୀର ଜନୈକ ବ୍ୟବସାୟୀ ଅର୍ଥନୈତିକ…

କାଲିଠୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌: ବୁମ୍‌ରା କ୍ୟାପ୍ଟେନ, ପନ୍ତ ଡେପୁଟି

ବର୍ମିଂହାମ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥଗିତ ଥିବା ଟେଷ୍ଟ ସିରିଜ୍‌ର ଶେଷ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳିବେ ନାହିଁ। ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ମ୍ୟାଚ୍‌ ଖେଳିବାକୁ ଉପଲବ୍ଧ ହେବେ ନାହିଁ। ତାଙ୍କ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଫଡନବୀସ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏକନାଥ ସିନ୍ଦେ । ରାଜ୍ୟପାଳ ଭଗତ ସିଂ କୋସିୟାରି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏକନାଥ ବାଲା ସାହେବ ଠାକରେଙ୍କ ନାମ ନେଇ ଶପଥ ନେଇଥିଲେ ।ସେହିପରି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ…

କହ୍ନୈୟାଙ୍କ ପରିବାରକୁ ଭେଟି ୫୧ଲକ୍ଷ ଟଙ୍କା ଦେବା ସହ ଦୁଇ ପୁଅକୁ ଚାକିରି ଦେବାର ପ୍ରତିଶ୍ରୁତି ଦେଲେ ଗେହଲଟ୍

ମୁମ୍ବାଇ: ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କୁ ନେଇ ‌ଦେଇଥିବା ବିବାଦୀୟ ବୟାନକୁ ସମର୍ଥନ କରିଥିବାରୁ ମଙ୍ଗଳବାର ଉଦୟପୁର ଏକ ବଡ଼ ହତ୍ୟାକାଣ୍ଡ ଘଟିଥିଲା। ଦୁଇଜଣ ମୁସଲିମ ଯୁବକ ଆସି ଦର୍ଜି କହ୍ନୈୟା ଲାଲଙ୍କ ଗଳା କାଟି ହତ୍ୟା କରିଥିଲେ। ଏହି ଘଟଣା ପରେ…