ମୁକୁନ୍ଦପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା: କାର୍ ଭଙ୍ଗାରୁଜା, ଥାନା ଘେରିଲେ ଗ୍ରାମବାସୀ

ଭଦ୍ରକ : ତିହିଡ଼ିରେ ରବିବାର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ତେବେ ହିଂସାକାଣ୍ଡ କମିବାର ନାଁ ଧରୁନାହିଁ । ଗତକାଲି ରାତ୍ରିରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକ୍ ମୁକୁନ୍ଦପୁର ପଞ୍ଚାୟତରେ ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କର କେତେକ ସମର୍ଥକ ଆକ୍ରମଣ କରିବା

ରାଜ୍ୟରେ ଆଉ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ, ୧୦ ମୃତ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୩୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା

ଚଳିତବର୍ଷ +୨ ଅଫ୍‌ଲାଇନ୍ ପରୀକ୍ଷା ହେବା ସ୍ପଷ୍ଟ

ପରୀକ୍ଷା ଦେବେ ୩.୫ଲକ୍ଷ ପରୀକ୍ଷାର୍ଥୀ ଭୁବନେଶ୍ୱର: ଚଳିତବର୍ଷ +୨ ଅଫ୍‌ଲାଇନ୍ ପରୀକ୍ଷା ହେବା ସ୍ପଷ୍ଟ ହୋଇଛି । ତେବେ ବିକଳ୍ପ ବ୍ୟବସ୍ଥାରେ ପରୀକ୍ଷା କରିବାକୁ ପୂର୍ବରୁ ଦାବି ହେଉଥିବାରୁ ରାଜ୍ୟରେ ବିଭିନ୍ନ ପକ୍ଷ(ଷ୍ଟେକ୍ ହୋଲ୍ଡର)ଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି

ଭୁବନେଶ୍ୱରର ୧୩ଟି ଟ୍ରାଫିକ ପୋଷ୍ଟରେ ଲାଗିଲା ଅତ୍ୟାଧୁନିକ ସିସିଟିଭି କ୍ୟାମେରା

୫୦ କିମି ବେଗରେ ଗାଡ଼ି ଚଳାଇଲେ ୭ ହଜାର ଜରିମାନା ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲ୍ଲଂଘନକାରୀମାନେ ଏବେ ହୋଇଯାଆନ୍ତୁ ସାବଧାନ । ଏଣିକି ନିୟମ ନ ମାନିଲେ ସିଧାସଳଖ ଆପଣଙ୍କ ମୋବାଇଲକୁ ଚାଲାଣ ଯିବ । ଘଣ୍ଟା ପ୍ରତି ୫୦ କିମି ବେଗରେ ଗାଡ଼ି ଚଳାଇଲେ ଲାଗୁ ହେବ ୭ ହଜାର ଜରିମାନା । ଏଥିସହ

ପୌରସଂସ୍ଥା ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ, ୪୫୮୪ଟି ବୁଥ୍‌ରେ ଭୋଟ୍ ଗ୍ରହଣ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ହୋଇଛି ସମସ୍ତ ପ୍ରକାର ପ୍ରସ୍ତୁତି । ଏକାସଙ୍ଗରେ ରାଜ୍ୟର ୩ ମହାନଗର ନିଗମ ଓ ୧୦୭ ପୌରସଂସ୍ଥା ପାଇଁ ହେବ ମତଦାନ । ଇଭିଏମ୍ ଜରିଆରେ ୪୫୮୪ଟି ବୁଥ୍‌ରେ ଭୋଟ୍ ଗ୍ରହଣ କରାଯିବ । ପ୍ରଥମ ଥର ପାଇଁ ପୌର ନିର୍ବାଚନରେ 'ନୋଟା' ବ୍ୟବହାର ହେବ । ବାଲାଟ୍

ଭଦ୍ରକରେ ନିର୍ବାଚନୀ ହିଂସା: ଯୁବକଙ୍କୁ ପିଟିପିଟି ମାରିଦେଲେ

ଭଦ୍ରକ : ରାଜନୈତିକ ଆକ୍ରୋଶରୁ ପିଟି ପିଟି ହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ ଏମିତି ଅଭିଯୋଗ ଆସିଛି । ଧାମନଗର ଥାନା ଦଳାଙ୍ଗ ପଂଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ ଆକ୍ରୋଶ ଯୋଗୁଁ ଜଣେ ଯୁବକଙ୍କୁ ରାଜନୈତିକ ଦଳର ଲୋକେ ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳ ଅସୁସ୍ଥ । ୧୫ଦିନ ତଳେ ଶ୍ରୀ ବିଶ୍ୱାଳ ଝାରସୁଗୁଡ଼ାର ନିଜ ଗାଁ ଠାକୁରପଡ଼ାରେ ପ୍ରାତଃ ଭ୍ରମଣ କରୁଥିଲା ବେଳେ ତଳେ ପଡ଼ିଯାଇଥିଲେ । ସେତେବେଳେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ

ଧାନ ବୋଝେଇ ଟ୍ରକ୍ ସହ ପିଟିହେଲା ବରଯାତ୍ରୀ ଗାଡି: ୪ ମୃତ, ୭ ଗୁରୁତର

କଳାହାଣ୍ଡି: ଟ୍ରକରେ ପିଟିହେଲା ବରଯାତ୍ରୀ ଗାଡ଼ି । ମର୍ମନ୍ତୁଦ ଦୁର୍ଘଟଣାରେ ୪ ମୃତ, ୭ ଗୁରୁତର ଆହତ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ରାଜ୍ଯ ରାଜପଥ ୨୧୭ ତୁର୍ଳାଖମନ ଠାରେ ବିଳମ୍ବିତ ରାତିରେ ଘଟିଛି ଏହି ମର୍ମନ୍ତୁ ସଡ଼କ ଦୁର୍ଘଟଣା। ଏମାନେ ଟିତକେଲା ଠାରୁ ପିପଲପଦରକୁ ବରଯାତ୍ରୀ ଯାଇ

କେନ୍ଦ୍ରାପଡା ସାନ ଅଢଙ୍ଗାର ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ

ମାର୍ଶାଘାଇ: କେନ୍ଦ୍ରାପଡା ପାଟକୁରା ଥାନା ସାନ ଅଢଙ୍ଗାର ସରପଞ୍ଚ ପ୍ରାର୍ଥୀ ଅମିୟ ରଞ୍ଜନ ଗୁରୁତର। ବିଳମ୍ବିତ ରାତିରେ ଅର୍ଜୁନପୁର ବ୍ୟାଙ୍କଗଡ଼ା ନିକଟ ନାଳରେ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି। ଗୁରୁତର ଅମୀୟଙ୍କୁ ପ୍ରଥମେ କୋରୁଆ ପ୍ରାଥମିକ ଚିକିତ୍ସାଳୟରେ

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀରେ ଭଜନ ଗାଇବେ କବିତା କ୍ରୀଷ୍ଣାମୂର୍ତ୍ତି ଓ ଅନୁରାଧା ପଡ଼ୌୱାଲ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀରେ ଭାରତର ପ୍ରସିଦ୍ଧ କଣ୍ଠଶିଳ୍ପୀ କବିତା କ୍ରୀଷ୍ଣାମୂର୍ତି ଓ ଅନୁରାଧା ପଡ଼ୌୱାଲ ଭଜନ ପରିବେଷଣ କରିବେ । ଏଥି ସହ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନେତୃତ୍ୱରେ ୩୦ଜଣ ଓଡ଼ିଶାର ସୁନାମଧନ୍ୟ କଳାକାର ଯୋଗଦେବେ ବୋଲି ଏକାମ୍ର