Sign in
Sign in
Recover your password.
A password will be e-mailed to you.
ଆସନ୍ତା ଜୁଲାଇରେ ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା
ଭୁବନେଶ୍ବର: ୨୦୨୧-୨୦୨୨ ଶିକ୍ଷାବର୍ଷର ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ଶେଷ ସେମିଷ୍ଟାର ପରୀକ୍ଷାକୁ ନେଇ ବଡ ନିଷ୍ପତ୍ତି । ଆସନ୍ତା ଜୁଲାଇ ମାସରେ ୟୁଜି ଓ ପିଜି ପିଲାଙ୍କର ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବାସହ ଅଗଷ୍ଟ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ।
ଏନେଇ ଉଚ୍ଚଶିକ୍ଷା!-->!-->!-->…
୨୩ ହଜାର ରୁଦ୍ରାକ୍ଷରେ ଶିବ କଳାକୃତି ନିର୍ମାଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ପୁରୀ: ଆନ୍ତର୍ଜାତୀୟ ଖ୍ୟାତି ସଂପର୍ଣ୍ଣ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଭିନ୍ନ ଭିନ୍ନ ବାଲୁକା କଳାକୃତି ନିର୍ମାଣ କରିବାରେ ସିଦ୍ଧ ହସ୍ତ। ଯାହା କି ସାରା ବିଶ୍ବରେ ସୃଷ୍ଟି କରିବାରେ ଲାଗିଛି ନୂଆ ଇତିହାସ। ସେହିପରି ଆଉ ଏକ ବାଲୁକା କଳାକୁ ନେଇ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି।!-->…
ପଞ୍ଚାୟତ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ପରାସ୍ତ ହୋଇଛନ୍ତି । ସମିତିସଭ୍ୟ ନିର୍ବାଚନରେ ସେ ବହୁ ଭୋଟରେ ହାରି ଯାଇଛନ୍ତି । ଅଧ୍ୟକ୍ଷ ହେବା ଲକ୍ଷ୍ୟ ନେଇ ସେ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିଲେବି ପରାଜୟର ସାମ୍ନା କରିଛନ୍ତି । ହିନେ୍ଦାଳ ବ୍ଲକର ଗିରିଧାରୀ!-->…
ମହାଶିବରାତ୍ରି ରେ ଚଳଚଞ୍ଚଳ ମାଲକାନଗିରି ର ବିଭିନ୍ନ ଶୈବପିଠ…
ମାଲକାନଗିରି : ଜିଲାରେ ବିଭିନ୍ନ ଶୈବ ପୀଠରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁ ମାନଙ୍କ ଭିଡ଼ l ଜିଲ୍ଲା ସଦର ମହକୁମାର ପ୍ରମୁଖ ଶୈବ ପୀଠ ମଲ୍ଲିକେଶ୍ୱର ପୀଠରେ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି l ଦୀର୍ଘ ୨ ବର୍ଷ ଧରି କୋରନା ମହାମାରୀ ଯୋଗୁଁ କଟକଣା ଭିତରେ ଶୈବ ପୀଠ!-->…
ମହା ଶିଵରାତ୍ରୀ (ଜାଗର ) ପାଳନ ନିମନ୍ତେ ଶୈବପୀଠରେ ଭକ୍ତଙ୍କ ଭିଡ଼…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଚଂଳ ସମେତ ବ୍ଲକର ବିଭିନ୍ନ ଗ୍ରାମରେ ଥିବା ଶୈବପୀଠ ଗୁଡ଼ିକରେ ମଙ୍ଗଳବାର ପ୍ରାତଃରୁ ଭକ୍ତଙ୍କ ଅସମ୍ଭବ ଭିଡ଼ ଲାଗି ରହିଛି । ହିଞ୍ଜିଳିକାଟୁ ପୌରାଚଂଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ଵର, ଅଙ୍କୋରଡ଼ାର କପିଳେଶ୍ଵର, ହିଞ୍ଜିଳିର!-->!-->!-->…
ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ, ସକାଳ ୧୧ଟା ସୁଦ୍ଧା ୩୬ ପ୍ରତିଶତ ମତଦାନ
ଭୁବନେଶ୍ବର: ଆଜି ସକାଳୁ ରାଜ୍ୟର ୨୭ ଟି ଜିଲ୍ଲାରେ ଚାଲିଛି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହା ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ ସକାଳ ୧୧ଟା!-->…
୨୬ ମାର୍ଚ୍ଚରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୨ ସିଜିନ
କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଦେଶରେ କରୋନା ସଂକମ୍ରଣ ହ୍ରାସ ପାଇବାରେ ଲାଗିଛି। ଏହା ମଧ୍ୟରେ ଖୁବଶୀଘ୍ର ଆଇପିଏଲ ୨୦୨୨ ଆରମ୍ଭ ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍ ସିଜିର ପ୍ରଥମ ମ୍ୟାଚ ୨୭ ମାର୍ଚ୍ଚରୁ ଆରମ୍ଭ ହେଉଛି। ବ୍ରଡକାଷ୍ଟ ଏବଂ ବିସିସିଆଇ ମଧ୍ୟରେ ଏବେ!-->…
ସୋନୁ ସୁଦଙ୍କ ବିରୋଧରେ ମାମଲା ରୁଜୁ
ଚଣ୍ଡିଗଡ଼,: ସବୁବେଳେ ମହତ୍ କାର୍ଯ୍ୟ କରି ଚର୍ଚ୍ଚାରେ ରହୁଥିବା ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ରାଜନୈତିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କ ବିରୋଧରେ ପଞ୍ଜାବର ମୋଗାରେ ଏକ ମାମଲା ରୁଜୁ ହୋଇଛି। ସୋନୁ ସୁଦ ତାଙ୍କ ଭଉଣୀ ମାଲଭିକା ସୁଦଙ୍କ ସପକ୍ଷରେ ଭୋଟରଙ୍କୁ!-->…
ୟୁକ୍ରେନ ସଙ୍କଟ: ୧୭ ହଜାର ତଳକୁ ଖସିଲା ନିଫଟି
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ବଢ଼ିବାରେ ଲାଗିଛି । ଭାରତୀୟ ସେୟାର ମାର୍କେଟ ଉପରେ ମଧ୍ୟ ୟୁକ୍ରେନ ସଙ୍କଟର ପ୍ରଭାବ ଦେଖିବାକୁ ମିଳିଛି । କାରବାର ଆରମ୍ଭରୁ ଖସିଛି ସେନସେକ୍ସ ଓ ନିଫଟି । ସେନସେକ୍ସ ପ୍ରାୟ ୧୦୦୦ ପଏଣ୍ଟ ତଳକୁ ଖସିଛି । ନିଫଟି ମଧ୍ୟ ପ୍ରାୟ ୩୦୦!-->…
ଟାଟା ଷ୍ଟିଲ୍ରେ ୧୨ କିନ୍ନରଙ୍କୁ କ୍ରେନ୍ ଅପରେଟର ନିଯୁକ୍ତ
ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଗତ ସପ୍ତାହରେ ଏହାର କଳିଙ୍ଗନଗର କାରଖାନାରେ ଏଲ୍ଜିବିଟିକ୍ୟୁ୍ମ ବର୍ଗର ୧୨ ଜଣଙ୍କୁ କ୍ରେନ୍ ଅପରେଟର ଟ୍ରେନି ଭାବେ ନିଯୁକ୍ତି ଦିଆଯାଇଛି । ଫଳରେ କମ୍ପାନିର କିନର କର୍ମଚାରୀଙ୍କ ସଂଖ୍ୟା ବିସ୍ତାର ହୋଇଛି । ୨୦୨୧ ଡିସେମ୍ୱରରେ ଏକ ଐତିହାସିକ ଅଭିଯାନ!-->…