Sign in
Sign in
Recover your password.
A password will be e-mailed to you.
ଅକ୍ଟୋବର ପରେ ରାଉରକେଲାରୁ ଦୈନିକ ବିମାନ ସେବା
ରାଉରକେଲା: ରାଉରକେଲାରୁ ଦୈନିକ ବିମାନ ସେବା ୮ମାସ ପରେ ଅର୍ଥାତ୍ ଆସନ୍ତା ଅକ୍ଟୋବର ପରେ ଆରମ୍ଭ ହେବ। ୭୮ ଆସନ ବିଶିଷ୍ଟ ବିମାନ ଉଡ଼ିବ। ଆଲିଆନ୍ସ ଏୟାର ପକ୍ଷରୁ ଏହି ସେବା ଆରମ୍ଭ ହେବ। ଅକ୍ଟୋବର ମାସ ସୁଦ୍ଧା ରାଉରକେଲା ବିମାନ ବନ୍ଦରରେ ଚାଲିଥିବା ସମସ୍ତ କାମ ଶେଷ ହେବ। ରଘୁନାଥପାଲୀ!-->…
ଆଘାତପ୍ରାପ୍ତ ଯୁବ ମହିଳା ଫୁଟବଲ ଖେଳାଳୀ ମନୀଷା ପାଇଲେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶ୍ବାସନା ଓ ପ୍ରେରଣା
ଭୁବନେଶ୍ବର: ମନୀଷା ନାୟକ । ସ୍ପୋର୍ଟସ ଓଡିଶା ଟିମ୍ର ୧୮ ବର୍ଷ ବୟସ୍କା ଫୁଟବଲ ଖେଳାଳୀ। ଅନେକ ସ୍ବପ୍ନ ନେଇ ଓଡିଶା ମହିଳା ଲିଗ୍ ମ୍ୟାଚରେ ଖେଳିବାର ଆଶା ରଖି ଆସିଥିଲେ । କିନ୍ତୁ ରାଇଜିଂ ଷ୍ଟୁଡେଣ୍ଟସ ଟିମ୍ ସହିତ ଥିବା ମ୍ୟାଚ ପୂର୍ବରୁ ତାଙ୍କ ଆଣ୍ଠୁରେ ଆଘାତ ଲାଗିଲା । ଖେଳିବାର ସୁଯୋଗ!-->…
୧୧ନଂ ଜୋନ୍ରେ ଚର୍ତୁମୁଖୀ ପ୍ରତିଦ୍ବନ୍ଦିତା
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଧୀନ ୧୧ନଂ ଜୋନ ଜିଲାପରିଷଦରେ ବିଜେଡି, ବିଜେପି, କଂଗ୍ରେସ ଓ ଆପ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ପ୍ରଚାର ହେଉଛି । ଦାରିଙ୍ଗବାଡ଼ି ବ୍ଳକ ୨୫ଟି ପଞ୍ଚାୟତକୁ ନେଇ ୨ଟି ଜିଲା ପରିଷଦ ଜୋନ ଗଠିତ ହୋଇଛି। ମାତ୍ର ୧୦ନଂ ଜୋନ୍!-->!-->!-->…
ବିଭିନ୍ନ ମାମଲାରେ ନଅଜଣଙ୍କୁ କୋର୍ଟ ଚାଲାଣ
ଚିକିଟି : ଗଞ୍ଜାମ ଜିଲ୍ଲା ମାରାଇନ ଥାନା ପୋଲିସ ବିଭିନ୍ନ ମାମଲାର ନଅ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ବହୁ ଚର୍ଚ୍ଚିତ ପାଟି ସୁନପୁର ଜାଲ ପୋଡି ମାମଲା ରେ ଦୁଇ ମୁଖ୍ୟ ଅଭିଯୁକ୍ତ ବି. କୋଟେଷୁ,ରଙ୍କନିଧି ପଲେଇ ଦୀର୍ଘ ଦିନ ହେଲା ଫେରାର ଥିଲେ।ପୋଲିସ ତାଙ୍କୁ କାବୁ!-->…
କଳିଙ୍ଗ ଷ୍ଟାଡିଅମ୍ କମ୍ପଲେକ୍ସରେ ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମ ତଥା ୩୦୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି!-->…
ମଇଁଷି ଗୁହାଳଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ, ନିଆଁରେ ୯ ମଇଁଷି ଆହତ
