Sign in
Sign in
Recover your password.
A password will be e-mailed to you.
ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
ଭୁବନେଶ୍ୱର: ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ରାଜଧାନୀରୁ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥ ପାହାଳ ନିକଟରୁ ଏସଟିଏଫ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଟଣୀ ମୁଣ୍ଡିଆ ସାହିର ଶିବ ପ୍ରସାଦ ଦାସ । ତା ଠାରୁ ୧ କେଜି ୨୨୭!-->…
ଭୋଟ ତାଲିକାରେ ନାମ ନଥିବାରୁ ବାଲଟ ପେପର ଛଡାଇ ନେଇ ଯାଉଥିବା ବେଳେ ପୋଲିସ କାବୁ କଲା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ଦଳପଡା ଗ୍ରାମ ପଞ୍ଚାୟତର ଦଳପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ ନଂ ବୁଥ ରେ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହ ଚାଲିଥିବା ବେଳେ ଭୋଟ ଗ୍ରହଣର ଶେଷ ସମୟରେ ସେହି ଗ୍ରାମର କେତେକ ଯୁବକ ବାଲଟ ପେପର ଛଡାଇ ନେଇଥିବା ଜଣାପଡିଛି ।!-->…
ପୁରୀରେ ASI ଡିଜି ଭି.ବିଦ୍ୟାବତୀ
ପୁରୀ : ପୁରୀରେ ଏଏସଆଇ (ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ)ର ଡାଇରେକ୍ଟର ଜେନେରାଲ ଭି ବିଦ୍ୟାବତୀ । ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ । ଏହାସହ ପରିକ୍ରମା ମାର୍ଗ ପ୍ରକଳ୍ପ ମାଷ୍ଟର ପ୍ଲାନର ସମୀକ୍ଷା କରିଥିଲେ ।ଏଏସଆଇର ମୋହର ବାଜିବା ପରେ ଶ୍ରୀମନ୍ଦିର!-->…
ଫୁଲବାଣୀ ବ୍ଳକ : ୧୧ଟି ପଞ୍ଚାୟତରେ ୮୧.୪୧ ପ୍ରତିଶତ ମତଦାନ
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ରବିବାର ୮୧.୪୧ ପ୍ରତିଶତ ମତହାର ରହିଥିବା ଜଣାପଡ଼ିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି।ଏହି କ୍ରମରେ ଫୁଲବାଣୀ ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି।ଏହି ବ୍ଲକ ରେ ୮୧.୪୧ ମତଦାନ ହୋଇଥିବାବ୍ଲକ!-->!-->!-->…
ସର୍ଚ୍ଚ ଅପରେସନ ବେଳେ ମାଲକାନଗିରି ପୋଲିସ ଦ୍ୱାରା ମାଓବାଦୀଙ୍କ ଡ଼ମ୍ପରୁ ବିପୁଳ ମାଓ ସାମଗ୍ରୀ ଜବତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ପରେ ହେବାକୁ ଯାଉଛି ନିର୍ବାଚନ । ଏହି ଅଞ୍ଚଳ ପୂର୍ବରୁ ମାଓବାଦୀଙ୍କ ଗଡ଼ରୂପେ ପରିଚିତ ଥିଲା । ସେହି ଅଞ୍ଚଳରେ ନିର୍ବାଚନ ଦିନେ ସ୍ୱପ୍ନ ଥିଲା । କିନ୍ତୁ ବର୍ତ୍ତମାନ ସେହି ଅଞ୍ଚଳରେ ହେବାକୁ ଯାଉଛି!-->!-->!-->…
ମାଲକାନଗିରି ଉତ୍କଳ ସାମ୍ବାଦିକସଂଘର ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ
ମାଲକାନଗିରି (୨୧/୦୨) : ଆଜି ଉତ୍କଳ ସାମ୍ବାଦିକ ସଂଘ ସଦସ୍ୟ ମାନେ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟ ନିର୍ବାଚନ ଆୟୁକ୍ତ ଓଡ଼ିଶା , ଭୁବନେଶ୍ବରଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ , ମାଲକାନଗିରିଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା | ରାଜ୍ୟରେ!-->…
ଦ୍ୱିତୀୟ ଜାତୀୟ ଯୁବ ସମ୍ବିଧାନ ମହୋତ୍ସବ
ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାରଙ୍କ ତରଫରୁ ୨୦ ଫେବୃଆରୀ ୨୦୨୨ରିଖ ଦିନ ଫୁଲବାଣୀ ସଦର ମହକୁମାଠାରେ ଦ୍ୱିତୀୟ ଜାତୀୟ ଯୁବ ସମ୍ବିଧାନ ମହୋତ୍ସବ କାର୍ଯ୍ୟକ୍ରମ ଭର୍ଚୁଆଲ ମୋଡ ମାଧ୍ୟମରେ ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ!-->…
ଵୃନ୍ଦାଵନ ସରକାରୀ ଉଚ୍ଚବିଦ୍ୟାଳୟରେ ବିଶ୍ୱ ମାତୃଭାଷା ଦିବସ
ହିଞ୍ଜିଳିକାଟୁ (୨୧।୨) : ହିଞ୍ଜିଳିକାଟୁ ସରକାରୀ ଉଚ୍ଚ ଵୃନ୍ଦାବନ ବିଦ୍ୟାଳୟରେ ବିଶ୍ବ ମାତୃଭାଷା ଦିବସ ସୋମବାର ଦିନ ପାଳିତ ହୋଇଯାଇଛି । ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୧ ଫେବୃଆରୀ ଵିଶ୍ବ ମାତୃଭାଷା ଦିବସ ପାଳନ କରାଯାଇଥିଲା । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ!-->!-->!-->…
ବିଜେଡ଼ି ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କଁହରଙ୍କ ଆପ୍ରାଣ ଉଦ୍ୟମ ଦଳିୟ ପ୍ରାର୍ଥୀନୀଙ୍କୁ ଜିତେଇବା ପାଇଁ
ଫୁଲବାଣୀ : ଆସନ୍ତା ୨୪ରେ ଦାରିଙ୍ଗବାଡି ନିର୍ବାଚନ ରହିଥିବାରୁ ରବିବାର ଦାରିଙ୍ଗବାଡ଼ି ସାପ୍ତାହିକି ହାଟରେ ନିଜର ଦଳୀୟ ପାର୍ଥିନୀକୁ ଜିତେଇବା ପାଇଁ ଦିନ ରାତି ଏକ କରିଦେଇଛନ୍ତି । ଏପରିକି ନିଜ ପରିବାର କଥା ନବୁଝି ଦଳୀୟ କଥା ବୁଝୁଛନ୍ତି । ସେ କହନ୍ତି ଦଳ ମୋ ପାଇଁ ଆଗ ଚଳିତ ପଞ୍ଚାୟତ!-->!-->!-->…
ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ମାତୃଭାଷା ଦିବସ ପାଳିତ
ବାଲିଗୁଡ଼ା (୨୧/୦୨) : କନ୍ଧମାଳ ଜିଲ୍ଲା ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରସାୟନ ବିଜ୍ଞାନ ବିଭାଗ!-->…