ପାତ୍ରପୁର : ପାତ୍ରପୁର ବ୍ଳକ ବି.ନୁଆଗାଁ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏମ୍. କୁତିଲି ପି-ଏମ୍ ତ୍ରିନାଥଙ୍କ ମଇଁଷି ଗୁହାଳ ଘରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ନେଇ ଜରଡାଥାନା ରେ ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ ମଧ୍ୟ ରାତ୍ରିରେ ମଇଁଷି ଗୁହାଳରେ କେହି ଦୁର୍ବୁତ୍ତ ନିଆଁ!-->…
ମରଣାଯନ୍ତା ପାଲଟିଛି ରାସ୍ତା, ଆତ୍ମସାତ ହୋଇଛି ବିଧାୟକ ପାଣ୍ଠିର ଅନୁଦାନ
କୋରାପୁଟ (୨୧/୦୨) : କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ "କେ.ଦଣ୍ଡାବାଡ଼" ଗ୍ରାମକୁ RD ରାସ୍ତା ଠାରୁ ସଂଯୋଗ କରୁଥିବା ନୂତନ "ମେଟାଲିଙ୍ଗ ରାସ୍ଥା କରାଯାଇଥିବା ନାଁରେ ମହାଦୁର୍ନିତି ହୋଇଥିବା ଅଭିଯୋଗ ହୋଇଛି | ପ୍ରକାଶ ଯେ:- "କେ.ଦଣ୍ଡାବାଡ" ଗାଁ କୁ!-->!-->!-->!-->!-->…
ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୧୭,୦୮୯ ବୁଥ୍ରେ ମତଦାନ
ପଞ୍ଚାୟତ ନିର୍ବାଚନ ଲାଗି ୨୨ରେ ଚତୁର୍ଥ ପର୍ଯ୍ୟାୟ ମତଦାନ । ୨୭ଟି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଚତୁର୍ଥ ପର୍ଯ୍ୟାୟରେ ୧୭,୦୮୯ ବୁଥ୍ରେ ମତଦାନ ହେବ । ୧୬୩ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ମତଦାନ ଅନୁଷ୍ଠିତ ହେବ । ୧୨୫୪ଟି ପଞ୍ଚାୟତର ୧୭,୦୮୯ ବୁଥ୍ରେ ହେବ!-->…
ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ASI ଡିଜି
ଭୁବନେଶ୍ୱର: ଏଏସ୍ଆଇ ଡିଜି ଭି.ବିଦ୍ୟାବତୀ ଆଜି ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି । ଲିଙ୍ଗରାଜ ମନ୍ଦିର ସହିତ ଶ୍ରୀମନ୍ଦିରରେ ଜାରି ରହିଥିବା କାର୍ଯ୍ୟର ତଦାରଖ ମଧ୍ୟ କରିଛନ୍ତି ।
ଓଡ଼ିଶାରେ ଏଏସ୍ଆଇ ଦ୍ୱାରା ବିଭିନ୍ନ କାର୍ଯ୍ୟ ଜାରି ରହିଥିବାବେଳେ ଏହାର ତଦାରଖ ପାଇଁ ସେ!-->!-->!-->…
ଦାମ ରାଉତଙ୍କ ଗାଡିକୁ ଆକ୍ରମଣ, ୮ଗିରଫ
କୁଂଜଗ: ପଂଚାୟତ ନିର୍ବାଚନ ତାତି ଥମିବାର ନାଁ ଧରୁନି । ସରଗରମ ହୋଇଛି ରାଜନୈତିକ ମଇଦାନ । ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କ ଗାଡିକୁ ଆକ୍ରମଣ ଘଟଣାରେ ୮ଜଣଙ୍କୁ ଗିରଫ କରିଛି ପୋଲିସ୍ । ଜଣେ ସରପଂଚ ପ୍ରାର୍ଥୀଙ୍କ ସହିିତ ୮ଜଣଙ୍କୁ ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି । କୁଜଙ୍ଗ ସାଇଲୋ!-->…